ଜମ୍ମୁ ଏବଂ କାଶ୍ମୀରରେ ଭୟଙ୍କର ଭୂସ୍ଖଳନରେ ୩୦ରୁ ଅଧିକ ମୃତ

ଜମ୍ମୁ ଏବଂ କାଶ୍ମୀରର କଟରାର ଅର୍ଦ୍ଧକୁମାରୀ ନିକଟରେ ମାତା ବୈଷ୍ଣୋ ଦେବୀ ମାର୍ଗରେ ଭୟଙ୍କର ଭୂସ୍ଖଳନ ହୋଇଛି। ଯାହା ଫଳରେ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ଲଗାତାର ୩ ଦିନ ଧରି ଜମ୍ମୁ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ   ସମସ୍ତ ନଦୀ ଏବେ ବିପଦସଙ୍କେତ ଟପି ପ୍ରବାହିତ ହେଉଛି। ଏହାଦ୍ବାରା ଅନେକ ସଂଖ୍ୟାରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ବିପର୍ଯ୍ୟୟ ପାଇଁ ଜମ୍ମୁ କାଶ୍ମୀରରେ ବାଦଲଫଟା […]

Continue Reading