ଆସିଲା ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳ ତାଲିକା; ୪୩ ମନ୍ତ୍ରୀ ନେବେ ଶପଥ
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର କ୍ୟାବିନେଟରେ ୪୩ ଜଣ ନୂଆ ମନ୍ତ୍ରୀ ଶପଥ ନେବେ। ପଦୋନ୍ନତି ପାଇଥିବା ଏହି ୪୩ ନେତା ଆଜି ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ଏହି ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସମାରୋହ ରାତି ୬ ଟାରେ ରାଷ୍ଟ୍ରିୟ ଭବନରେ ଅନୁଷ୍ଠିତ ହେବ। ଏହି ତାଲିକାରେ ସାମିଲ୍ ହୋଇଥିବା ନେତାମାନେ ହେଉଛନ୍ତି ନାରାୟଣ ଟାଟୁ ରାଣେ, ସରବାନନ୍ଦ ସୋନୋୱାଲ୍, ବିରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂ, […]
Continue Reading
