ବାତ୍ୟା ‘ୟାସ’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ୟାସ୍ । ପାରାଦୀପ ଠାରୁ ଏହା ୨୦୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ବାତ୍ୟା ଧାମରା ଆଖପାଖରେ ଲ୍ୟାଣ୍ଡଫଲ କରିବ । ତେବେ ବାତ୍ୟାର ମୁକାବିଲା ସରକାର ପ୍ରସ୍ତୁତ ଥିବା ବେଳେ, ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଓ ଜିରୋ କାଜୁଆଲିଟି ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟାର ମୁକାବିଲା ପାଇଁ […]

Continue Reading

ବାବା ରାମଦେବଙ୍କ କ୍ଲାସ୍ ନେଲେ ଡାକ୍ତର ଲେଲେ

ନୂଆଦିଲ୍ଲୀ: ଏଲୋପାଥିକୁ ବେକାର କହି ଚର୍ଚ୍ଚାକୁ ଆସିଛନ୍ତି ବାବା ରାମଦେବ । ଏହି ମନ୍ତବ୍ୟକୁ ନେଇ ମୁହାଁମୁହିଁ ହୋଇଛନ୍ତି ବାବା ରାମଦେବ ଓ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍‌ଏ) । ନିକଟରେ ଏକ ଟିଭି ଡିବେଟ୍‌ରେ ଆଇଏମ୍‌ଏର ସେକ୍ରେଟାରୀ ଜନେରାଲ୍ ଡାକ୍ତର ଜୟେଶ ଲେଲେଙ୍କଠାରୁ ବାବା ରାମଦେବ ବେଶ ଭଲ ଭାବେ ଟ୍ୟୁସନ୍ ହୋଇଥିଲେ । ସୋସିଆଲ୍ ମିଡିଆରେ ଆଜ୍ ତକ୍ ଟିଭି ଚ୍ୟାନେଲର ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଛି । ଏହି ଭିଡିଓ କ୍ଲିପରେ […]

Continue Reading

୨୬ରେ ଦେଖାଯିବ ସୁପର ବ୍ଲଡମୁନ

ଭୁବନେଶ୍ୱର : ଚଳିତ ବର୍ଷ , ମଇ ୨୬ରେ ଦେଖାଯିବ ପ୍ରଥମ ରକ୍ତଚନ୍ଦ୍ରଗ୍ରହଣ । ଏହା , ଏହି ବର୍ଷର ତଥା ଶତାଦ୍ଦୀର ବୃହତ ଚନ୍ଦ୍ରଗ୍ରହଣ ହେବ ଏବଂ  ୨୦୨୧ର ଶେଷ ସୁପରମୁନ୍ ଭାବେ ଦେଖାଯିବ। ଏହି ଚନ୍ଦ୍ରଗ୍ରହଣରେ ପୃଥିବୀର ଛାଇ ଅପରାହ୍ନ ୨ ଟା ୧୬ ମିନିଟରେ ପ୍ରବେଶ କରିବ ଓ ସନ୍ଧ୍ୟା ୭ଟା ୨୦ ମିନିଟରେ ସମ୍ପୂର୍ଣ୍ଣ ବହାରିଯିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାର ସଠିକ ସମୟ ୪ .୪୧ ମିନିଟରୁ ୪.୫୫ମିନିଟ । ସେହି […]

Continue Reading

ଆକ୍ସିସ୍ ବ୍ୟାଙ୍କରେ ନିଆଁ

ସମ୍ବଲପୁର: ଆକ୍ସିସ୍ ବ୍ୟାଙ୍କରେ ନିଆଁ । ସମ୍ବଲପୁର ବୁଢାରାଜା ଆକ୍ସିସ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ନିଆଁର ଭୟାବହତା ଅଧିକ ଥିବା ବେଳେ ଆୟତ କରିବାରେ ସମସ୍ୟା ଉପୁଜିଥିଲା । ବିଲ୍ଡିଂ ଭିତରେ ପ୍ରବଶେ କରିବା ସହଜ ହୋଇପାରିନଥିଲା । କିଛି ସମୟ ପରେ ଘଟଣାସ୍ଥଳରେ ୩ ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିବାରେ ଲାଗିଛନ୍ତି […]

Continue Reading

ମାଡ଼ି ଆସୁଛି ବାତ୍ୟା ୟାସ୍, ପାରାଦୀପଠାରୁ ୨୦୦ କିଲୋମିଟର ଦୂରରେ

ଭୁବନେଶ୍ବର : ମାଡ଼ି ଆସୁଛି ବାତ୍ୟା ୟାସ୍ । ଅତି ଭୟଙ୍କର ରୂପ ନେବା ସହ ଉପକୂଳ ମୁହାଁ ହେଉଛି । ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ବର୍ତ୍ତମାନ ବାତ୍ୟା ୟାସ୍ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ରହିଛି । ସେହିପରି ବାଲେଶ୍ବର ଠାରୁ ୨୯୦ କିମି, ଦିଘା ଠାରୁ ୨୯୦ କିମି ଓ ସାଗର ଦ୍ବୀପ ଠାରୁ ୨୮୦ କିମି ଦୂରରେ ରହିଛି ବାତ୍ୟା । […]

Continue Reading

‘ଦ ଫ୍ୟାମିଲି ମ୍ୟାନ୍‌ ୨’ରେ ବ୍ୟାନ୍‌ ଲଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ନିକଟରେ ଦ ଫ୍ୟାମିଲି ମ୍ୟାନ୍‌ ସିଜିନ୍‌ ୨ର ଟ୍ରେଲର୍‌ ରିଲିଜ ହୋଇଛି। ଟ୍ରେଲର୍‌ ରିଲିଜ ହେବାର ଏଇ କିଛି ଦିନ ଭିତରେ ଏହାକୁ ଝଡ ସୃଷ୍ଟି ହୋଇଛି। ବହୁ ପ୍ରତିକ୍ଷୀତ ୱେବ୍‌ ସିରିଜ୍‌ ତଥା ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀଙ୍କ ଅଭିନୀତ ‘ଦ ଫ୍ୟାମିଲି ମ୍ୟାନ୍‌ ୨’ରେ ବ୍ୟାନ୍‌ ଲାଗିବ! ତେବେ ଏନେଇ ତାମିଲନାଡୁ ସରକାର କେନ୍ଦ୍ରକୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ଏହି ୱେବ୍‌ ସିରିଜ ଉପରେ ନି‌ଷେଧାଦେଶ ଲଗାଇବାକୁ କହିଛନ୍ତି। ସୋମବାର […]

Continue Reading

ବାତ୍ୟା ପାଇଁ ୬ ଜିଲ୍ଲାରେ ତିନି ଦିନ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା ୟସ ପାଇଁ ରାଜ୍ୟରେ ବାଧାପ୍ରାପ୍ତ ହେବ ଟିକାକରଣ । ୬ଟି ଜିଲ୍ଲାରେ ଆଜିଠୁ ତିନି ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ । ଏସବୁ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର । ଆଜିଠାରୁ ୨୭ ତାରିଖ ଯାଏ ଏହି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ସେହିପରି ଡୋର୍ ଟୁ ଡୋର୍ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କାମ ବି ବନ୍ଦ ରହିବ । ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ […]

Continue Reading

କାଲିଠୁ ଅଚଳ ହୋଇଯିବ କି ଫେସବୁକ ଓ ଟ୍ୱିଟର?

ନୂଆଦିଲ୍ଲୀ: ଯଦି ନୂତନ ନିର୍ଦ୍ଦେଶାବଳୀ ପାଳନ ନକରନ୍ତି‌ ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଭାରତରେ ବ୍ୟାନ୍‌ ହୋଇପାରେ। ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ନିର୍ଦ୍ଦେଶାବଳୀ ଗ୍ରହଣ କରିବାର ଶେଷ ତାରିଖ ମେ ୨୫ ରେ ଶେଷ ହେବାକୁ ଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ହ୍ବାଟ୍‌ସ ଆପ୍‌, ଫେସବୁକ୍, ଟ୍ୱିଟର ସମେତ କୌଣସି ପ୍ଲାଟଫର୍ମ ନୂତନ ନିୟମାବଳୀ ପାଳନ କରି ନାହାନ୍ତି। ଟ୍ୱିଟରର ଭାରତୀୟ ସଂସ୍କରଣ ‘କୁ’ ଏକମାତ୍ର ସୋସିଆଲ ମିଡିଆ ଆପ୍ ଯାହା ଆସନ୍ତା […]

Continue Reading

ମାଗଣାରେ କରୋନା ସଂକ୍ରମିତଙ୍କୁ ପତଞ୍ଜଳୀର ‘କରୋନିଲ୍‌ କିଟ୍‌’ ବାଣ୍ଟିବ ଏହି ରାଜ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ ପତଞ୍ଜଳୀର କରୋନିଲ୍‌ କିଟ୍‌କୁ ନେଇ ବିବାଦ ଜାରି ରହିଥିବା ବେଳେ ଅନ୍ୟପଟେ ହରିୟାଣା ସରକାର କରୋନା ସଂକ୍ରମିତ ରୋଗୀଙ୍କୁ ମାଗଣାରେ ଏହା ବାଣ୍ଟିବାକୁ କହିଛନ୍ତି। ପତଞ୍ଜଳୀ ଏହାକୁ କରୋନା ପ୍ରତିରୋଧକ ବୋଲି ଦାବି କରୁଥିବା ବେଳେ ଡାକ୍ତର ଏହାକୁ କରୋନାକୁ ରୋକିବା ଲାଗି ଉପଯୁକ୍ତ ନୁହେଁ ବୋଲି କହିଛନ୍ତି। ତେବେ ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଅନିଲ ଭିଜ୍‌ କହିଛନ୍ତି ଯେ ରୋଗୀଙ୍କ ମଧ୍ୟରେ୧ ଲକ୍ଷ କରୋନିଲ କିଟ୍ ମାଗଣାରେ ବଣ୍ଟନ […]

Continue Reading

ଅବହେଳିତ ଅବସ୍ଥାରେ ସନ୍ଥକବିଙ୍କ ସ୍ମୃତିପୀଠ

ରେଢ଼ାଖୋଲ : ସନ୍ଥକବି ଭୀମ ଭୋଇ ଥିଲେ ଏକାଧାରରେ ଜଣେ ସମାଜ ସଂସ୍କାରକ ତଥା ପ୍ରେମ ,ଶାନ୍ତି ,ମୈତ୍ରୀ ଓ ସଂହତିର ଅପ୍ରତିଦ୍ୱନ୍ଦୀ ପ୍ରଚାରକ। ତାଙ୍କ ଲେଖନୀରୁ ସର୍ବଦା ବିଶ୍ୱ ପ୍ରେମର ବାର୍ତ୍ତା ହିଁ ଝରୁଥିଲା। ରେଢ଼ାଖୋଲରୁ ୧୭ କିଲୋମିଟର ଦୂରରେ କବିଙ୍କ ଜନ୍ମସ୍ଥାନ ‘କନ୍ଧରା’ ଅବସ୍ଥିତ। ଏହା ଏକ ଐତିହ୍ୟସମ୍ପର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ । ଦୃଷ୍ଟିଶକ୍ତି ହୀନ ଭୀମ ଭୋଇ ଏହି ଗାଁରେ ଗୋରୁ ଚରାଇବା ସମୟରେ କୂଅରେ ପଡ଼ି ଯାଇଥିଲେ । ସେହି ସମୟରେ […]

Continue Reading