କାନାଡା-ପଞ୍ଜାବୀ ଗାୟକ ଜାଜି ବିଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍‌ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କାନାଡା-ପଞ୍ଜାବୀ ଗାୟକ ଜାଜି ବିଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍‌ କରିଛନ୍ତି କେନ୍ଦ୍ର ସରକାର। ଏହା ସହିତ ଅନ୍ୟ ତିନୋଟି ଆକାଉଣ୍ଟକୁ ମଧ୍ୟ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ୍‌ କରାଯାଇଛି। ଡିସେମ୍ବର ୨୦୨୦ ରେ କେନ୍ଦ୍ରର କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କ ସପକ୍ଷରେ ଜାଜି ବି ବାରମ୍ବାର ଟ୍ୱିଟ୍ କରିଆସୁଥିଲେ। ଏହାକୁ କେନ୍ଦ୍ର କରି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ସେମାନେ ଦେଶ ବାହାରେ ଥିବା ସେମାନଙ୍କ ଆକାଉଣ୍ଟକୁ ପରିଚାଳନା କରିପାରିବେ […]

Continue Reading

ଆସନ୍ତା ମାସରେ ମହାକାଶ ଯିବେ ଆମାଜନ ମୁଖ୍ୟ ଜେଫ ବେଜୋସ

ନୂଆଦିଲ୍ଲୀ: ଆମାଜନ ପ୍ରତିଷ୍ଠାତା ତଥା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଜେଫ ବେଜୋସ ମହାକାଶ ଯାତ୍ରା କରିବେ। ସେ ଆସନ୍ତା ଜୁଲାଇ ମାସ ୨୦ରେ ମହାକାଶ ଯିବେ। ତାଙ୍କ ସହିତ ତାଙ୍କ ଭାଇ ମାର୍କ ମଧ୍ୟ ମହାକାଶ ଯାତ୍ରା କରିବେ। ଆସନ୍ତା ମାସରେ ତାଙ୍କ ରକେଟ କମ୍ପାନୀ ବ୍ଲୁ ଅରିଜିନ୍‌ରୁ ପ୍ରଥମ କ୍ରୁଡ୍ ସ୍ପେସ୍ ବିମାନରେ ସେ ମହାକାଶକୁ ଯିବେ ବୋଲି କହିଛନ୍ତି ଜେଫ ବେଜୋସ। ତେବେ ସୂଚନା ଅନୁଯାୟୀ ସେ ଜୁଲାଇ ୫ ରେ ଆମାଜନର […]

Continue Reading

‘ଟାଇମ୍ସ ମୋଷ୍ଟ ଡିଜାୟାର୍‌ଏବଲ୍‌ ଓମେନ୍‌’ ତାଲିକାରେ ଶୀର୍ଷରେ ରହିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଟାଇମ୍ସ ପତ୍ରିକାର ମୋଷ୍ଟ ଡିଜାୟାର୍‌ଏବଲ୍‌ ଓମେନ୍‌ ୨୦୨୦ ତାଲିକାରେ ଶୀର୍ଷରେ ରହିଛନ୍ତି ବଲିଉଡ୍‌ର ୨୮ ବର୍ଷିୟା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ମିସ୍ ୟୁନିଭର୍ସ ୨୦୨୦ର, ତୃତୀୟ ରନର୍ ଅପ୍ ଆଡଲାଇନ୍ କାଷ୍ଟେଲିନୋ ଏହି ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅଭିନେତ୍ରୀ ଦିଶା ପଟାନି, କିଆରା ଆଡଭାନୀ ଏବଂ ଦୀପିକା ପାଦୁକୋନ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି।

Continue Reading

ପଶୁଙ୍କ ପାଇଁ ଆସିଲା କୋଭିଡ୍ ଟିକା: ବିଶ୍ୱର ପ୍ରଥମ ଭାକସିନ୍ ବିକଶିତ କରିଛି ରୁଷ୍

ନୂଆଦିଲ୍ଲୀ: ଚୀନର ମାଂସ ମାର୍କେଟରୁ ପଶୁଙ୍କ ଦେହରୁ ମଣିଷ ପାଖରୁ ବ୍ୟାପିଛି କରୋନା ଭାଇରସ୍ । ଏକଥା ପ୍ରଥମରୁ କହି ଆସୁଛି ଚୀନ୍ । କରୋନା ଭାଇରସକୁ ନେଇ ଚାଲିଥିବା ରିସର୍ଚ୍ଚରୁ ଏଯାଏ ଏକଥା ସ୍ପଷ୍ଟ ହୋଇନି । ନିକଟରେ କିଛି ପଶୁଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଇଥିଲା । ଏବେ କରୋନା ଭାଇରସ ମଣିଷ ଦେହରୁ ପଶୁଙ୍କ ପାଖରୁ ବ୍ୟାପୁଥିବା କୁହାଯାଉଛି । ଏଭଳି ସ୍ଥିତିରେ ପଶୁଙ୍କ ପାଇଁ ଆସିଗଲା କରୋନା ଭାକସିନ୍ । ଟିକା ବିକଶିତ […]

Continue Reading

୭୦ କଏଦୀ ଏବଂ ୫ ଜେଲ୍‌ କର୍ମଚାରୀ କରୋନା ଆକ୍ରାନ୍ତ

ରାୟାଗଡା: ରାୟଗଡା ଜିଲ୍ଲାର ଗୁଣୁପୁର ସବ୍‌-ଜେଲରେ ଅତି କମରେ ୭୦ ଜଣ କଏଦୀ ଏବଂ ପାଞ୍ଚ ଜଣ ଜେଲ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜେଲ ସୁପରିଟେଣ୍ଡେଣ୍ଟ ସୂଚନା ପ୍ରଦାନ କରିଛନ୍ତି। ଜେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ ୧୧୩ ଅନ୍ତେବାସୀ ଏବଂ ସମସ୍ତ ଜେଲ କର୍ମଚାରୀଙ୍କ କରୋନା ଟେଷ୍ଟ ପାଇଁ ସ୍ବାବ ନିଆଯାଇଥିଲା। ରିପୋର୍ଟ ଅନୁଯାୟୀ ୭୦ ଜଣ ଅନ୍ତେବାସୀ ଏବଂ ୫ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ […]

Continue Reading

ଜହ୍ନ ରାଇଜରେ ଜାଗା ଭେଟି…

କୁଜଙ୍ଗ  : ଆଉ ବେଶୀ ଦୂର ନୁହେଁ ଜହ୍ନର ରାଇଜ । ଏଇ ଜହ୍ନ, ଯିଏ କେବଳ ଲେଖନୀ ଆଉ କାଗଜ ପୃଷ୍ଠାରେ ସ୍ଥାନୀତ ହେଉଥିଲା ।  ହେଲେ ଏବେ ସେହି ଜହ୍ନରେ ରହିବାକୁ ମଣିଷ ଦୁଇ ପାଦ ଆଗକୁ ଆସିଗଲାଣି । ଜହ୍ନରେ ଜାଗା କିଣି ଭେଟି ଦେଉଛି ନିଜ ପରିବାରକୁ । ଜଗତସିଂହପୁର କୁଜଙ୍ଗ ବ୍ଲକ୍ ବଡ଼ଙ୍ଗ ଅଞ୍ଚଳର ସମାଜସେବୀ ପ୍ରବୀର ପ୍ରଧାନ । ଆମେରିକାର ଲୁନାର ସୋସାଇଟିରୁ ଜାଗା କିଣି ନିଜ ଝିଅ […]

Continue Reading

ସନ୍ତୃପ୍ତ ମିଶ୍ରଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶ ଦାତା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର । କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଦେବୋତ୍ତର କମିଶନର ଓ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ସଦସ୍ୟ ରହିବେ । ସେହିପରି କମିଟିରେ ୩ଜଣ ସେବାୟତ ମଧ୍ୟ ରହିବେ । ଏକାମ୍ରକ୍ଷେତ୍ର ବିକାଶ ପାଇଁ ଘୋଷଣା କରିଥିଲେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । କରାଯାଇଥିବା ଯୋଜନା ଅନୁସାରେ ଲିଙ୍ଗରାଜ ମନ୍ଦିର ଚାରିପାଖରେ ୮୦ଏକର ଜମିର ବିକାଶ […]

Continue Reading

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ (ପ୍ରମୁଖ ଯୋଦ୍ଧା) ଭାବରେ ଘୋଷଣା କରାଯାଉଛି । ଏନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସେ ଚିଠି ଲେଖି ଅବଗତ କରାଇଛନ୍ତି । କ୍ରିଷନ୍ କୁମାର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ କରୋନା ସମୟରେ ବିଭିନ୍ନ ପ୍ରକାର କାମରେ ନିଜକୁ ନିୟୋଜିତ କରିଛନ୍ତି । ନୀଳାଚଳ ଭକ୍ତ […]

Continue Reading

କ୍ଷୟକ୍ଷତି ଆକଳନ ପାଇଁ ଗାଁରେ ବୁଲିଲେ କେନ୍ଦ୍ରୀୟ ଟିମ୍

ଭଦ୍ରକ: ବାତ୍ୟା ଚାଲିଯାଇଛି । ଧୀରେ ଧୀରେ ସୁଧୁରୁଛି ଲୋକଙ୍କ ସ୍ଥିତି । ସେହିଭଳି ଭଦ୍ରକରେ ବହୁ କ୍ଷତି ହୋଇଥିବାବେଳେ ସେଠାରେ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ଭଦ୍ରକ ଜିଲ୍ଲାରେ ହୋଇଥିବା ବାତ୍ୟା କ୍ଷୟକ୍ଷତି ସାଙ୍ଗକୁ ଲୋକଙ୍କର ସ୍ଥିତି କିଭଳି ରହିଛି ଅନୁଧ୍ୟାନ ପାଇଁ ପହଁଚିଛନ୍ତି କେନ୍ଦ୍ରୀୟ ଟିମ । ଧାମରା ହେଲିପ୍ୟାଡ଼ରେ ପହଞ୍ଚିବା ପରେ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଛନ୍ତି । ଏହି ଟିମ୍ରେ ଅଛନ୍ତି କୃଷି ମନ୍ତ୍ରଣାଳୟ ନିର୍ଦ୍ଦେଶକ ବିପୁଳ […]

Continue Reading

ଗାଁରେ ଗୋଷ୍ଠୀ ସଂଘର୍ଷ,୧୦ ଗୁରୁତର

ଭୁବନ : ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ପରିବାରର ୧୦ ଗୁରୁତର ଆହତ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଭୂଷଳ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ଦୁଇଟି ପରିବାରର ୧୦ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୋଟିଏ ପରିବାର ନାଁରେ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛନ୍ତି ଆଉ ଏକ ପରିବାର । […]

Continue Reading