ନକଲି ବିଦେଶୀ ମଦ କାରଖାନା ସିଲ୍, ବିପୁଳ ମଦ ଜବତ

ବାରିପଦା: ନକଲି ବିଦେଶୀ ମଦ ପ୍ରସ୍ତୁତି ଚାଲିଥିବା ବେଳେ ମୟୂରଭଞ୍ଜ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସ୍ଥାନୀୟ ଉଠାଣିନୂଆଗାଁର ବିକର୍ତ୍ତନ ନାୟକଙ୍କ ଘରେ ଅବକାରୀ ନିରୀକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ଵରେ ଏକ ଟିମ୍ ଚଢ଼ଉ କରିଥିଲା। ଅବକାରୀ ଟିମ୍ ୧୨୦ ବୋତଲ ନକଲି ବିଦେଶୀ ମଦ ସହ ପ୍ୟାକିଂ ଅପେକ୍ଷାରେଥିବା ୧୫ ଲିଟରରୁ ଅଧିକ ମଦ, ତରଳ ରଙ୍ଗ ଓ ବିପୁଳ ବୋତଲ ଓ ଠିପି ଜବତ କରାଯାଇଛି। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ […]

Continue Reading

ଜୁଲାଇରେ ୧୫ ଦିନ ବ୍ୟାଙ୍କ ବନ୍ଦ

ମୁମ୍ବାଇ: ଜୁଲାଇ ମାସରେ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଦ୍ଵାରା ଜାରି ଛୁଟି ତାଲିକାରେ ବିଭିନ୍ନ ଧାର୍ମିକ ଉତ୍ସବ ପାଇଁ ୯ଟି ଛୁଟି ଦିନ ରହିଛି। ଅବଶ୍ୟ ଏଗୁଡ଼ିକ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ରହିଛି। କିନ୍ତୁ ସମୁଦାୟ ଛୁଟିକୁ ହିସାବ କଲେ ୧୫ ଦିନ ରହୁଛି। ଚଳିତ ମାସ ୪ଟି ରବିବାର ଓ ଦ୍ଵିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ୬ ଦିନ ସାପ୍ତାହିକ ଛୁଟି […]

Continue Reading

ଭାରତୀୟ ବଂଶୋଦ୍ଭବ ଅଭିମନ୍ୟୁ ହେଲେ ବିଶ୍ୱର ସର୍ବ କନିଷ୍ଠ ଗ୍ରାଣ୍ଡମାଷ୍ଟର

ବୁଡାପେଷ୍ଟ: ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଅଭିମନ୍ୟୁ ମିଶ୍ରା ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ହେବାର ଗୌରବ ଅର୍ଜନ କରିଛନ୍ତି । ୧୨ ବର୍ଷ ୪ମାସ ଓ ୨୫ ଦିନରେ ସେ ଏହି ସଫଳତା ହାସଲ କରିଛନ୍ତି । ଅଭିମନ୍ୟୁ ବୁଧବାର ବୁଡାପେଷ୍ଟରେ ଭାରତର ଗ୍ରାଣ୍ଡମାଷ୍ଟର ଲିୟୋନଙ୍କୁ ପରାସ୍ତ କରି ୨୬୦୦ ରେଟିଂ ପଂଏଟ ହାସଲ କରିଛନ୍ତି । ୨୦୧୯ରେ ସେ ସର୍ବକନିଷ୍ଠ ଆନ୍ତର୍ଜାତୀୟ ମାଷ୍ଟର ହୋଇଥିଲେ । ସେ ସମୟରେ ତାଙ୍କ ବୟସ ୧୦ ବର୍ଷ ୯ […]

Continue Reading