ଉପରାଷ୍ଟ୍ରପତିଙ୍କ ପରେ ଆରଏସଏସ ମୁଖ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ବିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ପରେ ଏବେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାହାର କରିନେଇଛି ଟ୍ବିଟର। କେନ୍ଦ୍ର ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଟ୍ବିଟର ହଟାଇଥିବା କୁହାଯାଉଥିବା ବେଳେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାର କରିଥିବା ଜଣାପଡ଼ିଛି। ଟ୍ୱିଟରରେ ମୋହନ ଭାଗବତଙ୍କର ୨୦.୭୬ ଲକ୍ଷ ଅନୁସରଣକାରୀ ଅଛନ୍ତି।

Continue Reading

ବ୍ଲୁ ଟିକ୍ ହଟାଇବା ପରେ ପୁଣି ଫେରାଇଲା ଟ୍ବିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟ (@MVenkaiahNaidu) ରୁ ଟ୍ୱିଟର ପକ୍ଷରୁ ଶନିବାର ଦିନ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା। ହେଲେ କିଛି ଘଣ୍ଟା ମଧ୍ୟରେ ଟ୍ୱିଟର ପୁଣି ବ୍ଲୁ ଟିକ୍ କୁ ରିଷ୍ଟୋର୍ କରିଥିଲା। କମ୍ପାନୀର ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଆକାଉଣ୍ଟ ଆକ୍ଟିଭ୍ ହେଉନଥିବାରୁ କମ୍ପାନୀର ଭେରିଫିକେସନ୍ ପଲିସି ଅଧୀନରେ ଏହି ପଦକ୍ଷେପ ନିଆଯାଇଥିଲା। ନାଇଡୁଙ୍କ ବ୍ୟାଜ ହଟାଇବା ପରେ ଟ୍ୱିଟର ୟୁଜର୍ସ ଏବଂ ବିଜେପି ସମର୍ଥକମାନଙ୍କ ଟାର୍ଗେଟରେ ଆସିଥିଲା। କେହି […]

Continue Reading

+୨ ମୂଲ୍ୟାୟନ ଓ ରେଜଲ୍ଟ ଚିନ୍ତା: ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି । ଏବେ କେମିତି ହେବ ମୂଲ୍ୟାୟନ ଓ କେବେ ପ୍ରକାଶ ପାଇବ ରେଜଲ୍ଟ ? ଏନେଇ ଆସନ୍ତା ୧୫ ଦିନ ଭିତରେ ଗଠନ କରାଯିବ ବିଶେଷଜ୍ଞ କମିଟି । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବରିଷ୍ଠ ଶିକ୍ଷାବିତ୍ ଓ ସିଏଚସିଏସଇ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯିବ । କେମିତି ଓ କେଉଁ ଆଧାରରେ […]

Continue Reading

ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଛନ୍ତି ଯାଜପୁରର ମୋନାଲିସା; ୟୁଟ୍ୟୁବ୍‌ରୁ ମାସକୁ ରୋଜଗାର ୧.୫ ଲକ୍ଷ

ଯାଜପୁର: ଆଜିର ମହିଳା କୌଣସି ଗୁଣରେ ପୁରୁଷଠୁ କମ୍‌ ନୁହନ୍ତି। ପୁରୁଷ ସହ କାନ୍ଧରେ କାନ୍ଧ ମିଶାଇ ସମନ୍ବୟ ଭାବେ ଅଗ୍ରସର ହେଉଛନ୍ତି ଆଜିର ନାରୀ। ଓଡ଼ିଶା ଯାଜପୁର ଜିଲ୍ଲାର ଜଣେ ସାଧାରଣ ଗୃହିଣୀ ନିଜ ଉଦ୍ୟମ ଏବଂ ଉତ୍ସାହ ବଳରେ ୟୁଟ୍ୟୁବ୍‌ ମାଧ୍ୟମରେ ଆଜି ସମଗ୍ର ବିଶ୍ବର ୭୬ କୋଟି ଦର୍ଶକଙ୍କ ପାଖରେ ପହଞ୍ଚିପାରିଛନ୍ତି। ଏହି ମହିଳା ଜଣକ ହେଉଛନ୍ତି ଯାଜପୁର ଜିଲ୍ଲାର ମୋନାଲିସା ଭଦ୍ରା। ସେ ଏବେ ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରି ୧.୫ […]

Continue Reading

ଆସନ୍ତା ୯ ତାରିଖରେ ଖୋଲିବ ଗ୍ଲୋବାଲ ଟେଣ୍ଡର ପ୍ରାଇସ୍ ବିଡ୍

ଭୁବନେଶ୍ବର : ଟିକାକରଣକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର ପ୍ରାଇସ୍ ବିଡ୍ ଆସନ୍ତା ୯ତାରିଖରେ ଖୋଲାଯିବ । ଆଜି ଗ୍ଲୋବାଲ ଟେଣ୍ଡର ପାଇଁ ବିଡ୍ ଦାଖଲର ଶେଷ ଦିନ ଥିଲା । ଯେଉଁଥିରେ ୨ଟି ସଂସ୍ଥା ଅଂଶଗ୍ରହଣ କରିଥିବା ଜଣାପଡିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କ କହିଛନ୍ତି ଯେ, ଅଂଶଗ୍ରହଣ କରିଥିବା ଦୁଇଟି […]

Continue Reading

ଚୀନ ତିଆରି କଲା କୃତ୍ରିମ ସୂର୍ଯ୍ୟ: ୧୨୦ ମିଲିୟନ ଡିଗ୍ରୀର ତାପମାତ୍ରା ସୃଷ୍ଟି କରି ସ୍ଥାପନ କଲା ବିଶ୍ୱରେକର୍ଡ

ବେଜିଂ: ଚୀନ ଶୁକ୍ରବାର ପୁନର୍ବାର ବିଶ୍ୱକୁ ଚକିତ କରିବାରେ ସଫଳ ହୋଇଛି । ଚୀନର ନିର୍ମିତ କୃତ୍ରିମ ସୂର୍ଯ୍ୟ ୧୦୦ ସେକେଣ୍ଡ ପର୍ଯ୍ୟନ୍ତ ୧୨୦ ମିଲିୟନ ଡିଗ୍ରୀ ତାପମାତ୍ରା ସୃଷ୍ଟି କରି ବିଶ୍ୱ ରେକର୍ଡ ସ୍ଥାପନ କରିଛି । କୌଣସି ଦେଶ କୃତ୍ରିମ ଉପାୟରେ ଏତେମାତ୍ରାର ତାପମାତ୍ରା ସୃଷ୍ଟି କରିପାରି ନ ଥିଲେ । ଏଥିସହ ଆଣିବିକ ଗବେଷଣାରେ ଚୀନ ଅନ୍ୟମାନଙ୍କୁ ପଛରେ ପକାଇବାରେ ସଫଳ ହୋଇଛି । ଏହା ଦ୍ୱାରା ଭବିଷ୍ୟତରେ ଚୀନ ଆବଶ୍ୟକ ମୁତାବକ […]

Continue Reading

ଓଡ଼ିଶାରେ କରୋନା ସଂକ୍ରମଣ ପିକ୍ ପାର୍ କରିଛି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ମାମଲା ଧୀରେ ଧୀରେ ଖସୁଥିବା ବେଳେ ପିକ୍ ପାର୍ କରିଛି ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ମାସର ଦ୍ୱିତୀୟ ସପ୍ତାହରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସମୟରେ ଓଡ଼ିଶାରେ କୋଭିଡ ରୋଗୀଙ୍କ ପାଇଁ ପ୍ରାୟ ୬୧ ପ୍ରତିଶତ ଜେନେରାଲ ହସ୍ପିଟାଲରେ ବେଡ୍ ଖାଲି ପଡିଛି ବୋଲି ସେ ସୂଚନା ଦେଇଛନ୍ତି। ଜେନେରାଲ ହସ୍ପିଟାଲରେ […]

Continue Reading

୧୨ରୁ ୧୫ ବର୍ଷ ବୟସର ପିଲାଙ୍କ ଲାଗି ଫାଇଜର ଟିକା ବ୍ୟବହାରକୁ ମିଳିଲା ମଞ୍ଜୁରୀ

ଲଣ୍ଡନ: ବ୍ରିଟେନର ନିୟାମକ ସଂସ୍ଥା କହିଛି ଯେ ଆମେ ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟର ଯତ୍ନର ସହ ସମୀକ୍ଷା କରିଛୁ ଏବଂ ସିଦ୍ଧାନ୍ତ ନେଇଛୁ ଯେ ଫାଇଜର ଟିକା ଏହି ବର୍ଗର ପିଲାଙ୍କ ଲାଗି ନିରାପଦ ଏବଂ ପ୍ରଭାବଶାଳୀ। ବ୍ରିଟେନର ଔଷଧ ନିୟାମକ ଶୁକ୍ରବାର ଦିନ କହିଛନ୍ତି ଯେ ଏହା ଫାଇଜର ଏବଂ ବାୟୋନ୍‌ଟେକ୍ ଦ୍ବାରା ବିକଶିତ କରୋନା ଟିକାକୁ ୧୨ରୁ ୧୫ ବୟସ ପିଲାଙ୍କ ଉପରେ ବ୍ୟବହାର ଲାଗି […]

Continue Reading

ବାଇଡେନଙ୍କ ବଡ଼ ଘୋଷଣା: ଭାରତ ସମେତ ଦକ୍ଷିଣ ଏସିଆ ରାଷ୍ଟ୍ରକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ନିପାତ କରିବା ପାଇଁ ଆମେରିକାର ବଡ଼ ପଦକ୍ଷେପ । ଟିକାକରଣ ଅଭିଯାନରେ ବଡ଼ ସହଯୋଗ ନେଇ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଭାରତ ସମେତ ଦକ୍ଷିଣ ଏସିଆ ଦେଶକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ଘୋଷଣା ହୋଇଛି । ଆଗାମୀ କିଛି ମାସ ଭିତରେ ଅଢ଼େଇ କୋଟି ଡୋଜ୍ ଭ୍ୟାକସିନ୍ ବିଭିନ୍ନ ଦେଶକୁ ଯୋଗାଇବ ଆମେରିକା । ହ୍ୱାଇଟ୍ ହାଉସ୍ ପକ୍ଷରୁ […]

Continue Reading

ମୋରଡାରେ ଦୁର୍ଘଟଣା,ଜଣେ ଆହତ

ମୟୁରଭଞ୍ଜ: ଚିପ୍ସ ବୋଝେଇ ହାଇୱା ଦୁର୍ଘଟଣା ଗ୍ରସ୍ତ ହୋଇଛି । ମୋରଡା ବ୍ଲକ ଭାଲିଆଡିହାର କଲରାଫୁଲିଆ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ ଚିପ୍ସ ବୋଝେଇ ହାଇୱା ବାରିପଦାରୁ ଅମର୍ଦା ଅଭିମୁଖେ ଯାଉଥିବା ବେଳେ ଭାରସ୍ୟାମ ହରେଇ ରାସ୍ତା ମଝିରେ ଓଲଟି ଯାଇଥିଲା । ଡ୍ରାଇଭର ଜଣଙ୍କୁ ଆହତ ଅବସ୍ଥାରେ କିସାନତାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ତୁରନ୍ତ ଖବର ପାଇ ବଡଜାମବଣି ଫାଣ୍ଡି ଅଧିକାରୀ ପବିତ୍ର ମୋହନ ରାଉତ ଆସି ରାସ୍ତା ମଝିରୁ […]

Continue Reading