ଗିରଫ ହେଲେ ରେମ୍‌ଡେସେଭିୟର୍ କଳାବଜାରୀ !

ନୂଆଦିଲ୍ଲୀ: ୭୦ ହଜାର ଟଙ୍କାରେ ବିକ୍ରିୟ ହେଉଥିଲା ରେମ୍‌ଡେସେଭିୟର୍ ଇଂଜେକ୍ସନ୍ । କଳାବଜାରୀଙ୍କ ନିକଟରେ ମହଜୁଦ ଥିଲା ଇଂଜେକ୍ସନ ଭାଇଲ୍ । ବହୁ ଖୋଳତାଡ ପରେ ଶେଷରେ ଦିଲ୍ଲୀ ପୋଲିସ ହାତରେ ଧରାପଡିଛନ୍ତି ରେମଡେସେଭିୟର୍ ଇଂଜେକ୍ସନ କଳାବଜାରୀ ଗ୍ୟାଙ୍ଗ । ରେମ୍‌ଡେସେଭିୟର୍ ଇଂଜେକ୍ସନକୁ ବେଆଇନ ଭାବେ ବିକ୍ରିୟ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଏକ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜାଣି ଚକିତ ହେବେ ଏହି ଗ୍ୟାଙ୍ଗ ଗୋଟିଏ ଇଂଜେକ୍ସନ ପାଇଁ ଲୋକଙ୍କଠାରୁ ଦାବି […]

Continue Reading

ସାହିତ୍ୟ ପତ୍ରିକା କାହାଣୀର ‘ମନୋଜ ଦାସ ବିଶେଷାଙ୍କ’ ଲୋକାର୍ପିତ

ଭୁବନେଶ୍ୱର : ସମ୍ପାଦକ ବିଜୟ ନାୟକଙ୍କ ଦ୍ୱାରା ସମ୍ପାଦିତ ଅଗ୍ରଣୀ ସାହିତ୍ୟ ପତ୍ରିକା ‘ କାହାଣୀ ‘ ର ‘ମନୋଜ ଦାସ ବିଶେଷାଙ୍କ’ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ବିଶେଷ ସଂଖ୍ୟାରେ ମନୋଜ ଦାସଙ୍କ ରଚିତ ଅନେକ ସ୍ୱତନ୍ତ୍ର କବିତା , ଭ୍ରମଣ ବୃତ୍ତାନ୍ତ , କଥା ଓ କାହାଣୀ , ସ୍ମୃତି କଥା […]

Continue Reading

ଆହ୍ଲାବାଦ ହାଇକୋର୍ଟ ଯୋଗୀ ସରକାରଙ୍କୁ ସଠିକ୍ ଜବାବ ଦେଇଛନ୍ତି, ବର୍ତ୍ତମାନ ଉତ୍ତରଦାୟିତ୍ୱ ସ୍ଥିର ହେବା ଜରୁରୀ: ପ୍ରିୟଙ୍କା ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର କହିଛନ୍ତି ଯେ ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶରେ ଅମ୍ଳଜାନ ଅଭାବ ହେତୁ ମୃତ୍ୟୁକୁ ‘ଜନଶୁଣାଣି’ ବୋଲି କହିବା ପରେ ରାଜ୍ୟ ବିଜେପି ସରକାର ସଠିକ୍ ଜବାଜ ପାଇଛି । ବର୍ତ୍ତମାନ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର କରାଯିବା ଉଚିତ୍ । ସେ ଫେସବୁକ ପୋଷ୍ଟରେ କହିଛନ୍ତି ଯେ, ହାଇକୋର୍ଟ ସରକାରଙ୍କୁ ସଠିକ୍ ଜବାବ ଦେଇଛି । ୟୁପି ସରକାର ଲଗାତାର ଅମ୍ଳଜାନ ଅଭାବକୁ ଅସ୍ୱୀକାର କରିଛନ୍ତି । ଏପରିକି […]

Continue Reading

ଆରବିଆଇ ଗଭର୍ଣ୍ଣରଙ୍କ ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଆକର୍ଷଣ, ବଜାର ଓ ଏହାର ପ୍ରଭାବ କ’ଣ ହେବ ଜାଣନ୍ତୁ?

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ) ଆଜି କରୋନାର ଦ୍ୱିତୀୟ ଲହର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିଛନ୍ତି। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ ଅଟେ। ଅନେକ ରାଜ୍ୟରେ ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ଏହା ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇବ । ଆରବିଆଇ ଏହି ପରିସ୍ଥିତି ଉପରେ ନଜର ରଖିଛି। ଶ୍ରୀଯୁକ୍ତ […]

Continue Reading

ଗେମ୍‌ ଚ୍ୟାଲେଞ୍ଜରେ ହାରିଯିବାରୁ ଜୀବନ ହାରିଲା ନାବାଳକ!

ଭୁବନେଶ୍ୱର: ଅନଲାଇନ୍ ଗେମ୍‌ ହେଲା କାଳ। ଅନଲାଇନ୍ ଗେମ୍‌ ଚ୍ୟାଲେଞ୍ଜ ଯୋଗୁ ଚାଲିଗଲା ଆଉ ନାବାଳକର ଜୀବନ । ସୋମବାର ରାତିରେ ରାଜଧାନୀରେ ଏକ ଅନଲାଇନ୍ ଗେମ୍‌ରେ ହାରିଯିବା ପରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ଜଣକ ହେଉଛନ୍ତି ସତ୍ୟନଗର ରାଜକୁମାର ବସ୍ତିର ଦିଲୀପଙ୍କ ପୁଅ ଜସୱନ୍ତ ରାଉତରାୟ। ସୂଚନା ଅନୁଯାୟୀ, ଅନଲାଇନ୍ କ୍ଲାସ ପାଇଁ ପୁଅର ପିତାମାତା ତାଙ୍କୁ ମୋବାଇଲ୍ ଫୋନ୍ ଦେଇଥିଲେ। ମଙ୍ଗଳବାର […]

Continue Reading

ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ୩୦ ହଜାର ଶ୍ରମିକଙ୍କୁ ଟିକାକରଣର ସୁବିଧା ଯୋଗାଇବ ୟଶ ରାଜ ଫିଲ୍ମସ

ନୂଆଦିଲ୍ଲୀ: କରୋନା ଭୂତାଣୁ ଅନେକ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ କ୍ଷତି ପହଞ୍ଚାଇଛି। କରୋନା ଯୋଗୁ ଦେଶର ଅନେକ ସ୍ଥାନରେ ଲକଡାଉନ୍ ଏବଂ କର୍ଫ୍ୟୁ ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି କରିଛି। ଏହି କାରଣରୁ, କ୍ଷୁଦ୍ର ଶ୍ରମିକ ଏବଂ ଗରିବ ଲୋକଙ୍କୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡୁଛି। ତେବେ ଦେଶର ଅନେକ ସେଲିବ୍ରିଟି ଏହି ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ଦେଖିବାକୁ ମିଳୁଛି। ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ବଲିଉଡ ଅଭିନେତା […]

Continue Reading

ଘରୋଇ ଲାବ୍‌ରେ ଚାଲିଥିଲା ବେଆଇନ କୋଭିଡ ପରୀକ୍ଷଣ !

ବଲାଙ୍ଗୀର: କରୋନାକୁ ନେଇ ସାରା ବିଶ୍ୱ ଏବେ କୋକୁଆ ଭୟରେ । ହୁତୁହୁତୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭାକ୍ସିନ୍ ପାଇଁ ଚାରିଆଡେ ଲାଗୁଛି ଭିଡ । ଏପରି ସ୍ଥିତିରେ ବି କିଛି ଅସାଧୁ ଲୋକ ମୁନାଫା ହାସଲ କରିବାକୁ ସାଧାରଣ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଉନାହାନ୍ତି । ବଲାଙ୍ଗୀର ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ସଙ୍ଗୀନ ଘଟଣା । ପାଥକାଇଣ୍ଡ ନାମକ ଏକ ପାଥୋଲାବ ଦୀର୍ଘ ଦିନ ଧରି ବେଆଇନ ଭାବେ […]

Continue Reading

କାଲିଠୁ ମେ’ ୩୧ ଯାଏ ଉଚ୍ଚଶିକ୍ଷା ବିଭାଗର ଖରା ଛୁଟି, ହେବନି ଅନଲାଇନ୍ କ୍ଲାସ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଖରା ଛୁଟି ଘୋଷଣା କରିଛି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ମେ ୫ ତାରିଖ ବୁଧବାର ଠାରୁ ଖରା ଛୁଟି ପାଇଁ ବନ୍ଦ ରହିବ । ଖରା ଛୁଟି ମେ’ ୩୧ ତାରିଖରେ ସରିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସାଶ୍ୱତ ମିଶ୍ର ସମସ୍ତ ବିଶ୍ୱ ବିଦ୍ୟାଳୟ ସହ ସରକାରୀ ଓ ଘରୋଇ କଲେଜକୁ ଚିଠି ଲେଖିଛନ୍ତି । ଖରା ଛୁଟି ସମୟରେ କୌଣସି ଅନଲାଇନ୍ […]

Continue Reading

ବାତିଲ ହେଲା ଆଇପିଏଲ

ନୂଆଦିଲ୍ଲୀ:ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବାତିଲ ହୋଇଛି ଆଇପିଏଲ ଚଳିତ ସଂସ୍କରଣ । କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶେଷରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିିସିସିଆଇ ଉପ ସଭାପତି ରାଜୀବ ଶୁକ୍ଲା ଏ ନେଇ ସୂଚନା ଦେଇଛନ୍ତି । ଗତବର୍ଷ କରୋନା ଯୋଗୁ ଆଇପିଏଲକୁ ୟୁଏଇରେ ଆୟୋଜନ କରାଯାଇଥିଲା । ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ବିନା ଦର୍ଶକରେ ଏଥର ଆଇପିଏଲ କରାଯାଉଥିଲେ ମଧ୍ୟ ଖେଳାଳିମାନଙ୍କ ମଧ୍ୟରେ ସଂକ୍ରମଣ […]

Continue Reading