ବାତ୍ୟା ‘ୟଶ’ ପାଇଁ ପୋଲିସ ଡିଜିଙ୍କ ସମୀକ୍ଷା

ଭୁବନେଶ୍ବର : ଆସୁଛି ବାତ୍ୟା । ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ । ତେବେ ୨୬ ତାରିଖ ସନ୍ଧ୍ୟାରେ ପାରାଦୀପ ଓ ସାଗରଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଏହା ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ବାତ୍ୟାକୁ କିପରି ସଫଳତାର ସହ ମୁକାବିଲା କରାଯିବ, ତାଉପରେ ଗୁରୁତ୍ବ ଦେଇଛି ପ୍ରଶାସନ । ଜିରୋ କାଜୁଆଲିଟି ଲକ୍ଷ୍ୟରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି […]

Continue Reading

ପଞ୍ଜାବ ସରକାରଙ୍କୁ ସିଧାସଳଖ ଟୀକା ଦେବାକୁ ମନା କଲା ମୋଡେର୍ଣ୍ଣା

ଚଣ୍ଡୀଗଡ:ଆମେରିକାର ବୋଷ୍ଟନରେ ତିଆରି ହେଉଥିବା ମୋଡେର୍ଣ୍ଣା ଟୀକା ନେବା ପାଇଁ ପଞ୍ଜାବ ସରକାର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛି । କମ୍ପାନୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟୀକା ଦେଇପାରିବ ନାହିଁ ବୋଲି କହିଛି । ଯଦି ଟୀକା ଦିଆଯିବ ତାହାହେଲେ ଭାରତ ସରକାର ମାଧ୍ୟମରେ ବୋଲି ସ୍ପଷ୍ଟ କରିଛି । ପଞ୍ଜାବ ସରକାର ଗ୍ଲୋବାଲ ଟେଣ୍ଡରରେ ସ୍ଫୁଟନିକଭି, ଫାଇଜର, ମୋଡେର୍ଣ୍ଣା ଏବଂ ଜନଶନ ଆଣ୍ଡ ଜନଶନ କମ୍ପାନୀ ନିକଟରେ ଆବେଦନ କରିଛି । ସୂଚନାଯୋଗ୍ୟ, ମୋଡେର୍ଣ୍ଣା […]

Continue Reading

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୦୪୧ କରୋନା ପଜିଟିଭ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଇଁ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ଏଠାରୁ ସଂଖ୍ୟାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କ୍ରମରେ ଆଜି ଭୁବନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୦୪୧ ପଜିଟିଭ । କ୍ବାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୯୦ । ସେହିପରି ସୁସ୍ଥ ହୋଇଛନ୍ତି ୯୪୧ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ପଟିଆରୁ […]

Continue Reading

ସମ୍ଭାବ୍ୟ ବାତ୍ୟା ‘ୟଶ’; ଭଦ୍ରକରେ ପହଞ୍ଚିଲେ ୪ ଏନଡିଆରଏଫ୍ ଟିମ୍

ଭଦ୍ରକ: ସମ୍ଭାବ୍ୟ ବାତ୍ୟା ‘ୟଶ’ ପୂର୍ବରୁ ଭଦ୍ରକରେ ପହଞ୍ଚିଛନ୍ତି ଘଊଜୠର ଗୋଟିଏ ଟିମ। ବାତ୍ୟା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୂଚନା ଅନୁଯାୟୀ, ଜିଲ୍ଲାପାଳ ଜ୍ଞାନ ଦାସ ଶନିବାର ହୋଇଥିବା ଏକ ଜରୁରୀ ବୈଠକରେ ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଜି ମଧ୍ୟ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଭଦ୍ରକ ଜିଲ୍ଲା ଗସ୍ତରେ ଆସି ସମ୍ଭାବ୍ୟ ବାତ୍ୟା ନେଇ ଏକ ସମୀକ୍ଷା ବୈଠକ […]

Continue Reading

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୧୫ରୁ ଅଧିକ ଅସୁସ୍ଥ

ପାରାଦୀପ: ପାରାଦୀପ ଗଡ଼ ଶିଳ୍ପାଞ୍ଚଳରେ ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ ବିଷାକ୍ତ ଆମୋନିଆ ଗ୍ୟାସ ନିର୍ଗତ ହୋଇଛି। ଫଳରେ ପ୍ରାୟ ୧୫ ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବିଷାକ୍ତ ଆମୋନିଆ ଗ୍ୟାସ ପ୍ରଦୂଷଣର ଅନେକ କୁପ୍ରଭାବ ଥିବାରୁ ପାରାଦୀପ ଗଡ଼ର କିଛି କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ପାରାଦୀପ ସହର, ଜଗତସିଂହପୁର ଜିଲ୍ଳା କୁଜଙ୍ଗ ତହସିଲର ଗ୍ରାମାଞ୍ଚଳ ଏବଂ କେନ୍ଦ୍ରାପଡ଼ା […]

Continue Reading

ମାଉଟେଂନ ମାରାଥନ ବେଳେ ପାଗ ବଦଳିଲା, ୨୧ ଆଥଲେଟଙ୍କ ଥଣ୍ଡାରେ ମୃତ୍ୟୁ

ବେଜିଂ: ଚୀନରେ ଏକ ମାଉଟେଂନ ମାରାଥନ ପ୍ରତିଯୋଗିତା ବେଳେ ବଡଧରଣର ଅଘଟଣ ଘଟିଛି । ଏହି ମାରାଥନ ଦୌଡ ଚାଲିଥିବା ବେଳେ ହଠାତ ବରଫ ପଡିବା ସହ ଥଣ୍ଡା ପବନ ବୋହିଥିଲା ଫଳରେ ଅଂଶଗ୍ରହଣ କରିଥିବା ଆଥଲେଟଙ୍କ ମଧ୍ୟରେ ୨୧ଜଣଙ୍କ ମୃତ୍ୟୁ ଘଟିଛି । ୧୭୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ୧୫୧ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି । ୟେଲୋ ରିଭର ଷ୍ଟୋନ ଫରେଷ୍ଟ ଅଂଚଳରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ବରଫ ଏବଂ ଥଣ୍ଡା […]

Continue Reading

ମାତିଲେ ଭେଜାଲ ବେପାରୀ, କଟକରେ ସିଲ୍ ଗୁଟୁଖା କମ୍ପାନୀ

କଟକ: ପୁଣି ମାତିଲେ ଭେଜାଲ ବେପାରୀ । ଏବେ ବି କଟକରେ ତିଷ୍ଠି ରହିଛି ଅପମିଶ୍ରଣ ସାମ୍ରାଜ୍ୟ । ତେଲ, ମସଲା, ଘିଅ, ଟମାଟୋ ସସ୍ ଓ ସିନ୍ଥେଟିକ୍ ପନିରଠାରୁ ଆରମ୍ଭ କରି ପାନମସଲା ଓ ଗୁଟୁଖା ବି ଏଠି ଅପମିଶ୍ରିତ । ତେବେ କିଛିଦିନ ଧରି ଧରପଗଡ ପରେ ବନ୍ଦ ରହିଥିଲା ଏଠିକାର ନକଲି କାରବାର । ହେଲେ ଏବେ ପୁଣିଥରେ ଭେଜାଲ ବେପାରୀ ସକ୍ରିୟ ହୋଇଉଠିଛନ୍ତି । କଟକ ସହରର ଛାତି ବାଦାମବାଡିରେ ବେଧଡକ […]

Continue Reading

ଏହି ରାଜ୍ୟରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌ ଅବଧି

ଚେନ୍ନାଇ: ତାମିଲନାଡୁରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ଶନିବାର ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି। ଆସନ୍ତାକାଲି ଠାରୁ ଏହା କାର୍ଯ୍ୟକାରୀ ହେବ। ସର୍ବସାଧାରଣଙ୍କ ସୁବିଧା ଲାଗି ଆଜି ଏବଂ ଆସନ୍ତାକାଲି ରାତି ୯ଟା ପର୍ଯ୍ୟନ୍ତ ଦୋକାନଗୁଡ଼ିକ ଖୋଲା ରହିବ। ସ୍ଥାନୀୟ ସଂସ୍ଥାଗୁଡ଼ିକର ନେଟୱାର୍କ ମାଧ୍ୟମରେ ମୋବାଇଲ୍ ଆଉଟଲେଟ୍ ଚେନ୍ନାଇ ଏବଂ ସାରା ରାଜ୍ୟରେ ପନିପରିବା ଏବଂ ଫଳ ଯୋଗାଇବାରେ ସାହାଯ୍ୟ କରିବ ବୋଲି ସରକାର କହିଛନ୍ତି। ସମସ୍ତ […]

Continue Reading

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାପା ଏବଂ ଭାଇଙ୍କୁ y+ ସୁରକ୍ଷା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାପା ତଥା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲୋକସଭା ସାଂସଦ ସିସିର କୁମାର ଅଧିକାରୀ ଏବଂ ଭାଇ ଦିବ୍ୟେନ୍ଦୁ ଅଧିକାରୀଙ୍କୁ y+ ସୁରକ୍ଷା ଦିଆଯିବ। ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ଅଧୀନରେ ସେମାନଙ୍କୁ ବର୍ତ୍ତମାନ Y + ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ। ଏହାର ଅର୍ଥ କମାଣ୍ଡୋ ସମେତ ପ୍ରତ୍ୟେକ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଏବଂ ୧୧ ଜଣ […]

Continue Reading

ବାଇକରେ ବୁହା ହେଲା ମୃତ ଦେହ

ଖୈରପୁଟ :ପୁଣି ମୃତ ଦେହକୁ ଅସମ୍ମାନ । ମେଡିକାଲରୁ ମିଳିଲାନି ଗାଡ଼ି । ଶେଷରେ ବାଇକରେ  ବୁହା ହେଇ ଆସିଲା ମୃତ ଦେହ । ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମର ଶୁକ୍ରା ଶିଶା । କାମ କରୁଥିବା ବେଳେ ହଠାତ୍ ତାଙ୍କର ହୃଦଘାତ ହୋଇଯାଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇଥିଲା । ଖୈରପୁଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସ୍ଥାନୀୟ ଲୋକେ । ହେଲେ କିଛି […]

Continue Reading