ନିଜ ଭଉଣୀ ବାହାଘରରେ ସଲ୍ମାନଙ୍କ ଟାୱେଲ ଲୁକ୍; ଫଟୋ ଭାଇରାଲ୍
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କ ତାଙ୍କ ଭଉଣୀ ଅର୍ପିତା ଖାନଙ୍କୁ ବହୁତ ଭଲପାଆନ୍ତି। ଏ କଥା ତ ସମସ୍ତେ ଜାଣନ୍ତି। ଏମିତିକି ସଲମାନ ଅର୍ପିତାଙ୍କର ସମସ୍ତ ଇଚ୍ଛା ମଧ୍ୟ ପୂରଣ କରିଥାନ୍ତି। ୨୦୧୪ରେ, ଅର୍ପିତାଙ୍କ ବିବାହ ଆୟୁଷ ଶର୍ମାଙ୍କ ସହିତ ବେଶ୍ ଧୁମ୍ଧାମ୍ରେ ହୋଇଥିଲା। ସେହି ସମୟର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ବିବାହର ୬ ବର୍ଷ ପରେ ଅର୍ପିତା ପୁଣି ଥରେ ସେହି ଦିନକୁ ମନେ ପକାଇଛନ୍ତି। […]
Continue Reading
