20200710-barsa

ପୁଣି ଭିଜିବ ୧୩ ଜିଲ୍ଲା

Top Storise ରାଜ୍ୟ

ଭୁବନେଶ୍ୱର: ପୁଣି ଭିଜିବ ଓଡିଶା । ପୂର୍ବାନୁମାନ କଲା ଭୁବନଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି।

ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ଅନୁଗୁଳ, ଢେଙ୍କାନାଳ, ନୟାଗଡ, କେନ୍ଦୁଝର, ବୌଦ୍ଧ, ଗଞ୍ଜାମ, ବରଗଡ, ସମ୍ବଲପୁର, ନୂଆପଡା, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲା ରହିଛି।

Leave a Reply

Your email address will not be published. Required fields are marked *