ଭାରତକୁ ୩୦୦୦ ଅଜ୍ସିଜେନ କନ୍‌ସେନ୍‌ଟ୍ରେଟର ପଠାଇବ ୟୁନିସେଫ୍‌

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଚିଲ୍‌ଡ୍ରେନ୍ସ ଏଜେନ୍ସି ଗୁରୁତ୍ବପୂର୍ଣ୍ଣ ଜୀବନ ରକ୍ଷାକାରୀ ସାମଗ୍ରୀ ଭାରତ ପଠାଇବ।  ଯେଉଁଥିରେ ୩୦୦୦ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର, ଡାଇଗ୍ନୋଷ୍ଟିକ୍ ଟେଷ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି। କରୋନା ସଙ୍କଟ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଛି ୟୁନିସେଫ୍‌। ଜାତିସଂଘ ମୁଖ୍ୟଙ୍କ ମୁଖପାତ୍ର ଫରହାନ ହକ ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ଟ୍ୱିଟକୁ ସୂଚାଇ ଦେଇଛନ୍ତି ଯେ ଜାତିସଂଘ ପରିବାର ଏଭଳି ସଙ୍କଟ ସମୟରେ ଦେଶକୁ ସମର୍ଥନ ବଢାଇବାକୁ ପ୍ରସ୍ତୁତ ଅଛି। ୟୁନିସେଫ୍ ଉତ୍ତର-ପୂର୍ବ […]

Continue Reading

କରୋନା କାଳରେ ପ୍ରଧାନଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ଭର୍ଦ୍ଧନା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଧିନସ୍ଥ ଦଣ୍ଡିଲୋ ଗ୍ରାମର ନାୟକାଣୀ ଠାକୁରାଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନୃସିଂହ ଚରଣ ଜେନାଙ୍କ ବିଦାୟ କାଳୀନ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ ଗାଇଡଲାଇନ ଅନୁଯାୟୀ ସାମାଜିକ ଦୂରତା ମାନି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଭାପତି ଭାବେ ମଧ୍ୟ ଇଁରାଜୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଦ୍ଵେତ ସ୍ୱାଇଁ ସଭାକାର୍ଯ୍ୟ ଆରମ୍ଭ କରିଥିବା ବେଳେ, ଗଣିତ ଶିକ୍ଷକ ନିରଞ୍ଜନ ବସ୍ତିଆ ସଭା […]

Continue Reading

କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ

ଭୁୁବନେଶ୍ୱର: ମହାମାରୀ କରୋନାର ଦ୍ଵିତୀୟ ଲହର ଆସିବା ପରେ ସତେ ଯେମିତି ସାମ୍ବାଦିକଙ୍କୁ ନିଜର ଶିକାର କରୁଛି କହିଲେ ଅତ୍ୟୁକ୍ତି ହେବନାହିଁ । ଜଣଙ୍କ ପରେ ଜଣେ ସାମ୍ବାଦିକଙ୍କ ଦେହାନ୍ତ ହେବାରେ ଲାଗିଛି । ପୁଣି ଥରେ ଆଜି ମହାମାରୀ କରୋନାରେ ଏକ ଦାରୁଣ ଖବର ଆସିଛି । କରଣ ସଂକ୍ରମିତ ହୋଇ ସମ୍ବାଦ ଖବର କାଗଜର ସମ୍ବଲପୁର ସଂସ୍କରଣ ଦାୟିତ୍ୱରେ ଥିବା ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ ଆଖି ବୁଜି ଦେଇଛନ୍ତି । କୋଭିଡ୍ ରେ […]

Continue Reading