ଏହି ଗାଁର ଲୋକଙ୍କୁ ଏଯାଏ ଛୁଇଁପାରିନି କରୋନା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଗତ ଦୁଇ ମାସ ଧରି ସମଗ୍ର ଦେଶରେ କରୋନା ଦ୍ୱିତୀୟ ତରଙ୍ଗର ପ୍ରକୋପ ଜାରି ରହିଥିବା ବେଳେ କର୍ଣ୍ଣାଟକର ଧରୱାଡ ଜିଲ୍ଲାର ଏକ ଗ୍ରାମାକୁ ଏଯାଏ ପଶିପାରିନି ଏହି ମାରାତ୍ମକ ଭୂତାଣୁ।

ଏହି ଗାଁର ଲୋକେ କେରାନାର ନିୟମାବଳୀକୁ ଦୃଢ ଭାବେ ଅନୁସରଣ କରୁଛନ୍ତି। ଯାହା ଫଳରେ ଏହି ମାରାତ୍ମକ ଭୂତାଣୁ ଗାଁକୁ ସ୍ପର୍ଶ କରି ନଥିବା ଜଣାପଡ଼ିଛି।

ଧରୱାଡ ଜିଲ୍ଲାର ଆଲାପୁର ଗ୍ରାମବାସୀ କରୋନାର ଦ୍ୱିତୀୟ ଲହର ଦ୍ବାରା ପ୍ରଭାବିତ ହୋଇନଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *