ଢେଙ୍କାନାଳରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !
ଢେଙ୍କାନାଳ: ଗଛରେ ଝୁଲୁଥିଲା ଜଣେ ମହିଳାଙ୍କ ମୃତଦେହ । ଏହି ଘଟଣାକୁ ନେଇ ଢେଙ୍କାନାଳ ବସୁଲେଇ ଗାଁ ଚର୍ଚ୍ଚାକୁ ଆସିଛି । ଗାଁ ପାଖ ଶିବ ମନ୍ଦିର ପଛରେ ଥିବା ଏକ ପଳାସ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଦୁଷ୍ମନ୍ତ ରାଉତଙ୍କ ସ୍ତ୍ରୀ ଅଂଜନାଙ୍କ ମୃତଦେହ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ପ୍ରାୟ ୪ଟାରୁ ଅଂଜନା ନିଖୋଜ ଥିଲେ । ତେବେ ଆଜି ସକାଳେ ତାଙ୍କ ମୃତଦେହକୁ ଦେଖି ଗାଁ ଲୋକେ ପୋଲିସକୁ ଖବର […]
Continue Reading
