ସାରେଗାମାପା ସହ ୧୫ ବର୍ଷର ସମ୍ପର୍କ କାଟିଲେ ଆଦିତ୍ୟ ନାରାୟଣ

Top Storise ମନୋରଞ୍ଜନ

ମୁମ୍ବାଇ: ସିଙ୍ଗିଙ୍ଗ ରିଆଲିଟି ସୋ’ ସାରେଗାମାପ ସହ ୧୫ ବର୍ଷର ସମ୍ପର୍କ କାଟିଲେ ଉଦିତ ନାରାୟଣ । ହୋଷ୍ଟ ଭାବରେ ଏହି ସୋ’କୁ ବାଏ ବାଏ କହିଛନ୍ତି । ଇନଷ୍ଟାଗ୍ରାମରେ ନିଜେ ଏହି ଘୋଷଣା କରିଛନ୍ତି ଉଦିତ ନାରାୟଣ । ତାଙ୍କୁ ୧୮ ବର୍ଷ ହୋଇଥିବା ବେଳେ ସାରେଗାମାପା ରିଆଲିଟି ସୋରେ ସେ ହୋଷ୍ଟ କରିଥିଲେ ।

ଇନଷ୍ଟାଗ୍ରାମରେ ଆଦିତ୍ୟ ଲେଖିଛନ୍ତି, ଦୁଃଖର ସହ କହିବାକୁ ପଡୁଛି ଯେ ସାରେଗାମାପାର ହୋଷ୍ଟିଂ ଦାୟିତ୍ୱ ସେ ଛାଡୁଛନ୍ତି । ଯେଉଁ ସୋ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ୧୮ ବର୍ଷର ନିଟ୍ ଏଜରୁ ଜଣେ ସ୍ୱାମୀ, ଗୋଟିଏ ଛୁଆର ବାପା ହେବା ଯାଏ, ୧୫ ବର୍ଷ, ୯ଟି ସିଜିନ୍, ୫୦ ଏପିସୋଡ୍ … ସମୟ ସତରେ ଉଡ଼ିଯାଏ । ଟିମର ସବୁ ସଦସ୍ୟଙ୍କୁ ଧନ୍ୟବାଦ ।

https://www.instagram.com/p/CazDHXxvMru/embed/captioned/?cr=1&v=14&wp=652&rd=https%3A%2F%2Fodishasambad.in&rp=%2Faditya-narayan-quits-sa-re-ga-ma-pa-with-a-heavy-heart%2F#%7B%22ci%22%3A0%2C%22os%22%3A4050.2999999523163%7D

ଗତବର୍ଷ ଆଦିତ୍ୟ ନାରାୟଣ ସ୍ପଷ୍ଟ କରିଥିଲେ ୨୦୨୨ ପରେ ସେ ଟେଲିଭିଜନରେ ହୋଷ୍ଟ କରିବେ ନାହିଁ । ଆଗକୁ ବଡ଼ କାମ କରିବାର ଅଛି ।

Leave a Reply

Your email address will not be published. Required fields are marked *