ଜୁନ୍‌ ଶେଷ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ବଢିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଉପରେ ନିଷେଧାଦେଶକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ନେଇ DGCA ଶୁକ୍ରବାର ଦିନ ଘୋଷଣା କରିଛି ଯେ ଭାରତକୁ ଏବଂ ଭାରତରୁ ସମସ୍ତ ଅନ୍ତର୍ଜାତୀୟ ନିର୍ଦ୍ଧାରିତ ବାଣିଜ୍ୟିକ ଯାତ୍ରୀ ବିମାନ ୩୦ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ ରହିବ। କେନ୍ଦ୍ର ବାଣିଜ୍ୟିକ ବିମାନ ଚଳାଚଳ ଉପରେ ନିଷେଧାଦେଶକୁ କେନ୍ଦ୍ର ସରକାର ଶୁକ୍ରବାର ଦିନ ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) […]

Continue Reading

ଡିଆର୍‌ଡିଓର କରୋନା ଔଷଧ ଟୁ-ଡିଜି ର ହେଲା ମୂଲ୍ୟ ଧାର୍ଯ୍ୟ; ଜୁନ୍‌ରେ ହୋଇପାରେ ଲଞ୍ଚ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଡିଆର୍‌ଡିଓର କରୋନା ଔଷଧ ଟୁ-ଡିଜି ର ମୂଲ୍ୟ ଫାର୍ମା ପ୍ରମୁଖ ଡା. ରେଡ୍ଡୀଙ୍କ ଲାବୋରେଟୋରୀ ଦ୍ବାରା ନିର୍ଦ୍ଧାରଣ କରାଯାଇଛି। ଏହାର ମୂଲ୍ୟ ୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ସରକାରୀ ଡାକ୍ତରଖାନା ଦ୍ୱାରା ରିହାତି ମୂଲ୍ୟରେ ଏହି ଔଷଧ ଯୋଗାଇ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। 2DG ହେଉଛି କୋଭିଡ୍-୧୯ ରୋଗୀଙ୍କ ପାଇଁ ଏକ ଓରାଲ୍‌ ଆଣ୍ଟି-ଭାଇରାଲ୍ ଔଷଧ। ଏହି ଔଷଧ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ମେ ୧୭ରେ ଆରମ୍ଭ ହୋଇଥିଲା। ହାଇଦ୍ରାବାଦର […]

Continue Reading

ବାତ୍ୟା ଅଂଚଳରେ ପହଂଚିଲେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡା: ବାତ୍ୟା ୟାସ୍ ପରେ କେନ୍ଦ୍ରାପଡାରେ ପହଂଚିଥିଲେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା । ଜିଲ୍ଲାର ବାତ୍ୟା ପ୍ରଭାବିତ ରାଜନଗର ଓ ରାଜକନିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ ସାକ୍ଷାତ କରିଥିଲେ । ଆଜି କେନ୍ଦ୍ରାପଡା ପରିଦର୍ଶନ କରିଥିବା ବୈଜୟନ୍ତ ପଣ୍ଡା ବାତ୍ୟା ପରବର୍ତ୍ତି ସ୍ଥିତି ବୁଝିବା ସହ ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ତା’ ସହ ବାତ୍ୟାରେ ନିରାଶ୍ରୟ […]

Continue Reading

ଓଡ଼ିଶା ଆସିବେ ମୋଦି: ୟାସ୍ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟାସ୍ ପ୍ରଭାବିତ ଅଞ୍ଚଳ ବୁଲିଦେଖିବେ ମୋଦି । ସାମୁଦ୍ରିକ ଝଡ଼ ୟାସ୍ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଓଡ଼ିଶାରେ ତାଣ୍ଡବ ରଚିଛି ବାତ୍ୟା । ତେବେ ଉତ୍ତର ଓଡ଼ିଶା ଉପକୂଳରେ ବେଶୀ କ୍ଷତି ହୋଇଛି । ବହୁ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଚାଷଜମି ସବୁ ନଷ୍ଟ ହୋଇଯାଇଛି । ଏବେ ବି ଲୋକେ ପାଣି ଘେରରେ ରହିଛନ୍ତି । ବାତ୍ୟା ପରବର୍ତ୍ତୀ ସ୍ଥିତିର […]

Continue Reading

ପ୍ରବଳ ବର୍ଷାରେ ବନ୍ୟା ଚିନ୍ତା

ଯାଜପୁର: ବାତ୍ୟା ଗଲା । ଏବେ ବାତ୍ୟା ପରେ ପରେ ବନ୍ୟା ଚିନ୍ତା । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବୈତରଣୀ ଏବଂ ଏହାର ଶାଖା ନଦୀରେ ପ୍ରଥମ ବନ୍ୟା ଜଳ ଆସିଛି। ଆଖୁଆପଦାଠାରେ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯାଜପୁର ଜିଲ୍ଲାର ଯାଜପୁର, ଦଶରଥପୁର ଏବଂ କୋରେଇ ବ୍ଲକ ଅଂଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଉଛି । ଲୋକଙ୍କ ସୁରକ୍ଷା ପାଇଁ […]

Continue Reading

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ହୋଇଛି । ଜଣେ ୪୧ ବର୍ଷିୟ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତି ହୋଇଥିବା ଏହି ରୋଗୀଙ୍କର ବାମପଟ ଆଡ୍ରିନାଲ୍ ଗ୍ଲାଣ୍ଡ (କିଡନି ଉପରେ ଥିବା ଗ୍ରନ୍ଥି)ରେ ଅପରେସନ କରାଯାଇଛି । ୬ ସେଂଟିମିଟର ଆକୃତିର ଏକ ଟ୍ୟୁମରଟିକୁ ବିରଳ ଅସ୍ତ୍ରୋପଚାର […]

Continue Reading

ବଢୁଛି ନଦୀ ଜଳସ୍ତର , ରାସ୍ତା ଘାଟ ଯୋଗାଯୋଗ ବିଚ୍ଛିନ୍ନ

ବାରିପଦା: ବଢିଲା କଣ୍ଟା ଖଇରୀ , ଭଣ୍ଡନ ଓ ବୈତରଣୀ ଜଳ ସ୍ତର । ପାଣି ଖର ସ୍ରୋତ ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା ବିଚ୍ଛିନ୍ନ ହୋଇପଡିଛି । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପର୍ବତମାଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ହେତୁ ୨ ଟା ନଦୀର ଜଳ ସ୍ତର ବଢ଼ି ଚାରି ଆଡେ଼ ପାଣି ମାଡି ଯାଇଛି । ଶୁକ୍ରୁଳି ବ୍ଲକ ଅନ୍ତର୍ଗତ ଖୀଚିଂ ଓ ଚଢ଼େଇ ଭୋଳକୁ ଯାଉଥିବା ରାସ୍ତା ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି ।ସେହିପରି ଭଣ୍ଡନ୍ […]

Continue Reading

ବାବା ଆଖଣ୍ଡଳମଣିଙ୍କ ଗର୍ଭ ଗୃହରେ ଲହଡି ଭାଙ୍ଗୁଛି ପାଣି

ଭଦ୍ରକ: ବାତ୍ୟା ୟାସ୍ ଯୋଗୁ ପ୍ରବଳ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ପାଣି ରହିଥିବା ବେଳେ ଆରମ୍ଭଗ ହୋଇଛି ଜଳ ନିସ୍କାସନ କାମ । ସେହିଭଳି ପୁର୍ଣ୍ଣିମା ଯୋଗୁ ଅଶାନ୍ତ ହୋଇପଡିଥିଲା ସମୁଦ୍ରା ଫଳରେ ଉଚ୍ଚ ଜୁଆର ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ମାଡି ଯାଇଥିଲା ବିଭିନ୍ନ ଅଞ୍ଚଳକୁ । ତା ସହିତ ବୈତରଣୀ ନଦୀରେ ପାଣି ଆସିଯାଇଥିବାରୁ ଲୁଣା ଜୁଆର ପାଣି ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ […]

Continue Reading

ବୁଢାବଳଙ୍ଗରେ ବନ୍ୟା ଆଶଙ୍କା….

ଶିମିଳିପାଳ: ବାତ୍ୟା ‘ୟାସ୍‌’ ଛାଡିଗଲା ପରେ ଲଗାଣ ବର୍ଷା । ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପବନ ବି ବହିବାରେ ଲାଗିଛି । କିଛି ସ୍ଥାନରେ ପ୍ରବଳର ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିିଛି । ସେହିଭଳି ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗ ଜିଲ୍ଲାରେ ପ୍ରବାହିତ ନଦୀ ଗୁଡିକରେ ବନ୍ୟା ଆଶଙ୍କା ଦେଖାଦେଇଛି । ବୁଢାବଳଙ୍ଗ ଓ ଅନ୍ୟ ଶାଖା ନଦୀ ଗୁଡିକରେ ଜଳସ୍ତର ବଢିବାରେ ଲାଗିଛି । ଦିନ ତମାମ […]

Continue Reading

ଭୟଙ୍କର ରୂପ ନେଇ ପାଖେଇ ଆସୁଛି ବାତ୍ୟା

ଭୁବନେଶ୍ବର : ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା ୟାସ୍ । ଦୂରତା ଯେତିକି କମୁଛି, ଲୋକଙ୍କ ମନରେ ସେତିକି ବଢୁଛି ଛନକା । ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବଢ଼ିଲାଣି ପବନର ବେଗ । ତାସାଙ୍ଗକୁ ବର୍ଷା ବି ବଢ଼ିବାରେ ଲାଗିଛି । ତେବେ ଆସନ୍ତାକାଲି ଭଦ୍ରକ ବାସୁଦେବପୁରରୁ ବାହାନାଗା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୪୦ରୁ ୧୫୫ କିଲୋମିଟର ରହିବ । ବେଳେ ବେଳେ ଘଣ୍ଟା […]

Continue Reading