ଉତ୍ତରପ୍ରଦେଶରେ ହଟିଲା କରୋନା କର୍ଫ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହଟିଲା କରୋନା କର୍ଫ୍ୟୁ। କିଛି ସ୍ଥାନକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ ‌କରୋନା ଲକ୍‌ଡାଉନ୍‌କୁ ଉଠାଇ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର। ମିରଟ, ସାହାରନପୁର ଏବଂ ଗୋରଖପୁର ବ୍ୟତୀତ ସମସ୍ତ ଅନ୍ୟ ସମସ୍ତ ଜିଲ୍ଲାରେ କୋଭିଡ କର୍ଫ୍ୟୁକୁ ହଟାଇ ଦେଇଛନ୍ତି ସରକାର। କରୋନା କଟକଣା ବଳବତ୍ତର ରହିଥିବା ଏହି ୩ ଜିଲ୍ଲାରେ ସକ୍ରିୟ ମାମଲା ୬୦୦ ରୁ ଅଧିକ ରହିଛି। ଯେଉଁଥିପାଇଁ ଏହି ଜିଲ୍ଲାଗୁଡ଼ିକୁ କଟକଣାମୁକ୍ତ କରାଯାଇ ନାହିଁ। ତେବେ ନାଇଟ୍ କର୍ଫ୍ୟୁ ଏବଂ ୱିକେଣ୍ଡ୍ […]

Continue Reading

ଗଭୀର ଅନୁଭୂତି ଏବଂ ଦୀର୍ଘ ଅଭିଜ୍ଞତା ବିନା ସୃଜନଶୀଳ ସାହିତ୍ୟ ସମ୍ଭବ ନୁହେଁ : ଦିଲ୍ଲୀପ ବେହେରା

ଭୁବନେଶ୍ଵର: ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଦିଲ୍ଲୀପ ବେହେରା । ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପର କଳେବର ଦେଇ ଭାବପୂର୍ଣ୍ଣ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ସେ ଉପସ୍ଥାପନ କରିପାରନ୍ତି। କେବେଳ ଗଳ୍ପ ନୁହେଁ କବିତା ରଚନାରେ ମଧ୍ୟ ସେ ଖୁବ ସିଦ୍ଧହସ୍ତ । ତାଙ୍କର ସମସ୍ତ ସୃଷ୍ଟି ପାଠକଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ। ପ୍ରତେକଟି ରଚନା ଭିତରେ ପାଠକ ଭେଟି ପାରନ୍ତି ସଂପ୍ରତି ଘଟୁଥିବା ସମାଜର ଘଟଣା ଓ ଚରିତ୍ର […]

Continue Reading

ଅଭାବୀଙ୍କୁ ମାଗଣା ଔଷଧ ଯୋଗାଇବେ ଅଭିନେତା ସୁନୀଲ ଶେଟ୍ଟୀ

ନୂଆଦିଲ୍ଲୀ: ଅଭାବୀ ତଥା ଅନ୍ୟମାନଙ୍କଠାରୁ ଅଳ୍ପ ସୁବିଧା ସୁଯୋଗ ପାଉଥିବା ଲୋକଙ୍କ ପାଇଁ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ସହଯୋଗର ହାତ ବଢାଇଛନ୍ତି। ଏହି ବଞ୍ଚିତ ବର୍ଗର ଲୋକଙ୍କ ପାଇଁ ମାଗଣାରେ ଔଷଧ ଯୋଗାଇ ଦେବେ ସୁନୀଲ ଶେଟ୍ଟୀ। ଏଥିପାଇଁ ସେ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି। ‘ଦୱା ଭୀ ଦୁଆ ଭୀ’ ନାମରେ ସେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଯାହା ମାଧ୍ୟମରେ ସେ ବଞ୍ଚିତ ବର୍ଗର ଲୋକଙ୍କୁ ସଠିକ୍‌ ଏବଂ ମାଗଣା ଔଷଧ […]

Continue Reading

ରିଲିଫ ସାମଗ୍ରୀ ଚୋରି ଅଭିଯୋଗରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ଏଫଆଇଆର ଦାଖଲ

କୋଲକାତା: ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ରିଲିଫ ସାମଗ୍ରୀ ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ଏବଂ ତାଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ ହୋଇଛି। ଟିଏମ୍‌ସି ପକ୍ଷରୁ ଏହି ଏହି ଏଫଆଇଆର ଦାଖଲ ହୋଇଥିବା ସୂଚନା ମିଳିଛି। ଜୁନ୍ ୧ ରେ ଏହି ଏହି ଏଫ୍ଆଇଆର ଦାଖଲ ହୋଇଛି। ଅଭିଯୋଗ ଅନୁଯାୟୀ ପୂର୍ବ ମେଦିନାପୁରର କୋଣ୍ଟାଇ ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। କୋଣ୍ଟାଇ ମ୍ୟୁନିସିପାଲିଟିର ଆଡମିନିଷ୍ଟ୍ରେଟର ବୋର୍ଡର […]

Continue Reading

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ !

ବାରିପଦା: ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ମୃତଦେହ । ପାରିପାର୍ଶ୍ବିକ ସ୍ଥିତି କହୁଛି ବୋଧ ହୁଏ ମହିଳାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । କୃଷ୍ଣଚନ୍ଦ୍ରପୁର କେନ୍ଦୁଖୋଳ ପୋଲ ନିକଟସ୍ଥ କଲଭର୍ଟ ନିକଟରେ ଅପରିଚିତ ମହିଳାଙ୍କ ମୃତଦେହ ମିଳିଥିଲା । ମହିଳା ଜଣକ ଲାଲ ରଙ୍ଗର ଶାଢି, ପେଟିକୋଟ୍ ଓ ବ୍ଲାଉଜ ପିନ୍ଧିଥିଲେ । ଘଟଣାସ୍ଥଳରେ ବେତନଟୀ ପୋଲିସ ପହଂଚି ତଦନ୍ତ ଚଳାଇଛି । ଅନୁମାନ କରାଯାଉଛି ବାହାରକୁ କାମ କରିବାକୁ ଯାଇଥିବା ମହିଳା ଜଣକ […]

Continue Reading

ନୂଆ ନିୟମ ମାନିବା ଲାଗି ଟ୍ୱିଟରକୁ କେନ୍ଦ୍ରର ଅନ୍ତିମ ଚେତାବନୀ

ନୂଆଦିଲ୍ଲୀ: ଟ୍ବିଟରକୁ କେନ୍ଦ୍ରର ଅନ୍ତିମ ଚେତାବନୀ। ନୂତନ ଆଇଟି ନିୟମ ମାନିବା ପାଇଁ କେନ୍ଦ୍ର ସରକାର ଶନିବାର  ଟ୍ୱିଟରକୁ ଶେଷ ନୋଟିସ୍ ପଠାଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଇଥିବା ନୂଆ ନିର୍ଦ୍ଦେଶାବଳୀକୁ ଟ୍ବିଟର ଏଯାଏ ଅନୁମୋଦନ କରିନାହିଁ। ଏହି ଚିଠି ଟ୍ବିଟର ଡେପୁଟି ଜେନେରାଲ କାଊନ୍‌ସିଲ୍‌ ଜିମ ବେକରଙ୍କୁ ଲେଖାଯାଇଛି। ସେ ୨୦୨୦ ରେ ଟ୍ୱିଟରର ଡେପୁଟି ଜେନେରାଲ କାଉନସିଲ୍ ଭାବରେ ନିଯୁକ୍ତ ହୋଇଥିଲେ। ଆଜି ସକାଳେ ଟ୍ବିଟର ଏବଂ କେନ୍ଦ୍ର ମଧ୍ୟରେ ଚାଲିଥିବା ବିବାଦକୁ କେନ୍ଦ୍ର […]

Continue Reading

ଅକ୍ଷୟ କୁମାରଙ୍କ କରୋନା ଟିପ୍ସ; ଦେଖନ୍ତୁ ଭିଡିଓ

ମୁମ୍ବାଇ: କରୋନାକୁ ନେଇ ଟିପ୍‌ ଦେଇଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ସେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ କୋଭିଡ୍‌ ଟିପ୍‌ ପ୍ରଦାନ କରିଛନ୍ତି। କରୋନାର ଲକ୍ଷଣ ଦେଖାଯିବା ସମୟରେ ଏବଂ ରୋଗ ନିର୍ଣ୍ଣୟ ହେବା ପରେ କେଉଁ ସବୁ ଆଚରଣ ଅନୁସରଣ କରିବା ଉଚିତ ଏ ନେଇ ସେ ଏକ ଭିଡିଓ ଛାଡିଛନ୍ତି। ସେ ଏହି ଭିଡିଓ ସେୟ‌ାର୍‌ କରି କରୋନାକୁ ହରାଇବା ପାଇଁ କିଛି ଗୁରୁତ୍ବପୁର୍ଣ୍ଣ ଟିପ୍ସ ଦେଇଛନ୍ତି। […]

Continue Reading

ଆପ୍ ବିଧାୟକଙ୍କ ନିଆରା ଅନ୍ଦାଜ: ବଲିଉଡ୍ ବିଟରେ ଟିକାକରଣ ନେଇ କରୁଛନ୍ତି ସଚେତନ

ନୂଆଦିଲ୍ଲୀ: କରୋନା ସହ ସମସ୍ତେ ଏବେ ଲଢ଼େଇ କରୁଛନ୍ତି । ମୁକାବିଲା ପାଇଁ ସରକାର ଅଣ୍ଟା ଭିଡିଥିବା ବେଳେ ଲୋକ ବି ସଚେତନ ହୋଇଛନ୍ତି । ଟିକାକରଣ ଅଭିଯାନ ଚାଲିଛି । ଏହାରି ଭିତରେ ଆଗକୁ ଆସିଛନ୍ତି ଦିଲ୍ଲୀର ଆପ ବିଧାୟକ ରୋହିତ ମେହରୌଲିଆ । ରାଜରାସ୍ତା, ଗଳିକନ୍ଦିରେ ପଶି ଲୋକଙ୍କ ଭିତରେ କରୋନା ଟିକା ନେଇ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । ବଲିଉଡ୍ ରେଟ୍ରୋ ସଙ୍ଗକୁ ନିଜ ଅନ୍ଦାଜରେ ଗାଇ ଲୋକଙ୍କୁ ଟିକାକରଣ ନେଇ ସଚେତନ କରାଉଛନ୍ତି […]

Continue Reading

କୁଳାଙ୍ଗାର ଉବାଚ : ସାବିତ୍ରୀ ସପ୍ତପଦୀ

ଡଃ.କୁଳାଙ୍ଗାର  ସାବିତ୍ରୀ ବ୍ରତ ଦିନ ସତ୍ୟବାନମାନେପଡୋଶୀ ମହିଳାଙ୍କୁ ଚାହାନ୍ତି;ଫେସବୁକରେ ଲେଖନ୍ତି ,ୟେ ତୁଛା ପ୍ରହସନଏଠି ସାବିତ୍ରୀ କିଏ କାହାଁନ୍ତି ? ପଚାରିଲି ମୁଁ ତମେ କଣ ସତରେଅସଲ ସାବିତ୍ରୀ ପରି ଧନ ?କହିଲା ମୋବାଇଲି ପ୍ୟାଟର୍ଣ୍ଣ କୋଡ୍ କୁହତମେ ଯଦି ସତ୍ୟବାନ ! କରୋନା କାଳରେ ଏଥର ସାବିତ୍ରୀକୁଦେବି ମୁଁ ମାସ୍କ କପଡା,ରୋଜଗାର ଠପ୍ ଫଳ ବଦଳରେଦେବି ସ୍ବାସ୍ଥ୍ୟପ୍ରଦ କାଢା ! ଅନୁମତି ନାଇଁ ତାଲାବନ୍ଦିରେ ତଶାଢିଦୋକାନ ଖୋଲିବା ପାଇଁ,ମହିଳା ଚାଲାଖି ଦେଖାଇ ତାଙ୍କରଅନଲାଇନରେ ଦେବେ ମଗାଇ! […]

Continue Reading

ମାଲିକ କୋଳରେ ଛୁଆ କୁକୁରକୁ ଦେଖି ସହି ପାରିଲାନି ପାଳିତ କୁକୁର, ଇର୍ଷାରେ କ’ଣ କଲା ? ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ମଣିଷ ଇର୍ଷା କରେ । ଅନ୍ୟ କାହାର ଭଲ ଦେଖି ପାରେ ନାହିଁ । ଏକଥା ଆମେ ସମସ୍ତେ ଜାଣିଛନ୍ତି । କିନ୍ତୁ ମଣିଷ ସହ ରହି ରହି ଗୋଟିଏ କୁକୁର ବି କେତେ ଇର୍ଷାନ୍ୱିତ ହୋଇପାରେ ତାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେଉଛି । ଗୋଟିଏ କୁକୁର ନିଜ ମାଲିକ ପାଖରେ ଗୋଟିଏ ଛୁଆ କୁକୁରକୁ ଶୋଇଥିବା ଦେଖି ସହି ପାରିଲା ନାହିଁ । ସୋଫା ପାଖକୁ ଯାଇ ନିଜ […]

Continue Reading