ବାତିଲ ହେଲା ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

ଭୁବନେଶ୍ବର: ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ଅପେକ୍ଷା ଛାତ୍ରଛାତ୍ରୀଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

Continue Reading

କୋଭିଡ ଯୋଗୁଁ ଅନାଥ ପିଲାଙ୍କୁ ମିଳିବ ଭତ୍ତା

ଭୁବନେଶ୍ବର : କୋଭିଡ ଯୋଗୁଁ ରାଜ୍ୟରେ ବାପା, ମାଙ୍କୁ ହରାଇଥିବା ୧୨ ପିଲା ପାଇବେ ଭତ୍ତା । ମଧୁବାବୁ ଯୋଜନାରେ ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡରେ ବାପା ମା’ଙ୍କୁ ହରାଇଥିବା ଅନାଥ ପିଲାମାନଙ୍କୁ ମଧୁବାବୁ ଯୋଜନାରେ ୬ଟି ଜିଲ୍ଲାରୁ ୧୨ ଜଣ ପିଲାଙ୍କୁ ଚିହ୍ନଟ କରାଯାଇଛି । କେନ୍ଦ୍ରାପଡା ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ଏବଂ ଭଦ୍ରକ, ରାୟଗଡା ଓ ଦେବଗଡ଼ରୁ ୨ ଜଣ ଲେଖାଏଁ […]

Continue Reading

ହିମାଚଳରେ ଦୃଶ୍ୟମାନ ହେଲା ସବୁଠାରୁ ବିଷଧର ସର୍ପ କିଙ୍ଗ କୋବ୍ରା

ସିରମୌର: ହିମାଚଳ ପ୍ରଦେଶର ସିରମୌର ଜିଲାରେ ଦୁନିଆର ସବୁଠାରୁ ବିଷଧର ସର୍ପ କିଙ୍ଗ କୋବ୍ରା ଦୃଶ୍ୟମାନ ହୋଇଛି । ଯାହାକୁ ନେଇ ୱାଇଲ୍ଡ ଲାଇଫ ଡିପାର୍ଟମେଂଟ ଉତ୍ସାହିତ ହୋଇ ପଡିଛନ୍ତି । ସୂଚନାଯୋଗ୍ୟ, ଫାନ୍ଦି ଗ୍ରାମର ପ୍ରବୀଣ ସିଂ ଠାକୁର ପ୍ରାତଃ ଭ୍ରମଣରେ ବାହାରିଥିଲେ । ଶିବଲିକ ପାହାଡ ନିକଟରେ ତାଙ୍କ ପୋଷା କୁକୁର ହଠାତ୍ ଭୁକିଥିଲା । ପ୍ରବୀଣ ଦେଖିଲେ ତାଙ୍କଠାରୁ କିଛି ଦୂରରେ ଗୋଟିଏ ସାପ ପଥର ସନ୍ଧି ମଧ୍ୟରେ ପ୍ରବେଶ କରୁଛି । […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ଦେଇ ଯୁବକ ଗିରଫ

ନୂଆଦିଲ୍ଲୀ: ଜେଲ ଯିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ। ଏହି ଅଭିଯୋଗରେ ଦିଲ୍ଲୀର ଖଜୁରୀ ଖାସରେ ଜଣେ ୨୨ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରାଯାଇଛି। ସେ ଜାମିନରେ ଆସି ଜେଲକୁ ଯିବାକୁ ଚାହୁଁଥିଲେ। ସଲମାନ ନାମକ ଏହି ଯୁବକ ଗତକାଲି ରାତିରେ ପୋଲିସକୁ ମୋଦୀଙ୍କୁ ମାରିବାକୁ ଚାହଉତିବା ଧମକ ଦେଇଥିଲା। ଏହାପରେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ଡାକରା ପରେ ପୋଲିସ ତାଙ୍କୁ ଦିଲ୍ଲୀର ଉତ୍ତର-ପୂର୍ବ […]

Continue Reading

ସୁସ୍ଥ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି ୨୨୫ କରୋନା ଆକ୍ରାନ୍ତ ମହିଳା

ଅଗରତାଲା: କରୋନାଭାଇରସର ଦୁଇଟି ତରଙ୍ଗ ସମୟରେ ଅତିକମରେ ୨୨୫ କରୋନା ପଜିଟିଭ ଗର୍ଭବତୀ ମହିଳା ଅଗରତାଲା ସରକାରୀ ହସ୍ପିଟାଲ୍‌ରେ ସୁସ୍ଥ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁମାନେ ପରବର୍ତ୍ତୀ ସମୟରେ ଭୂତାଣୁରେ ସଂକ୍ରମିତ ହୋଇନଥିବା ଜଣାପଡିଛି। ପ୍ରଥମ ତରଙ୍ଗ ସମୟରେ, ୧୯୮ କରୋନା ସଂକ୍ରମିତ ମହିଳା ଶିଶୁମାନଙ୍କୁ ଜନ୍ମ ଦେଇଥିଲେ। ଦ୍ୱିତୀୟ ତରଙ୍ଗ ସମୟରେ ଏହି ସଂଖ୍ୟା ୨୭ ରହିଛି ବୋଲି ଏଜିଏମସିର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ମୁଖ୍ୟ ଡ. ଜୟନ୍ତ ରାୟ […]

Continue Reading

କରୋନା ଦ୍ୱିତୀୟ ତରଙ୍ଗ ନେଲାଣି ୬୨୪ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ପ୍ରାୟ ୬୨୪ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି ବୋଲି ଭାରତୀୟ ମେଡିକାଲ୍ ଆସୋସିଏସନ୍ ଆଇଏମ୍‌ଏ ର ସର୍ବଶେଷ ତଥ୍ୟରୁ ଜଣାପଡିଛି। ଆଇଏମ୍‌ଏର କୋଭିଡ୍ ରେଜିଷ୍ଟ୍ରି ଅନୁଯାୟୀ, ଦିଲ୍ଲୀରେ ୧୦୯ ସର୍ବାଧିକ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁହାରର ଏକ ଷଷ୍ଠାଂଶରୁ ଅଧିକ ହୋଇଛି। ଏହା ପରେ ବିହାରରେ ୯୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୭୯ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଆଇଏମଏ ଅନୁଯାୟୀ, ମହାମାରୀର ପ୍ରଥମ […]

Continue Reading

ମହାରାଷ୍ଟ୍ରର ରଣଜିତସିନ ଡିସଲେ ହେଲେ ଗ୍ଲୋବାଲ୍‌ ଟିଚର୍‌ ପ୍ରାଇଜ୍‌ ୨୦୨୦ର ବିଜେତା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରର ପ୍ରାଥମିକ ଶିକ୍ଷକ ରଣଜିତସିନ ଡିସଲେ ବିଶ୍ୱ ଶିକ୍ଷକ ପୁରସ୍କାର ୨୦୨୦ର ବିଜେତା ହୋଇଛନ୍ତି। ଏହାପରେ ତାଙ୍କୁ ବିଶ୍ୱ ବ୍ୟାଙ୍କ ଶିକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି ବୋଲି ସୂଚନା ମିଳିଛି। ତାଙ୍କୁ ଜୁନ୍ ୨୦୨୧ ରୁ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବିଶ୍ୱ ବ୍ୟାଙ୍କ ଶିକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି। ବାଳିକାମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଭାରତରେ କୁଇକ୍‌ ରେସ୍‌ପନ୍ସ (QR) କୋଡେଡ୍ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ତାଙ୍କର ଉଦ୍ୟମକୁ […]

Continue Reading

ଭଦ୍ରକରେ ଅବାଧ ଗଂଜେଇ ଚାଲାଣ, ୪ ଗିରଫ

ଭଦ୍ରକ: ପରିସୀମାରେ ବେଶ ଛୋଟ ଭଦ୍ରକ ଜିଲ୍ଲା । ହେଲେ ଏଠି ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କାରବାର । ମାତ୍ର କିଛି ଦିନ ପୂର୍ବରୁ ବନ୍ତ ଛକରେ ବ୍ରାଉନ୍ ସୁଗାର ଓ ଆସ୍କା ଫୋର୍ଟ ମଦ ଜବତ ହୋଇଥିଲା । ହେଲେ ଗତକାଲି ଗଂଜେଇ ଚାଲାଣ କାରବାରରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଭଦ୍ରକ ଗ୍ରାମାଂଚଳ ପୋଲିସ ଗିରଫ କରିଛି । ରିପୋର୍ଟ ଅନୁଯାୟୀ ଏକ ଗଂଜେଇ ଭର୍ତ୍ତି ଗାଡି ଗଂଜାମରୁ ଭଦ୍ରକ ଆସୁଥିବା ପୋଲିସକୁ […]

Continue Reading

କରୋନା ମୁକାବିଲା; ସିଏମ୍‌ସି ପାଇଁ ୧୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ଅଞ୍ଚଳରେ କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିପାଇଁ ସିଏମ୍‌ସି ପୂର୍ବରୁ ୨୬,୭୧,୧୯,୧୪୪ କୋଟି ଟଙ୍କା ପାଇଥିଲା। ଏହା ସହିତ, କୋଭିଡ୍‌ ପରିଚାଳନା ପାଇଁ ସିଏମ୍‌ସିକୁ ଅନୁମୋଦିତ ମୋଟ ପରିମାଣ ୪୧,୭୯,୧୯,୧୪୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

Continue Reading

ଚଢ଼ାଉ ବେଳେ ୫୫ ଗ୍ରାମ ବ୍ରାଉନ ସୁଗର ଜବତ

ଖୋର୍ଦ୍ଧା : ପୁଣି ଜବତ ହେଲା ବ୍ରାଉନ ସୁଗାର । ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳରେ ଚଢ଼ାଉ ବେଳେ ଏହି ବ୍ରାଉନ ସୁଗର ଜବତ ହୋଇଛି । ଏକ ଦାମୀ କାରରୁ ୫୫ ଗ୍ରାମ ବ୍ରାଉନସୁଗର, ତିନୋଟି ଦାମି ମୋବାଇଲ ଏବଂ ନଗଦ ୨୦ ହଜାର ୩୦୦ ଟଙ୍କା ଜବତ ହୋଇଛି । ଏହି ଅଞ୍ଚଳରେ ଦିନକୁ ଦିନ ବଢୁଛି ବ୍ରାଉନ ସୁଗର ବେପାର । ଲକ ଡାଉନ ସମୟରେ ସବୁ ଆଡେ ବନ୍ଦ ସାଙ୍ଗକୁ ଅନେକ କଟକଣା […]

Continue Reading