ସ୍କୁଲ୍‌ରେ ବି କରାଯିବ କରୋନା ଟେଷ୍ଟ!

ନୂଆଦିଲ୍ଲୀ: ଏଣିକି ସ୍କୁଲ୍‌ରେ ବି କରାଯିବ କରୋନା ଟେଷ୍ଟ! ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିଶ୍‌ କରିଛି। ‘ହୁ’ କହିଛି ଯେ ରିମୋଟ୍ ଶିକ୍ଷାର “କ୍ଷତିକାରକ” ପ୍ରଭାବକୁ ଏଡାଇବା ପାଇଁ ବିଦ୍ୟାଳୟରେ କରୋନା ପରୀକ୍ଷା କରାଯିବା ଉଚିତ। କୌଣସି ମାମଲା ଚିହ୍ନଟ ହୋଇନଥିଲେ ମଧ୍ୟ ଟେଷ୍ଟର ଆବଶ୍ୟକତା ରହିଛି। ବିଦ୍ୟାଳୟରେ ସ୍କ୍ରିନିଂ ଲାଗି ପୂର୍ବରୁ ପରାମର୍ଶ ଦିଆଯାଇଥିଲା। ସମ୍ପ୍ରତି ‘ହୁ’ର କହିବା ମୁତାବକ ଛାତ୍ର କିମ୍ବା କର୍ମଚାରୀଙ୍କ ମଧ୍ୟରେ ଲକ୍ଷଣ ନଥିଲେ ମଧ୍ୟ ଆର୍‌ଟିପିସିଆର୍‌ ଏବଂ […]

Continue Reading

ଘାତକ ନୁହେଁ ଡେଲଟା ପ୍ଲସ ଭାରିଆଣ୍ଟ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଜୁଲାଇ ଦ୍ବିତୀୟ ସପ୍ତାହରେ କମିବ କରୋନା । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଖାଲି ସେତିକି ନୁହେଁ ଡେଲଟା ପ୍ଲାସ ଭ୍ୟାରିଆଣ୍ଟକୁ ନେଇ ଯେଉଁ ଭୟ ବଢୁଛି, ତାହା ସେଭଳି ଘାତକ ନୁହେଁ । ଶହେରୁ ଅଧିକ ଦେଶରେ ଭାରିଆଣ୍ଟ ଦେଖା ଯାଇଥିଲେ ମଧ୍ୟ ସେତେଟା ଏହା ଘାତକ ହୋଇନାହିଁ । ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ […]

Continue Reading

କୋଭିଡ ସ୍ଥିତିର ସମୀକ୍ଷା ଲାଗି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ

ନୂଆଦିଲ୍ଲୀ : କରୋନା ସ୍ଥିତିର ସମୀକ୍ଷା ଲାଗି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ । ଓଡ଼ିଶା ସମେତ ୬ଟି ରାଜ୍ୟକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଅନ୍ୟ ଯେଉଁ ରାଜ୍ୟକୁ ଏହି ଟିମ ଯିବ ସେଗୁଡିକ ହେଲା କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ ଓ ମଣିପୁର । କୋଭିଡ ସ୍ଥିତିର ସମୀକ୍ଷା ଲାଗି ୬ଟି ଉଚ୍ଚସ୍ତରୀୟ ସାଧାରଣ ସ୍ବାସ୍ଥ୍ୟ ସଂକ୍ରାନ୍ତ ଟିମ୍ ଗଠନ କରିଛନ୍ତି କେନ୍ଦ୍ର ସରକାର । ଏହି ଟିମ୍ ବିଭିନ୍ନ ରାଜ୍ୟକୁ ଯାଇ […]

Continue Reading

ତିନି ଦିନଆ ପୁରୀ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ପୁରୀ: ତିନି ଦିନିଆ ଗସ୍ତରେ ଆଜି ପୁରୀରେ ପହଞ୍ଚିଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜଭବନର ନବୀକରଣ ଭବନକୁ ସେ ଉଦଘାଟନ କରିଛନ୍ତି । ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ରାଜଭଵନ ପରିସରରେ ଥିବା ଶୀଲା ଉପବନରେ ବୃକ୍ଷରୋପଣ କରି ବନୀକରଣର ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ । ଏହି ଉପବନକୁ ଧର୍ମପତ୍ନୀ ସ୍ୱର୍ଗତା ସୁଶୀଳା ଦେବୀଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ପ୍ରମୋଦ ମେହେର୍ଦ୍ଦା, ପୁରୀ ଜିଲ୍ଲାପାଳ […]

Continue Reading

ରାଜ୍ୟରେ ୧୫ଟି ଫାଷ୍ଟ ଟ୍ରାକ୍ ଓ ୨ଟି ସିଭିଲ୍ କୋର୍ଟ ଉଦଘାଟିତ

କଟକ: ରାଜ୍ୟରେ ଉଦଘାଟିତ ହେଇଛି ୧୫ଟି ଫାଷ୍ଟ ଟ୍ରାକ କୋର୍ଟ । ଭର୍ଚୁଆଲ୍ ମୋଡରେ ଏସବୁ ଉଦଘାଟନ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର । ଦୁଷ୍କର୍ମ ଓ ପକ୍ସୋ ମାମଲାଗୁଡ଼ିକର ଶୁଣାଣି ପାଇଁ ଏହି ସମସ୍ତ କୋର୍ଟ ଉଦ୍ଧିଷ୍ଟ । କଟକ, ବାଲେଶ୍ଵର, ଭଦ୍ରକ, ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ରାୟଗଡ଼ା ଓ ସମ୍ବଲପୁରରେ ଫାଷ୍ଟ ଟ୍ରାକ୍ ପକ୍ସୋ କୋର୍ଟ କାର୍ୟ୍ୟକ୍ଷମ ହୋଇଛି । ଏଥିସହ […]

Continue Reading

ରାଜ୍ୟର ୨୦ ଜିଲ୍ଲାରେ ବସ୍ ଚଳାଚଳ ନେଇ କଣ କହିଲେ ପରିବହନ ମନ୍ତ୍ରୀ ?

ଭୁବନେଶ୍ୱର: ରାଜ୍ୟରେ ପାଖାପାଖି ଦୁଇ ମାସ ପରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ସରକାର । କିନ୍ତୁ କେବଳ କାଟାଗୋରୀ-ଇରେ ଥିବା ୨୦ ଜିଲ୍ଲାରେ ବସ୍ ଗଡ଼ିବ । ପରିବହନ ମନ୍ତ୍ରୀ କହିଛନ୍ତି , ବସ୍ ଚଳାଚଳ ନେଇ ଆଜି ଆସିବ ଗାଇଡଲାଇନ୍ । ପରିବହନ ବିଭାଗ ପକ୍ଷରୁ ଆରଟିଓ ଏବଂ ବସ୍ ମାଲିକ ସଂଘଗୁଡ଼ିକୁ ଗାଇଡଲାଇନ୍ ଦିଆଯିବ । ବସରେ ସିଟିଂ କ୍ଷମତା ଅନୁସାରେ ବସିବେ ଯାତ୍ରୀ । କର୍ମଚାରୀ ଓ ଯାତ୍ରୀ ସମସ୍ତେ ମାସ୍କ […]

Continue Reading

କୋଭାଶିଲ୍ଡକୁ ୭ ୟୁରୋପିଆନ୍ ଦେଶ ଦେଲେ ଗ୍ରୀନପାସ୍‌

ନୂଆଦିଲ୍ଲୀ: ଭାରତୀୟ ଟୀକାକୁ ୟୁରୋପିଆନ ୟୁନିୟନ ଅନୁମତି ଦେଉ ନ ଥିବାରୁ ସରକାର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି । ଗୁରୁବାର ୟୁରୋପିଆନ ୟୁନିୟନର ୭ଟି ଦେଶ ଭାରତର କୋଭାଶିଲ୍ଡ ଟୀକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୀନ ପାସ ଦେବେ ବୋଲି ନିଷ୍ପତି ନେଇଛନ୍ତି । ଏହି ଦେଶଗୁଡିକ ହେଲେ ଅଷ୍ଟ୍ରେଲିଆ, ଜର୍ମାନୀ, ସ୍ଲୋଭେନିଆ, ଗ୍ରୀସ, ଆଇସଳ୍ୟାଣ୍ଡ, ଆୟର୍ଲାଣ୍ଡ ଏବଂ ସ୍ପେନ । ଯେଉଁମାନେ କୋଭାଶିଲ୍ଡ ଟୀକା ନେଇଥିବେ […]

Continue Reading

ସ୍ଫୁଟନିକ୍ ଲାଇଟର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଡକ୍ଟର ରେଡ୍ଡୀଜକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଦେଶରେ କାବୁ ପାଇଛି କରୋନାର ସେକେଣ୍ଡ ଓ୍ୱେଭ୍ । ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଟିକାକରଣ ଅଭିଯାନକୁ ଜୋରଜାର କରିଛନ୍ତି ସରକାର । ଦେଶବ୍ୟାପୀ ମାଗଣା ଟିକାକରଣ ଚାଲିଛି । ଏଭଳି ସ୍ଥିତିରେ ରୁଷ୍ ଟିକା ସ୍ଫୁଟନିକ୍ ଲାଇଟର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡୀଜ୍ ଲାବକୁ ଅନୁମତି ମିଳିଲା ନାହିଁ । ଭାରତରେ ଫେଜ୍-3 ଟ୍ରାଏଲ୍ ପାଇଁ DCGI ଅନୁମତି ମିଳି ନଥିବା ସୂଚନା ମିଳିଛି । ବର୍ତ୍ତମାନେ ଭାରତରେ […]

Continue Reading

ଆଜିଠୁ ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦାମରେ ଲଗାମ ଲାଗୁନି । ଆଜି ବଢ଼ିଛି ଏଲପିଜି ଦାମ୍ । ବିନା ସବସିଡିଯୁକ୍ତ ସିଲିଣ୍ଡର ପିଛା ଦାମ ୨୫ ଟଙ୍କା ମହଙ୍ଗା ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ପ୍ରତି ଦାମ ୮୩୪ ଟଙ୍କା ହୋଇଛି । ପୂର୍ବରୁ ଦାମ୍ ୮୦୯ ଟଙ୍କା ଥିଲା । ଏପ୍ରିଲ ମାସରେ ୧୦ ଟଙ୍କା ଶସ୍ତା ହୋଇଥିଲା ବିନା ସବସିଡିଯୁକ୍ତ ସିଲିଣ୍ଡର ଦାମ୍ । ତେବେ ମେ ଓ ଜୁନରେ ବଢ଼ି […]

Continue Reading

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବିଦ୍ୟୁତ୍ ବିଭାଗ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ବିଦ୍ୟୁତ୍ ବିଭାଗ ଟାଟା ପାୱାର ଉତ୍ତର ଓଡ଼ିଶା ବିଦ୍ୟୁତ୍ ବିତରଣ ସଂସ୍ଥା ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଏସଡିଓ ଚିରଞ୍ଜିତ ସାହୁ ଙ୍କ ନେତୃତ୍ୱ ରେ ପାଟଣା କନିଷ୍ଠ ଯନ୍ତ୍ରୀ ପଦ୍ମ କିଶୋର ଜେନା ଓ ସାହାରପଡା କନିଷ୍ଠ ଯନ୍ତ୍ରୀ ଲଷ୍ମୀକାନ୍ତ ଷଡ଼ଙ୍ଗୀଙ୍କ ସହଯୋଗରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ରକ୍ତ ଦାନ ଶିବିରରେ ପାଟଣା ନିର୍ବାଚନ ମଣ୍ଡଳୀର […]

Continue Reading