ଘର ଭିତରୁ ୪ ଫୁଟ ଲମ୍ବର ଗୋଧି ଉଦ୍ଧାର

ଭୁବନେଶ୍ୱର : ପାଇଖାନା ଭିତରୁ ବିରାଟକାୟ ଗୋଧି ଉଦ୍ଧାର ।  ଗୋଧି ପାଇଁ ୫ ଦିନ ବନ୍ଦ ରହିଲା ଗାଧୁଆ ଘରେ । ଭୁବନେଶ୍ୱର ପଳାଶୁଣି କପିଳେଶ୍ୱର ବିହାର ଲେନ-୬ ରେ ଜଣେ ବ୍ୟକ୍ତିଙ୍କ ତଳ ମହଲା ଗାଧୁଆ ଘରେ ପଶି ଯାଇଥିଲା ଏକ ମୋଟା ଗୋଧି । ଗୋଧିଟି ବାହାର କାନ୍ଥରେ ଲାଗିଥିବା ପ୍ଲାଷ୍ଟିକ ପାଇପକୁ ଧରି ଉପରକୁ ଉଠିବା ସହିତ ସ୍କାଇ ଲାଇଟ ପଟେ ଗାଧୁଆ ଘରେ ଖସି ପଡ଼ିଥିଲା । ଆଉ ବାହାରି […]

Continue Reading

ଘଣ୍ଟାକରେ ଲଗାଇଦେଲେ ୧୦ଲକ୍ଷ ଗଛ

ହାଇଦ୍ରାବାଦ: ମାତ୍ର ଘଣ୍ଟାକ ମଧ୍ୟରେ ଲଗାଇଦେଲେ ୧୦ଲକ୍ଷ ଗଛ। ତେଲେଙ୍ଗାନାର ରାଜ୍ୟସଭା ସାଂସଦ ସନ୍ତୋଷ କୁମାର ନେତୃତ୍ଵରେ ସ୍ଵେଚ୍ଛାସେବୀ, ସେଲିବ୍ରେଟି ଓ ସାଧାରଣ ଲୋକ ଏତେ କମ ସମୟ ମଧ୍ୟରେ ଏତେ ସଂଖ୍ୟକ ଗଛ ଲଗାଇ ବିଶ୍ଵରେକର୍ଡ ତିଆରି କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ତୁର୍କି ନାମରେ ଥିଲା। ତୁର୍କିରେ ୨୦୧୯ ମସିହାରେ ଘଣ୍ଟାକ ମଧ୍ୟରେ ୩.୦୩ ଗଛ ଲଗାଯାଇଥିଲା। ମିଆଓ୍ଵାକି ମଡେଲରେ ଗଛ ଲଗାଇବା ପାଇଁ ତେଲେଙ୍ଗାନାର ଏହି ପତିତ ଜମିକୁ ଚିହ୍ନଟ କରାଯାଇଥିଲା। […]

Continue Reading

ଦିନେ ଚା’ ବଗିଚାରେ କାମ କରୁଥିଲେ, ଆଜି ମୋଦି କ୍ୟାବିନେଟରେ ମନ୍ତ୍ରୀ

ନୂଆଦିଲ୍ଲୀ: ଦିନ ଥିଲା ପେଟ ପାଇଁ ସେ ଚା’ ବଗିଚାରେ କାମ କରୁଥିଲେ । ସାଧାରଣ ଗରିବ ପରିବାରରେ ଜନ୍ମ ହୋଇଥିବାରି ରୋଜଗାର ପାଇଁ ଚା ବଗିଚାରେ କାମ କରୁଥିଲେ । ପାଖାପାଖି ଦୁଇ ଦଶନ୍ଧି ଧରି ଶ୍ରମିକ ଭାବରେ ଖଟିଛନ୍ତି । ଆଜି ସେ ମୋଦି ସରକାରରେ ମନ୍ତ୍ରୀ । ଗତକାଲି ଶପଥ ନେଇଥିଲେ ଓ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆମେ କହୁଛୁ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲାଙ୍କ କଥା । ଚା […]

Continue Reading

ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଜାପାନକୁ ଧମକ ଦେଲା ଚୀନ, ତାଇୱାନ କଥାରେ ମୁଣ୍ଡ ପୂରାଇଲେ ଧ୍ୱଂସ କରିଦେବୁ

ବେଜିଂ: ଚୀନ ଆଜି ତାର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଜାପାନକୁ ଧମକ ଦେଇଛି । ଜାପାନ ଯଦି ତାଇୱାନ କଥାରେ ସୀମା ଉଲ୍ଲଂଘନ କରେ ତାହାହେଲେ ବିପଦକୁ ନିମନ୍ତ୍ରଣ କରିବ । ଆମେ ଚାହିଁଲେ ଜାପାନକୁ ଧ୍ୱଂସ କରିଦେବୁ ବୋଲି ଚୀନ ପକ୍ଷରୁ କୁହାଯାଇଛି । ଜାପାନ ଉପ ପ୍ରଧାନମନ୍ତ୍ରୀ ତାରୋ ଆସୋ ତାଇୱାନକୁ ଆବଶ୍ୟକ ପଡିଲେ ସମସ୍ତ ପ୍ରକାର ସହଯୋଗ କରାଯିବ କହିବା ପରେ ଚୀନ ଏହି ଧମକ ଦେଇଛି । ତାଇୱାନ ପ୍ରସଙ୍ଗରେ […]

Continue Reading

୩୦ ବର୍ଷ ପରେ ବାପା ତୁଲାଇଥିବା ମନ୍ତ୍ରୀ ପଦ ହାତେଇଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ: ୩୦ ବର୍ଷ ପରେ ବାପା ମାଧବରାଓ ସିନ୍ଧିଆ ଯେଉଁ ବିଭାଗରେ ମନ୍ତ୍ରୀ ଥିଲେ ଆଜି ସେହି ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ୧୯୯୧ରୁ ୯୩ ପର୍ଯ୍ୟନ୍ତ ମାଧବରାଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ । ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଜ୍ୟୋତିରାଦିତ୍ୟ ପୂର୍ବରୁ ମନମୋହନ ସିଂଙ୍କ ସରକାର ବେଳେ କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ […]

Continue Reading

ଆରପାରିରେ ଭୂତ ଫିଲ୍ମର ଜନକ କୁମାର ରାମସେ

ମୁମ୍ବାଇ: ୮୦/୯୦ ଦଶକରେ ମନୋରଞ୍ଜନ ମାଧ୍ୟମରେ ଭାରତୀୟ ହିନ୍ଦୀ ଫିଲ୍ମରେ ଭୂତ ଓ ଭୟଙ୍କରର ବାତାବରଣ ଖେଳାଇଥିବା ରାମସେ ପରିବାରର କୁମାର ରାମେସଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ୨୦୧୯ରେ ଶ୍ୟାମ ରାମସେଙ୍କ ଦେହାନ୍ତ ହୋଇଥିଲା । ଶ୍ୟାମଙ୍କ ସାତ ଭାଇଥିଲେ । ସେମାନେ ହେଲେ କୁମାର ରାମସେ, କେଶୁ ରାମସେ, ତୁଲସୀ ରାମସେ, କରନ ରାମସେ, ଶ୍ୟାମ ରାମସେ, ଗଙ୍ଗୁ ରାମସେ ଓ ଅର୍ଜୁନ ରାମସେ । ସମସ୍ତ ଭାଇମାନେ ଏକତ୍ର ହୋଇ ରାମସେ […]

Continue Reading

ପଶ୍ଚିମ ଓଡ଼ିଶାରୁ ୫ ସାଂସଦ, କାହାକୁ ବି ମିଳିଲାନି ଟିମ୍ ମୋଦିରେ ସ୍ଥାନ

ନୂଆଦିଲ୍ଲୀ: ଦ୍ୱିତୀୟ ପାଳି ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରାଟ ଅଦଳବଦଳ କରିଛନ୍ତି । କେନ୍ଦ୍ର କ୍ୟାବିନେଟରେ ଏବେ ପ୍ରଧାନମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୭୮ ମନ୍ତ୍ରୀ ଅଛନ୍ତି । ୪୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି ଅନେକ ନୂଆ ଚେହେରା ସାମିଲ ହୋଇଛନ୍ତି । ଓଡ଼ିଶାରୁ ଦୁଇ ଜଣଙ୍କୁ ମନ୍ତ୍ରୀ କରାଯାଇଛି । ରାଜ୍ୟବାସୀଙ୍କ ପାଇଁ ବଡ଼ ଉପଲବ୍ଧି । କିନ୍ତୁ ପଶ୍ଚିମ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ଏବେ ଚର୍ଚ୍ଚା […]

Continue Reading

ୟୁପିରେ ମିଳିଲା କପ୍ପା ଭ୍ୟାରିଆଂଟର ପ୍ରଥମ କେସ୍‌

ଲକ୍ଷ୍ନୌ: ଉତରପ୍ରଦେଶରେ କରୋନା ମହାମାରୀ ଚିନ୍ତା ବଢ଼ାଇଛି । ଗୁରୁବାର ଏଠାରେ କପ୍ପା ଭ୍ୟାରିଆଂଟର ପ୍ରଥମ କେସ୍ ମିଳିଛି । ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ତଥ୍ୟ ଦେବା ପାଇଁ ପ୍ରଶାସନ ବିଆରଡି ମେଡିକାଲ କଲେଜରକୁ କହିଛନ୍ତି । ଇତି ମଧ୍ୟରେ ସଂକ୍ରମିତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଏବଂ ସେ କାହା ସଂସ୍ପର୍ଶରେ ଆସିଛନ୍ତ ତାହାର ଡାଟା ସଂଗ୍ରହ କରାଯାଇ ସାରିଛି । ବି.୧.୬୧୭ରୁ ଏହି ଭ୍ୟାରିଆଂଟର ଉତ୍ପତି । ଏହି ମ୍ୟୁଟେଶନରୁ କରୋନା ମାରାତ୍ମକ ରୂପ ନେଉଛି । […]

Continue Reading

କାହିଁକି ନିଜ ନାଁ ବଦଳାଇଥିଲେ ଦିଲୀପ କୁମାର

ନୂଆଦିଲ୍ଲୀ: ଆଜି ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରୂପେଲି ପରଦାର ଟ୍ରାଜେଡି କିଙ୍ଗ୍‌ ଦିଲୀପ କୁମାର ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ସେ ତାଙ୍କ ଅଭିନୟର ଛାପ ସମସ୍ତଙ୍କ ହୃଦୟରେ ଛାଡିଯାଇଛନ୍ତି। କାହା ପାଇଁ ସେ ସଲିମ୍‌ ଥିଲେ ତ ଆଉ କାହା ପାଇଁ ଦେବଦାସ। ହେଲେ ଜାଣନ୍ତି କି ଟ୍ରାଜେଡି କିଙ୍ଗ୍‌ଙ୍କ ପ୍ରକୃତ ନାମ କ’ଣ ଥିଲା? ପ୍ରକୃତରେ ଦିଲୀପ କୁମାର ଥିଲା ୟୁସୁଫ୍‌ ଖାନ୍‌। ନିର୍ମାତା […]

Continue Reading

ଚମକିବ ବାଉଁଶରେ ତିଆରି ଗହଣା

ରାୟଗଡା : ଦେଶ ବିଦେଶରେ ଚମକିବ ଏବେ ବାଉଁଶରେ ତିଆରି ଗହଣା । ଆଧୁନିକ ଯୁଗରେ ଆଧୁନିକ ପସନ୍ଦ୍ । ତେବେ ଆଜିକାଲି ଫ୍ୟାସନ କୁ ନେଇ ଆଦିବାସୀ ମୂଳକର ଝିଅ ତିଆରି କରିଛନ୍ତି ଗହଣା । ତା ପୁଣି ବାଉଁଶରେ । ପ୍ରକୃତିର ଉପାଦାନ ବାଉଁଶ ରେ ଅଳଙ୍କାର ପ୍ରସ୍ତୁତ କରି ଆଦିବାସୀ ଏବେ ସ୍ଵାବଲମ୍ବୀ ହେବାର ଲକ୍ଷ ରଖିଛନ୍ତି । ଏମାନେ ହେଉଛନ୍ତି ରାୟଗଡ ଜିଲ୍ଲା କୋଲନରା ବ୍ଲକ ବଡ଼ ଚାନ୍ଦିଲି ଗାଁର କଲେଜରେ […]

Continue Reading