ଗୁଳି ମାଡ଼ରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ

ସଇଁନ୍ତଳା: ପାଟ୍ରୋଲିଂ ବେଳେ ଗୁଳିମାଡ଼ । ଦୁୂର୍ବୁ୍ତ୍ତଙ୍କ ଗୁଳି ମାଡ଼ରେ ଫରେଷ୍ଟଗାର୍ଡଙ୍କ ଆଜି ମୃତ୍ୟୁ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ସଇଁନ୍ତଳା ବ୍ଳକ ରେଙ୍ଗାଳ ବାହାଲ ନିକଟରେ ଫରେଷ୍ଟ ଗାର୍ଡ ଜଟିଆ ରାଣା ପାଟ୍ରୋଲିଙ୍ଗ କରୁଥିଲେ । ଏହି ସମୟରେ କିଛି ଦୁବୃର୍ତ୍ତ ବରାହ ଶୀକାର କରି ଫେରୁଥିଲେ । ଫରେଷ୍ଟରଙ୍କୁ ଦେଖି ହଠାତ୍ ଗୁଳି ମାଡ଼ କରିଥିଲେ । ଗୁଳି ମାରି ଫେରାର ହୋଇଯାଇଥିଲେ । […]

Continue Reading

ବିମାନ ସେବାରୁ ସାଇବର ଆଟାକ୍

ଦିଲ୍ଲୀ :ପ୍ଳେନରୁ ସାଇବର ଆଟାକ୍ । ଏୟାର ଇଣ୍ଡିଆରେ ତଥ୍ୟ ଲିକ୍ ହୋଇଥିବା ଘଟଣା ପଦାକୁ ଆସିଛି । ଏୟାର ଇଣ୍ଡିଆରୁ ସେବା ପାଇଥିବା ପ୍ରାୟ ୪୫ଲକ୍ଷ ଭାରତୀୟ ଓ ବିଦେଶୀ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକରମାନଙ୍କ ହାତକୁ ଚାଲିଯାଇଥିବା ଜଣାପଡିଛି । ୨୦୧୧ ମସିହା ଅଗଷ୍ଟ ମାସ ୨୬ତାରିଖରୁ ୨୦୨୧ ଫେବୃଆରୀ ୩ ଯାଏଁ ଯାତ୍ରୀ ମାନଙ୍କର ସମସ୍ତ ତଥ୍ୟ ଲିକ୍ ହୋଇଛି । ଲିକ୍ ତଥ୍ୟ ଗୁଡିକ ଭିତରେ ରହିଛି ଯାତ୍ରୀ ମାନଙ୍କର ଜନ୍ମ […]

Continue Reading

ଗୋଟିଏ ଘରୁ ୨୨ ଜଣ ଶିଶୁ କରୋନା ପଜିଟିଭ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଥିବା ଜୁଭେନିଲ୍‌ ହୋମ୍‌ରୁ ଅତି କମରେ ୨୨ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି। ଖବର ଅନୁଯାୟୀ, ସମସ୍ତଙ୍କୁ ଏଠାରେ ଥିବା ଏକ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଠରେ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ରଖାଯାଇଥାଏ। ଯୌନ ନିର୍ଯାତିତ କିମ୍ବା ଅନାଥ ଶିଶୁମାନଙ୍କୁ ଏଠାରେ ରଖାଯାଇଥାଏ। କିଛି ଦିନ ପୂର୍ବରୁ ଜୁଭେନିଲ୍‌ ହୋମ୍‌ର ସୁପରିଟେଣ୍ଡେଣ୍ଟ୍‌ଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ଥିବା ମଧ୍ୟ ଜଣାପଡ଼ିଥିଲା। ଏହାପରେ […]

Continue Reading

ଜୁନ୍ ୧ରୁ ଏହି ରାଜ୍ୟରେ ଅନଲକ୍-୧, ନିୟନ୍ତ୍ରଣକୁ ଆସୁଛି କରୋନା

ଭୋପାଳ: ମଧ୍ୟପ୍ରଦେଶରେ କାବୁ ପାଉଛି କରୋନା । ଲକଡାଉନରୁ ସୁଫଳ ମିଳିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ରେଟ୍ ହ୍ରାସ ପାଉଛି । ସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ବେଳେ ଆସନ୍ତା ୧ ତାରିଖରୁ ରାଜ୍ୟରେ ଅନଲକ୍ ୧.୦ ନେଇ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ପର୍ୟ୍ୟାୟ କ୍ରମେ ଅନଲକ୍ କରାଯିବ । କିଛି କ୍ଷେତ୍ରରୁ କଟକଣାକୁ କୋହଳ କରିବେ ସରକାର । ଅନଲକ୍-୧ ନେଇ ଖୁବଶୀଘ୍ର ଗାଇଡଲାଇନ୍ ଜାରି କରାଯିବ […]

Continue Reading

ଚାଲିଥିଲା ଭୋଜି, ଉଭା ହେଲେ ତହସିଲଦାର: ତାପରେ…

ବେଗୁନିଆପଡା (ଦେବାଶିଷ ମହାରଣା) : କରୋନା କାଳରେ ବାହାଘର ପାଇଁ ସରକାରଙ୍କ ପକ୍ଷରୁ ଭୋଜି ଉପରେ କଟକଣା ଜାରି କରାଯାଇଛି । କେହି କେହି କଟକଣା ପାଳନ କରୁଥିବାବେଳେ କେହି କଟକଣାକୁ ଫୁ କରି ଉଡେଇ ଦେଉଥିବା ଦେଖିବାକୁ ମିଳିଛି । ଏପରି ଆମାନିଆଙ୍କ ପାଇଁ ଅଂଟା ଭିଡିଛନ୍ତି ପ୍ରଶାସନିକ ଅଧିକାରୀ । ଗଂଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ସାତନଳ ଗ୍ରାମରେ ସରକାରଙ୍କ କଟକଣାକୁ ଫୁ କରି ଭୋଜିଭାତର ଆସର ଚାଲିଥିବାବେଳେ ପଞ୍ଝା ମାରିଛନ୍ତି ତହସିଲଦାର […]

Continue Reading

ଆଉ ୧୦ ମହାରଣା ସେବାୟତ କରୋନା ପଜିଟିଭ

ପୁରୀ: ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଆଉ ୧୦ ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲ୍ଲା କଲେକ୍ଟର ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ମୋଟ ୧୮ ଜଣ ସେବାୟତଙ୍କ ସମେତ ୧୨ ଜଣ ମହାରାଣା ସେବାୟତ ଏବଂ ୬ ଜଣ ଭୋଇ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ସେ କହିଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ସେବାୟତମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

Continue Reading

କରୋନାର ମୂଳପୋଛ ପାଇଁ ମାରାଙ୍ଗ ବୁରୁଙ୍କ ନିକଟରେ ମାନସିକ

ବାରିପଦା: କରୋନାରୁ ମୁକ୍ତି ପାଇଁ ଠାକୁରଙ୍କ ପାଖେ ମାନସିକ । ଯେଉଁଠି ସାରା ବିଶ୍ୱ କରୋନା ସଂକ୍ରମଣର ମୂଳପୋଛ ପାଇଁ ଭାକ୍ସିନଠାରୁ ଆରମ୍ଭ କରି ନାନା ବୈଜ୍ଞାନିକ କୌଶଳ ଆପଣାଇଛି, ସେଠି କରୋନା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିବା ଭଳି ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଲକଡାଉନ ପାଇଁ ବନ୍ଦ ପଡିଛି ମଠ ମନ୍ଦିର । ବାରଣ ହୋଇଛି ପୂଜାର୍ଚ୍ଚନା । ଏପରି ସ୍ଥିତିରେ ମୟୁରଭଂଜ ଭଳି ଆଦିବାସୀ […]

Continue Reading

କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେ ପକାଇ ଭାବପ୍ରବଣ ହୋଇପଡ଼ିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କୋଭିଡ-୧୯ ରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ମନେ ପକାଇ ଭାବପ୍ରବଣ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ଭାଇରସ ଏତେ ସଂଖ୍ୟକ ଲୋକଙ୍କୁ ନେଇଗଲା ଯେଉଁମାନେ ଆମ ନିକଟତର ଥିଲେ। ସେମାନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି।” ମହାମାରୀର ପ୍ରଭାବ ଏତେ ବ୍ୟାପକ ହୋଇଛି ଯେ ସମସ୍ତ ଚେଷ୍ଟା ସତ୍ତ୍ବେ ଅନେକ ଲୋକ ପ୍ରାଣ ହରାଇଛନ୍ତି ବୋଲି କହି ଅତ୍ୟନ୍ତ ଭାବପ୍ରବଣ ହୋଇ ଗମ୍ଭୀର ସ୍ୱରରେ […]

Continue Reading

ବାତ୍ୟା “ୟଶ” ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଯାଜପୁର: ସମ୍ଭାବ୍ୟ ବାତ୍ୟା ୟଶକୁ ମୁକାବିଲା କରିବା ପାଇଁ ଓଡିଶାର ପ୍ରତ୍ୟେକ ଉପକୂଳବର୍ତ୍ତି ଜିଲ୍ଲାଗୁଡିକୁ ସଗାଜ କରାଯାଉଛି । ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏକ ବୈଠକରେ ସମସ୍ତ ସତର୍କତାକୁ ନେଇ ଆଲୋଚନା ହୋଇଥିବା ସୂଚନା ରହିଛି । ପ୍ରସ୍ତୁତି ବୈଠକରେ ପ୍ରତ୍ୟେକ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଦିନରେ ବାତ୍ୟା ସଚେତନତା ପାଇଁ ମାଇକ ଯୋଗେ ପ୍ରଚାର କରାଯିବାର ଯୋଜନା ରହିଛି । […]

Continue Reading

ନାରଦା ଷ୍ଟିଙ୍ଗ୍‌ ମାମଲା; ଗୃହବନ୍ଦୀ ହୋଇ ରହିବେ ଗିରଫ ଟିଏମ୍‌ସି ନେତା

କୋଲକାତା: ନାରଦା ଷ୍ଟିଙ୍ଗ ମାମଲାରେ ଦୁଇ ବଙ୍ଗୀୟ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ ଏବଂ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଏବଂ ସୋଭାନ ଚାଟାର୍ଜୀଙ୍କୁ ଶୁକ୍ରବାର ଦିନ କଲିକତା ହାଇକୋର୍ଟ ଗୃହ ବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ହାଇ ଡ୍ରାମା ପରେ ବଙ୍ଗଳାର ତିନିଜଣ ବରିଷ୍ଠ ଟିଏମସି ନେତା ଫରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ ଏବଂ ମଦନ ମିତ୍ରଙ୍କ ସହ ପୂର୍ବତନ ମେୟର ସୋଭାନ ଚାଟାର୍ଜୀଙ୍କୁ ଗିରଫ […]

Continue Reading