ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଜୀବନଚର୍ଯ୍ୟା

ରବି ଓ ସୋମବାର: ସୁଯୋଗ ହାତ ଛଡ଼ା କରନ୍ତୁ ନାହିଁ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ପୁରୁଣା ରୋଗ ପୀଡ଼ା ଦେଇପାରେ। ଶୁକ୍ର ଓ ଶନିବାର: ଅଫିସ୍‌ରେ ନୂଆ କାମର ଦାୟିତ୍ବ ପାଇବେ।

ରବି ଓ ସୋମବାର: ଅର୍ଥ ଚିନ୍ତା ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସବୁ କାମରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ସମାଜିକ କାର୍ୟ୍ୟ କରିବାର ସୁଯୋଗ ମିଳିବ।

Leave a Reply

Your email address will not be published. Required fields are marked *