ଏଣିକି ଦୋକାନରୁ ଖାଦ୍ୟ ସାମଗ୍ରୀ ମଧ୍ୟ ଆଣିପାରିବ ରୋବଟ୍‌!

ନୂଆଦିଲ୍ଲୀ: ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲୋନ୍ ମସ୍କ କହିଛନ୍ତି ଯେ ଇଲେକ୍ଟ୍ରିକ୍ ଅଟୋମେକର୍ ବୋଧହୁଏ ଆସନ୍ତା ବର୍ଷ ଏକ “ଟେସଲା ବୋଟ୍” ହ୍ୟୁମାନୋଇଡ୍ ରୋବଟ୍ ଲଞ୍ଚ କରିବ। ଯାହା ଲୋକେ କରିବାକୁ ପସନ୍ଦ କରନ୍ତି ନାହିଁ ସେହି କାର୍ଯ୍ୟ କରିବାକୁ ଏହି ସ୍ବତନ୍ତ୍ର ରୋବଟ୍‌ର ଡିଜାଇନ୍‌ କରାଯାଇଛି। ‌ସେ କହିଛନ୍ତି ଯେ ଏହି ରୋବଟ୍‌ର ଲମ୍ବା ୫ ଫୁଟ୍‌ ୮ ଇଞ୍ଚ। ଏହା ବିଶେଷ କରି ଦୋକାନରୁ ଖାଦ୍ୟ ସାମଗ୍ରୀ ଆଣିବାରେ ସକ୍ଷମ ହେବ। ଏହାର […]

Continue Reading

ଭକ୍ତଙ୍କ ଲାଗି ଏହି ଦିନରୁ ଖୋଲିବ ପ୍ରସିଦ୍ଧ ଆଖଣ୍ଡଳମଣି ମନ୍ଦିର

ଭଦ୍ରକ: ପ୍ରାୟ ତିନିମାସ ବ୍ୟବଧାନ ପରେ ଅଗଷ୍ଟ ୨୩ ରେ ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଏହାସହିତ ଜିଲ୍ଲାର ଅନ୍ୟାନ୍ୟ ମନ୍ଦିର ମଧ୍ୟ ଭକ୍ତଙ୍କ ନିମନ୍ତେ ଖୋଲାଯିବ। ଭକ୍ତମାନଙ୍କୁ ଆଖଣ୍ଡଳମଣି ମନ୍ଦିରକୁ ସ୍ପର୍ଶ ପାଇଁ ବାରଣ କରାଯିବ ବୋଲି ଭଦ୍ରକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି। ଆହୁରି ମଧ୍ୟ, କୋଭିଡ୍‌-୧୯ କଟକଣା ଯୋଗୁଁ ମନ୍ଦିର ପରିସରରେ ବିବାହ ଉତ୍ସବକୁ ଅନୁମତି ଦିଆଯିବ ନାହିଁ। ଭକ୍ତମାନେ ସକାଳ ୬ ଟାରୁ ରାତି ୮ ଟା […]

Continue Reading

ଅଡୁଆରେ ସାଂସଦ ଭର୍ତ୍ତୃହରି ମହତାବ, ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର : ଅଡୁଆରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବୋହୂ ସାକ୍ଷୀ ମହତାବ । ମଧ୍ୟପ୍ରଦେଶର ଭୋପାଳ ମହିଳା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ବୋହୂ ସାକ୍ଷୀ । ଭର୍ତ୍ତୃହରିଙ୍କ ସହ ସ୍ବାମୀ ଲୋକରଞ୍ଜନ ମହତାବ ଓ ଶାଶୂ ମହାଶ୍ବେତା ମହତାବଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ପୋଲିସ । ସୂଚନା ଅନୁସାରେ, ୨୦୧୬ ଡିସେମ୍ବରରେ ଲୋକରଞ୍ଜନଙ୍କର ବାହାଘର ମଧ୍ୟପ୍ରଦେଶ ଭୋପାଳର ସାକ୍ଷୀଙ୍କ ସହ ହୋଇଥିଲା […]

Continue Reading

ସେପ୍ଟେମ୍ବର ସୁଦ୍ଧା ଦେଶରେ ପିଲାଙ୍କ ଲାଗି ଉପଲବ୍ଧ ହେବ କୋଭିଡ ଟିକା

ନୂଆଦିଲ୍ଲୀ : ଆସନ୍ତା ମାସ ସୁଦ୍ଧା ଦେଶରେ ପିଲାଙ୍କ ଲାଗି ଉପଲବ୍ଧ ହେବ କୋଭିଡ ଟିକା । ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ଆଇସିଏମଆର-ଏନଆଇଭିର ନିର୍ଦ୍ଦେଶିକା ପ୍ରିୟା ଆଭାରାମ । ସେ କହିଛନ୍ତି, କୋଭିଡର ମୁକାବିଲା ଲାଗି ଭାରତୀୟ ମେଡିକାଲ ଗବେଷଣା ପରିଷଦ ଓ ପୁଣେସ୍ଥିତ ଜାତୀୟ ଭୂତାଣୁ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ଗବେଷଣା ଜାରି ରହିଛି । ଗତବର୍ଷ ଟିକା ଉତ୍ପାଦନ ଲାଗି ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ ବା ବିବିଆଇଏଲକୁ […]

Continue Reading

ଆଫଗାନିସ୍ତାନ ଦଖଲ ପରେ ଭାରତ ସହ ସମ୍ପର୍କ ଛିନ୍ନ କଲା ତାଲିବାନ୍

ନୂଆଦିଲ୍ଲୀ : ଭାରତ ଆଫଗାନିସ୍ତାନ ମଧ୍ୟରେ ଥିବା ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କରେ ଫାଟ । ଆଫଗାନିସ୍ତାନକୁ ଅକ୍ତିଆରକୁ ନେବା ପରେ ଭାରତ ସହ ସମସ୍ତ ପ୍ରକାର ବ୍ୟାବସାୟିକ ସମ୍ପର୍କ ଚ୍ଛିନ୍ନ କରିଛି ତାଲିବାନ୍ । ଫଳର ଭାରତ ଓ ଆଫଗାନ ମଧ୍ୟରେ ସମସ୍ତ ପ୍ରକାରର ଆମଦାନୀ- ରପ୍ତାନୀ ଉପରେ ରୋକ ଲାଗିଛି । ତାଲିବାନର ଭାରତ ସହ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀରେ ରୋକ ଲଗାଇଛି ବୋଲି ଫେଡେରେସନ ଅଫ୍ ଇଣ୍ଡିଆ ଏକ୍ସପୋର୍ଟ ଅର୍ଗାନାଇଜେସନର ଡକ୍ଟର ଅଜୟ ସହାୟ […]

Continue Reading

ଏବେ ବି ଆଫଗାନିସ୍ତାନରେ ଫସିଛନ୍ତି ୧୬୩୫ ଭାରତୀୟ

ଆଫଗାନିସ୍ତାନ : ଆଫଗାନିସ୍ତାନକୁ ଏବେ କବ୍‌ଜା କରିଛି ତାଲିବାନ । ତାଲିବାନର ରାଜୁତି ପରେ ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରିବା ଭାରତ ପାଇଁ ସବୁଠୁ ଅଧିକ ଚ୍ୟାଲେଞ୍ଜ ହୋଇଛି । ଏବେ ବି ୧୬୩୫ ଭାରତୀୟ ଆଫଗାନିସ୍ତାନରେ ଫସି ରହିଛନ୍ତି । ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣାଯାଇଥିବା ବେଳେ ସାଧାରଣ ଲୋକଙ୍କୁ ଫେରାଇ ଆଣିବାକୁ ଯୋଜନା ଚାଲିଛି । ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ବାୟୁସେନା ବିମାନ ପ୍ରସ୍ତୁତ ରହିଛି […]

Continue Reading

ଦିଦିଙ୍କୁ ଝଟକା, ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସକୁ ଆଜି ଶକ୍ତ ଧକ୍କା ଲାଗିଛି । ନିର୍ବାଚନ ପରବର୍ତୀ ହିଂସାକାଣ୍ଡର ତଦନ୍ତ ସିବିଆଇକୁ ଦେବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଏସଆଇଟି ଗଠନ କରିବା ସହ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋଲକାତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିଦଲଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର […]

Continue Reading

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ, ଶୁଭାରମ୍ଭ ହେବ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନା

ମାଲକାନଗିରି: ପ୍ରଥମେ ମାଲକାନଗିରି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସ୍ମାର୍ଟ କାର୍ଡ ବଣ୍ଟନ ହେବ । ଏଥିପାଇଁ ଆସନ୍ତକାଲି ମାଲକାନଗିରି ଗସ୍ତ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହା ପୂର୍ବରୁ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିଲାବେଳେ ଭିଡ ଜମାଇଛନ୍ତି ବହୁ ହେଭିୱେଟ୍ ନେତା । ଜିଲ୍ଲାର ସଂସ୍କୃତି ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ଟି ବ୍ଲକ ଓ ୨ଟି ପୌରାଂଚଳରେ ରାଜ୍ୟର […]

Continue Reading

ସ୍ୱାମୀଙ୍କ ବଡ ବୟାନ, ଘାନିଙ୍କୁ ଭାରତ ଶରଣ ଦେବାର ଥିଲା !

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ତାଲିବାନ ଘଟଣାରେ ଭାରତର ପଦକ୍ଷେପ ନେଇ ମୁହଁ ଖୋଲିଛନ୍ତି । ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପୂର୍ବରୁ ଭାରତ ରାଷ୍ଟ୍ରପତି ଅଶ୍ରଫ ଘନିଙ୍କୁ ନିମନ୍ତ୍ରଣ ଦେଇ ଶରଣ ଦେଇଥିଲେ ବୁଦ୍ଧିମାନର କାମ ହୋଇଥାନ୍ତା । ଆଗାମୀ ଦିନରେ ପିଓକେରେ ପାକିସ୍ତାନ ସହ ତାଲିବାନ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ଉଚ୍ଚଶିକ୍ଷତ ଘନିଙ୍କ ଅଭିଜ୍ଞତା ଆମ କାମରେ ଲାଗିଥାନ୍ତା । ମୋଦି ସରକାର ଏ ନେଇ ଚିନ୍ତା କରିବା ଉଚିତ ବୋଲି […]

Continue Reading

ସ୍ଵାଭିମାନ ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର। ଆନ୍ଧ୍ର କ୍ୟାଡର ମାଓନେତାଙ୍କ ଅତ୍ୟାଚାରକୁ ବିରୋଧ କରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ବିଶେଷ କରି ସ୍ୱାଭିମାନ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟ ଚାଲୁଥିବା ବେଳେ ମାଓବାଦୀମାନେ ଏହାକୁ ବିରୋଧ କରୁଥିବା ନଜିର ରହିଛି । ବହୁ ସମୟରେ ବିକାଶମୂୂୂଳକ କାମ ବାଧାପ୍ରାପ୍ତ ହେଉଛି। ଏଥିସହ ମାଓ ସଂଗଠନରେ ଅଣ ଓଡ଼ିଆ ମାଓ […]

Continue Reading