କୋଭିଶିଲ୍ଡର ପ୍ରଥମ ଡୋଜ କୋଭାକ୍ସିନ ଅପେକ୍ଷା ଅଧିକ ପ୍ରଭାବଶାଳୀ; ଆଇସିଏମ୍ଆର ମୁଖ୍ୟ
ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ର ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ ୬ରୁ ୮ ସପ୍ତାହରୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବାକୁ ସରକାର ନିକଟରେ କୋଭିଡ-୧୯ ୱାର୍କିଂ ଗ୍ରୁପ୍ର ସୁପାରିଶକୁ ଗ୍ରହଣ କରିଛନ୍ତି। ଅବଶ୍ୟ, କୋଭାକ୍ସିନ ପାଇଁ ଡୋଜ୍ ବ୍ୟବଧାନରେ କୌଣସି ପରିବର୍ତ୍ତନ ହୋଇନାହିଁ। କୋଭିଶିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି କାରଣ କୋଭିଶିଲ୍ଡର ପ୍ରଥମ ମାତ୍ରା ଏକ ଶକ୍ତିଶାଳୀ ପ୍ରତିରକ୍ଷା ବିକାଶ କରିପାରେ ବୋଲି ଜଣାପଡ଼ିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ […]
Continue Reading
