ବିଗ୍ ବସ୍ ଓଟିଟିରେ ନଜର ଆସିବେ ଅଭିନେତ୍ରୀ ଶମିତା
ନୂଆଦିଲ୍ଲୀ: ଟେଲିଭିଜନ ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ଶୋ ‘ବିଗ୍ ବସ୍ ୧୫’ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏଥର ଶୋ’ରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥର ଶୋ ପୂର୍ବପରି ଟିଭିରେ ସିଧାସଳଖ ଷ୍ଟ୍ରିମ୍ ହେବ ନାହିଁ। ଏହା ପ୍ରଥମେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ। ସୂଚନାନୁସାରେ, ବିଗ୍ ବସ୍ ପ୍ରଥମ ୧୫ର ସପ୍ତାହ ପାଇଁ ଭୁଟ୍ରେ ପ୍ରସାରିତ ହେବ। ଏହା ପରେ ସଲମାନ୍ ଖାନଙ୍କ ଦ୍ୱାରା ଆୟୋଜିତ ଟିଭିରେ ପରବର୍ତ୍ତୀ ଏପିସୋଡ୍ ପ୍ରସାରଣ […]
Continue Reading
