କାଳ ହେଲା କାଳବୈଶାଖୀ: ଚିଲିକାରେ ଡଙ୍ଗା ବୁଡି ଜଣେ ନିଖୋଜ, ୧୦ ଉଦ୍ଧାର

Top Storise ରାଜ୍ୟ

ବାଲୁଗାଁ: ଚିଲିକାରେ ଡଙ୍ଗା ବୁଡ଼ି ୧୧ ଜଣ ଗୁରୁତର ହୋଇପଡ଼ିଛନ୍ତି । ଏବେବି ଜଣେ ଯାତ୍ରୀ ନିଖୋଜ ରହିଥିବାବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ସମୟରେ କାଳିଜାଇ ପୀଠରୁ ଫେରୁଥିବା ବେଳେ କାଳବୈଶାଖୀ ଝଡ଼ରେ ଫସିଯାଇଥିଲା ଡଙ୍ଗା । ଏହି ସମୟରେ ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଥିଲେ । ଜଣେ ଏବେବି ନିଖୋଜ ରହିଛନ୍ତି । ତେବେ ଲାଇଫ୍ ଜ୍ୟାକେଟ ପିନ୍ଧିଥିବାରୁ ପର୍ଯ୍ୟଟକମାନେ ବର୍ତ୍ତି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *