20200707-badbil

ସାନିଟାଇଜ ହେଲା ବଡବିଲ

Top Storise ରାଜ୍ୟ

ବଡ଼ବିଲ (ଦିଲୁ ସ୍ଵାମୀ): ସାନିଟାଇଜ ହେଲା କେନ୍ଦୁଝର ଜିଲ୍ଲା ବଡବିଲ ସହର। ଗତକାଲି ଜିଲ୍ଲାରେ 25 କରୋନା ପଜିଟିଭ ବାହାରିଥିବା ବେଳେ ସେଥିରୁ 11 ଟି ବଡବିଲ ଅଞ୍ଚଳର । ସବୁଠାରୁ ଚାଞ୍ଚଲ୍ୟକର ବିଷୟ ସମସ୍ତ ରୋଗୀ ଲୋକାଲ ଅଞ୍ଚଳର। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଙ୍କ ପକ୍ଷରୁ 7 ଦିନିଆ ବଡବିଲ ବନ୍ଦ ଡାକରା ଦିଆଯାଇଛି।ଅନ୍ୟପଟେ ମୁନିସିପାଲିଟି ପକ୍ଷ୍ୟରୁ ଆଜି ସମ୍ପୂର୍ଣ୍ଣ ସହରକୁ ସାନିଟାଇଜ କରାଯାଇଛି।

Leave a Reply

Your email address will not be published. Required fields are marked *