କରୋନା ରୋଗୀଙ୍କ ସହାୟତା ଲାଗି ୨୨ କୋଟି ଯୋଗାଡ କଲେଣି ପ୍ରିୟଙ୍କା
ମୁମ୍ବାଇ: କରୋନା ରୋଗୀଙ୍କ ସହାୟତା ଲାଗି ଗିଭ୍ ଇଣ୍ଡିଆ ସହିତ ମିଳିତ ଭାବେ ପ୍ରିୟଙ୍କା ଚୋପ୍ରାଙ୍କ ୩ ମିଲିୟନ୍ ଡଲାର୍ (୨୨ କୋଟି ଟଙ୍କା) ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। ପାଣ୍ଠି ସଂଗ୍ରହ ସହିତ ପ୍ରିୟଙ୍କାଙ୍କ ଫାଉଣ୍ଡେସନ ୫୦୦ ଅକ୍ସିଜେନ କନ୍ସେନ୍ଟ୍ରେଟର କ୍ରୟ କରିବାରେ ସକ୍ଷମ ହୋଇଛି ଯାହା ପ୍ରତି ମାସରେ ୨୫୦୦ ରୁ ଅଧିକ ରୋଗୀଙ୍କୁ ଅମ୍ଳଜାନ ଯୋଗାଣ ଯୋଗାଉଛି। କିଛି ଦିନ ପୂର୍ବରୁ ପ୍ରିୟଙ୍କା ତାଙ୍କ ଉଦ୍ୟମ #TogetherForIndia ଘୋଷଣା କରିଥିଲେ। ଯାହାକି ଭାରତକୁ […]
Continue Reading
