ଷଣ୍ଢ ଧକ୍କାରେ ଚାଲିଗଲା ଯୁବ ଇଞ୍ଜିନିୟରଙ୍କ ଜୀବନ, ଅଧାରେ ରହିଗଲା ଏଭରେଷ୍ଟ ଛୁଇଁବାର ସ୍ୱପ୍ନ
କେନ୍ଦୁଝର: ଷଣ୍ଢ ସହ ଦୁର୍ଘଟଣାରେ ଚାଲିଗଲା ଜଣେ ମେଧାବୀ ଯୁବ ଇଞ୍ଜିନିୟରଙ୍କ ଜୀବନ। ମୃତକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଭୋଗାମୁଣ୍ଡା ପଞ୍ଚାୟତ ନୂଆଗାଁ ଗ୍ରାମର ଜଗନ୍ନାଥ ମହାନ୍ତ। ସେ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କ ସହ ଜଣେ ସମାଜସେବୀ ଏବଂ ଆନ୍ତର୍ଜାତୀୟ କୀର୍ତ୍ତିମାନ ହାସଲ କରିଥିବା ପର୍ବତାରୋହୀ ଥିଲେ। ଜଗନ୍ନାଥ ହେଉଛନ୍ତି ଶିକ୍ଷକ ଶ୍ୟାମସୁନ୍ଦର ମହାନ୍ତ ଓ ଶକୁନ୍ତଳା ମହାନ୍ତଙ୍କ ପୁଅ। ସେ ଭୁବନେଶ୍ବର ସ୍ଥିତ ସଫ୍ଟୱେର୍ କମ୍ପାନୀ Wiproରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। […]
Continue Reading
