ମଳରେ ରକ୍ତ ପଡ଼ିଲେ ପାଇଲ୍ସ ଭାବି ଅଣଦେଖା କରନ୍ତୁନି, ହୋଇପାରେ ଆନାଲ୍ ଫିସର
ଟଏଲେଟ୍ରେ ରକ୍ତ ଦେଖିଲେ ଅନେକଙ୍କ ମନରେ ପ୍ରଥମେ ‘ପାଇଲ୍ସ’ ଭାବନା ଆସେ। କିନ୍ତୁ ମଳତ୍ୟାଗ ସମୟରେ ରକ୍ତସ୍ରାବ କିମ୍ବା ଯନ୍ତ୍ରଣାର କାରଣ ସବୁବେଳେ ପାଇଲ୍ସ ନୁହେଁ। ଏହା ଆନାଲ୍ ଫିସର ଅର୍ଥାତ୍ ମଳଦ୍ୱାରର ଭିତର ତ୍ୱଚାରେ ଛୋଟ ଫାଟ ଯୋଗୁଁ ମଧ୍ୟ ହୋଇପାରେ। ମଣିପାଲ୍ ହସ୍ପିଟାଲ୍ ଗୁରୁଗ୍ରାମର ଜେନେରାଲ୍, ମିନିମାଲ୍ ଆକ୍ସେସ୍, ବାରିଆଟ୍ରିକ୍ ଓ ରୋବୋଟିକ୍ ସର୍ଜରୀ ବିଭାଗର ଚେୟାରମ୍ୟାନ୍ ଓ HOD ଡା. ସୁମିତ ଶାହଙ୍କ କହିବା ଅନୁସାରେ, ପାଇଲ୍ସ ଓ ଆନାଲ୍ ଫିସରର ଲକ୍ଷଣ […]
Continue Reading
