ଲକ୍‌ଡାଉନ ସମୟରେ ସହରାଞ୍ଚଳର ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଇବାକୁ ଅନୁରୋଧ କଲା ପ୍ରଶାସନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ ଘୋଷଣା ହୋଇଛି । ରାସ୍ତାରେ ଯାନବାହାନ ଚଳାଚଳ ଉପରେ କଟକଣା ସହ ଅତ୍ୟାବଶ୍ୟକ ଜିନିଷ ମିଳୁଥିବା ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ବନ୍ଦ ରହୁଛି । ଫଳରେ ବୁଲା ଗାଇଗୋରୁ ଓ କୁକୁର ଖାଦ୍ୟ ପାଇ ପାରୁ ନ ଥିବା ଦେଖିବାକୁ ମିଳୁଛି । ତେଣୁ ଏହି ଲକ୍‌ଡାଉନ ସମୟରେ ସହରାଞ୍ଚଳମାନଙ୍କରେ ଏମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଉଚିତ୍ ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି […]

Continue Reading

ସଂକ୍ରମଣ ଭଳି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ ୮୪୦୧ ଜଣ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ପ୍ରତିଦିନ ନୂଆ ନୂଆ ରେକର୍ଡ କରି ଚାଲିଛି । ସେହିଭଳି କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ସବୁ ରେକର୍ଡ ଭାଙ୍ଗିଛି । ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ୮ ହଜାର ୪୦୧ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୪ ଲକ୍ଷ ୩୧ ହଜାର ୬୫୮କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ […]

Continue Reading

ପାଟଣାଗଡ଼ ଉପକାରାଗାରରେ ୪୦ ଅନ୍ତେବାସୀଙ୍କୁ କରୋନା, ଜଣେ ମୃତ

ବଲାଙ୍ଗିର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ଜେଲରେ ଭୂତାଣୁର ବିସ୍ଫୋରଣ ହୋଇଛି । ବଲାଙ୍ଗିରର ପାଟଣାଗଡ଼ ଉପକାରାଗାରରେ ୪୦ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସଂକ୍ରମିତ ଅନ୍ତେବାସୀଙ୍କ ମଧ୍ୟରୁ ଜଣେ କଏଦୀ କରୋନାରେ ପ୍ରାଣ ହରାଇଛନ୍ତି । ମୃତକ ଜଣଙ୍କ ଖପ୍ରାଖୋଲ ବ୍ଲକ ଧାନମୁଣ୍ଡାର ବଲ୍ଲଭ ପ୍ରଧାନ ବୋଲି ଜଣାପଡ଼ିଛି । ବେଆଇନ୍ ଭାବେ କଫ୍ ସିରପ୍ ବିକ୍ରି ଅଭିଯୋଗରେ ଗତ ଏପ୍ରିଲ୍ ୨୫ରେ ତାଙ୍କୁ ଗିରଫ କରାଯାଇଥିଲା । ଏପ୍ରିଲ୍ […]

Continue Reading

୧୧ ଯାଏ କାଳବୈଶାଖୀ, ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

ଭୁବନେଶ୍ୱର: ରାଜ୍ୟରେ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା କାଳବୈଶାଖୀ ପିଛା ଛାଡ଼ୁନି । ଆସନ୍ତା ୧୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ଏନେଇ ଏସଆରସି ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ କହିଛନ୍ତି । କାଳବୈଶାଖୀ ନେଇ ୮ ତାରିଖ ସକାଳ ୮ଟା ୩୦ ଯାଏ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, […]

Continue Reading

କରୋନା ପ୍ୟାକେଜ୍ ଭାବେ ପ୍ରତି ପରିବାରକୁ ୪ ହଜାର ଟଙ୍କା ଦେବେ ସରକାର

ଚେନ୍ନାଇ: ତାମିଲନାଡ଼ରୁ ମୁଖ୍ୟମନ୍ତ୍ରୀ ଭାବେ ଏମ.କେ ଷ୍ଟାଲିନ୍ ଆଜି ଶପଥ ନେଇଛନ୍ତି । ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିବା ଷ୍ଟାଲିନ୍ ଦାୟିତ୍ୱ ଗ୍ରହଣର ପ୍ରଥମ ଦିନରେ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦାୟିତ୍ୱ ଗ୍ରହଣ ପରେ ସେ ପ୍ରଥମେ କରୋନା ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତି ପରିବାରକୁ ୪ ହଜାର ଟଙ୍କା ଲେଖାଏ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ପ୍ରତି ପରିବାରକୁ ଚଳିତ ମେ’ ମାସରେ ଦିଆଯିବ […]

Continue Reading

ଭୁବନେଶ୍ୱରର ଏହି ମଲରେ ଦିଆଯିବ ଦ୍ୱିତୀୟ ଡୋଜ୍ କୋଭାକ୍ସିନ୍

ଭୁବନେଶ୍ୱର: ରାଜଧାନୀରେ କରୋନା ଟିକାକରଣକୁ ବିଏମସି ବ୍ୟାପକ କରିଛି । ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଅନ୍ୟପଟେ ଘରୋଇ ହସ୍ପିଟାଲରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକାଦାନ ବନ୍ଦ ରହିଛି । ଫଳରେ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ଟିକା ନେଇଥିବା ଲୋକ ଭ୍ୟାକ୍ସିନ୍ କେଉଁଠି ନେବେ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ସେମାନଙ୍କ ଲାଗି ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ରସୁଲଗଡ଼ ସ୍ଥିତ ଏସପ୍ଲାନେଡ୍ ମଲର ପାର୍କିଂରେ […]

Continue Reading

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଅଡୁଆରେ କମେଡି କୁଇନ୍‌ ସୁଗନ୍ଧା ମିଶ୍ରା

ଫାଗୱାରା: ନିଜ ବାହାଘରରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ‘ଦି କପିଲ ଶର୍ମା ଶୋ’ର ହାସ୍ୟ ଅଭିନେତା ସୁଗନ୍ଧା ମିଶ୍ରାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ବୁଧବାର ରାତିରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରାଯାଇଛି। ବିବାହ ଉତ୍ସବରେ ବହୁ ଲୋକ ଏକତ୍ରିତ ହୋଇଥିବା ଭିଡିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରିଥିବା ସୂଚନା ମିଳିଛି। ଏପ୍ରିଲ୍‌ ୨୬ରେ ସୁଗନ୍ଧା ଏବଂ ସଙ୍କେତଙ୍କ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ଧାରା ୧୮୮ […]

Continue Reading

କେନ୍ଦ୍ରକୁ ଏସ୍‌ସିଙ୍କ ଚେତାବନୀ; କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ: ଆଗକୁ ମାହଇ ଆସୁଛି କରୋନାର ତୃତୀୟ ଲହର। ଏଥିପାଇଁ ଏବେଠୁ ସଜାଗ ରହିବାକୁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। କରୋନାର ତୃତୀୟ ତରଙ୍ଗ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ। ସେ କହିଛନ୍ତି ଯେ ଜନସାଧାରଣଙ୍କ ମଧ୍ୟରେ ଯେପରି ଆତଙ୍କ ସୃଷ୍ଟି ନହେବ ସେଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ଜରୁରୀ ସାମଗ୍ରୀ ମହଜୁଦ୍‌ ରଖିବା ଉଚିତ। ସେଥିପାଇଁ ବଫର ଷ୍ଟକ୍ ତିଆରି କରିବା ଜରୁରୀ। ଦିଲ୍ଲୀକୁ ଅମ୍ଳଜାନ ଯୋଗାଣ ଉପରେ ଶୁଣାଣି ବେଳେ […]

Continue Reading

ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ

ନୂଆଦିଲ୍ଲୀ: ଏ ବର୍ଷ ସମୟରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସମୟରେ କେରଳ ଛୁଇଁବ । ଏନଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥାଏ । ଦେଶରେ ହେଉଥିବା ବର୍ଷାର ୭୦ ପ୍ରତିଶତ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟହେ ହୋଇଥାଏ । ପାଣିପାଗ ବିଭାଗର ଇଆରଏଫ୍ ଅନୁସାରେ, ଠିକ୍ ସମୟରେ ଦକ୍ଷିଣପଶ୍ଚିମ ମୌସୁମୀ କେରଳ ଛୁଇଁବ । ମେ ୧୫ରେ ଆଇଏମଡି ଦ୍ୱିତୀୟ ପର୍ଯ୍ୟାୟ ଲଙ୍ଗ୍ […]

Continue Reading

କୋଭିଡ୍‌ ପରିଚାଳନା; ଏହି ୩ ଜିଲ୍ଲାକୁ ୭.୬୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍‌ ପରିଚାଳନା ପାଇଁ ରାଜ୍ୟର ଏହି ତିନୋଟି ଜିଲ୍ଲାକୁ ୭.୬୨ କୋଟି ଟଙ୍କା ଅତିରିକ୍ତ ପାଣ୍ଠି ମଞ୍ଜୁର କରିଛନ୍ତି। ଏହି ୩ ଜିଲ୍ଲା ମଧ୍ୟରେ ପୁରୀ, ସୁବର୍ଣ୍ଣପୁର ଏବଂ ସମ୍ବଲପୁରକୁ ସାମିଲ କରାଯାଇଛି। ପୁରୀ ଜିଲ୍ଲାକୁ କୋଭିଡ ପରିଚାଳନା ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ପାଇଁ ୧ କୋଟି ଏବଂ ସମ୍ବଲପୁର ଜିଲ୍ଲା ପାଇଁ ୪କୋଟି ୬୨ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମଞ୍ଜୁର କରିଛନ୍ତି।

Continue Reading