ଆଜି ଭାରତକୁ ୨୮ ଟନ୍ ଚିକିତ୍ସା ସାମଗ୍ରୀ ପଠାଇବ ଫ୍ରାନ୍ସ
ନୂଆଦିଲ୍ଲୀ: ରବିବାର ଦିନ ଫ୍ରାନ୍ସ ଭାରତକୁ ୨୮ ଟନ୍ ଚିକିତ୍ସା ସାମଗ୍ରୀ ପଠାଇବ। ଯେଉଁଥିରେ ଆଠଟି ବଡ଼ ଅକ୍ସିଜେନ ଜେନେରେସନ୍ ପ୍ଲାଣ୍ଟ ରହିଛି। ଏହା କରୋନା ମହାମାରୀର ଭୟଙ୍କର ଦ୍ୱିତୀୟ ତରଙ୍ଗ ବିରୁଦ୍ଧରେ ଦେଶକୁ ମୁକାବିଲା କରିବାରେ ସାହାଯ୍ୟ କରିବ। ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନେନ୍ କହିଛନ୍ତି ଯେ ଏହି ପ୍ଲାଣ୍ଟଗୁଡିକ ଆଠଟି ହସ୍ପିଟାଲକୁ ୧୦ ବର୍ଷରୁ ଅଧିକ ସମୟ ଯାଏ ଅକ୍ସିଜେନ ଯୋଗାଇବାରେ କରିବାରେ ସକ୍ଷମ ହେବେ। ସେ ଟ୍ୱିଟ୍ କରି କହିଛନ୍ତି, “ଫ୍ରାନ୍ସର […]
Continue Reading
