ଦେଶରେ ୨୬ ଶହ ଟପିଲା ଦୈନିକ ମୃତ୍ୟୁ ମାମଲା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ବିସ୍ତାର କରୁଛି କରୋନା। ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୪୬ ହଜାର ୭୮୬ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୨୬୨୪ ସଂକ୍ରମିତଙ୍କ ଜୀବନ।

ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୧୯ ହଜାର ୮୩୮ ଆକ୍ରାନ୍ତ ।

ତେବେ ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କଲେଣି ୧ କୋଟି ୩୮ ଲକ୍ଷ ୬୭ ହଜାର ୯୯୭ ଆକ୍ରାନ୍ତ । ଏବେ ଦେଶରେ ୨୫ ଲକ୍ଷ ୫୨ ହଜାର ୯୪୦ଟି ଆକ୍ଟିଭ୍ କେସ୍ ରହିଛି ।

Leave a Reply

Your email address will not be published. Required fields are marked *