“୨ ଲକ୍ଷ ଦିଅ, ଚାକିରି ନିଅ!”: AIIMS ଭୁବନେଶ୍ୱରରେ ନିଯୁକ୍ତିକୁ ନେଇ ସାଂଘାତିକ ଅଭିଯୋଗ
BIS ଅଧୀନରେ ନିଯୁକ୍ତି ପାଇଁ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ ଅଭିଯୋଗ | ପ୍ରାୟ ୩୦ ଜଣ ଚାକିରି ପାଇଥିବା ଦାବି | ଟଙ୍କା କାରବାରର ସ୍କ୍ରିନ୍ସଟ୍ ଭାଇରାଲ ଭୁବନେଶ୍ୱର: ଚାକିରି ପାଇଁ ଆଶାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ଯେତିକି ବଢ଼ୁଛି, ସେତିକି ବଢ଼ୁଛି ଚାକିରି ନାଁରେ ଠକେଇର ଅଭିଯୋଗ। ଏବେ ରାଜଧାନୀ ଭୁବନେଶ୍ୱରର AIIMSକୁ ନେଇ ଏଭଳି ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, “୨ ଲକ୍ଷ ଟଙ୍କା ଦିଅ, ଚାକିରି ନିଅ” ଭଳି […]
Continue Reading
