୪୦ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କଲା ପଦ୍ମପୁର ପୋଲିସ

ରାୟଗଡ଼ା : ରାୟଗଡ଼ା ମୁଚୁକି ପଦର ଛକରୁ ଗଞ୍ଜେଇ ଜବତ କରିଛି ପଦ୍ମପୁର ପୋଲିସ । ଗାଡି ଯାଞ୍ଚ ବେଳେ କାରରୁ ୪୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ପଚରାଉଚରା ସମୟରେ ଗିରଫ ୪ ଅଭିଯୁକ୍ତ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ । ଗଞ୍ଜେଇ ଓଡ଼ିଶାରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ନେଇ ଖବର […]

Continue Reading

କାବୁଲ ବିମାନ ବନ୍ଦର ନିକଟରେ ଆଉ ଏକ ବିସ୍ଫୋରଣ

କାବୁଲ: କାବୁଲ ବିମାନବନ୍ଦର ନିକଟରେ ରବିବାର ସନ୍ଧ୍ୟାବେଳେ ଆଉ ଏକ ବିସ୍ଫୋରଣ ଘଟିଛି । ଗୁଲାଇ ଅଂଚଳରେ ଥିବା ଏକ ଘର ଉପରେ ରକେଟ ମାଡ କରାଯାଇଛି । ଏହି ଆକ୍ରମଣ କିଏ କରିଛି ଏବଂ ସଠିକ ମୃତାହତ ନେଇ ବିଧିବଦ୍ଧ ଭାବେ କୌଣସି ରିପୋର୍ଟ ହସ୍ତଗତ ହୋଇ ନାହିଁ । କାବୁଲ ବିମାନ ବନ୍ଦରକୁ ଟାର୍ଗେଟ କରିବା ବେଳେ ଏହା ଲକ୍ଷ ଚ୍ୟୁତ ହୋଇ ଘର ଉପରେ ମାଡ ହୋଇଥିବା ଅନୁମାନ କରାଯାଉଛି । ରୟଟର୍ସରେ […]

Continue Reading

ଆକାଂକ୍ଷୀ ଜିଲ୍ଲାର ଶିକ୍ଷା ଆକାଂକ୍ଷାକୁ ପୂରଣ କରୁଛି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସ ଜରିଆରେ ଯୋଗଦେଇ ଆକାଂକ୍ଷୀ ଜିଲ୍ଲାର ଶିକ୍ଷା ଆକାଂକ୍ଷାକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପୂରଣ କରୁଛି ବୋଲି କହିଛନ୍ତି । ବିବିଧ ସଂସ୍କୃତିରେ ଭରପୁର କୋରାପୁଟ ବିକାଶର ପ୍ରୟୋଗଶାଳା । ବିଶ୍ବବିଦ୍ୟାଳୟର ସାର୍ଥକତା ସେବେ ପୂରଣ ହେବ, ଯେବେ ବିଶ୍ବବିଦ୍ୟାଳୟ ଅବିଭକ୍ତ କୋରାପୁଟ ଅଞ୍ଚଳର ଆଦିବାସୀ ସଂସ୍କତି ଓ ଗରିବ ଲୋକଙ୍କ ଜୀବନ ଧାରଣ ପଦ୍ଧତି […]

Continue Reading

ଆଉ ୩ଟି ରୁଟରେ ଚଳାଚଳ କରିବ ‘ମୋ ବସ୍’

ଭୁବନେଶ୍ବର: ଆଉ ୩ଟି ରୁଟରେ ଚଳାଚଳ କରିବ ‘ମୋ ବସ୍’ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି କ୍ରୁଟ୍ । ନିଷ୍ପତ୍ତି ଅନୁସାରେ ଏଣିକି ୭୧ ନମ୍ବର ରୁଟରେ ଚଳାଚଳ କରିବ ‘ମୋ ବସ୍’ । ଏହା ରସୁଲଗଡ଼ରୁ ବରମୁଣ୍ଡା ଦେଇ କୋଣାର୍କ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି ମାଷ୍ଟର କ୍ୟାଣ୍ଟିନରୁ ଜୟଦେବ ପୀଠ ପର୍ଯ୍ୟନ୍ତ ଅନ୍ୟ ଏକ ୩୫ ନମ୍ବର ରୁଟରେ ମଧ୍ୟ ଏହି ସେବା ଆରମ୍ଭ ହେବ । […]

Continue Reading

ଉଲ୍ଲେଖନୀୟ ସେବା ପାଇଁ ୪୦ ଜଣଙ୍କୁ ସମ୍ମାନିତ କଲେ ପୋଲିସ ଡିଜି

ରାଉରକେଲା : ରାଉରକେଲା ଗସ୍ତ କରି ୪୦ ଜଣ ପୋଲିସ ଅଫିସର, ପୋଲିସ କର୍ମଚାରୀ ଓ ପରିବାର ସଦସ୍ୟଙ୍କୁ ସମ୍ମାନିତ କରିଛନ୍ତି ପୋଲିସ ଡିଜି । ସମ୍ବଲପୁର, ବରଗଡ, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ ରାଉରକେଲା ପୋଲିସ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ ଅଫିସର ଓ ପୋଲିସ କର୍ମଚାରୀଙ୍କୁ ପୋଲିସ ଡିଜି ସମ୍ମାନିତ କରିଛନ୍ତି । କୋଭିଡରେ ପ୍ରାଣ ହରାଇଥିବା ପୋଲିସ ଅଫିସର ଓ ପୋଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପୋଲିସ ଡିଜି ସମ୍ମାନିତ […]

Continue Reading

ନର୍କରୁ ସ୍ୱର୍ଗ: ବେଲଜିୟମ ବିମାନ ବନ୍ଦରରେ କୁନି ଝିଅର ଖୁସି ଏବେ ଚର୍ଚ୍ଚାରେ

ବ୍ରସଲ୍ସେ: ତାଲିବାନ ଅଧିକୃତ ଆଫଗାନିସ୍ତାନ ଏବେ ଅନେକଙ୍କ ପାଇଁ ନର୍କ ପାଲଟି ଯାଇଛି । ଆଉ ଏଥିରୁ ମୁକୁଳିଯାଇଥିବା ଲୋକେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ତାଲିବାନ ଭୟରେ କାବୁଲ ବିମାନବନ୍ଦରରେ ନ ଖାଇ ନ ପିଇ ପଡି ରହିଥିବା ଲୋକମାନଙ୍କର ଗୋଟିଏ ଚିନ୍ତା… କିପରି ନର୍କରୁ ମୁକ୍ତି ମୁକୁଳିବ । ଆତ୍ମଘାତୀ ଆକ୍ରମଣ ସତ୍ୱେ ଲୋକଙ୍କ ଭୀଡ ଲାଗି ରହିଛି । ସେମାନେ ମୃତ୍ୟୁ କୁ ବି ଭୟ କରୁ ନାହାନ୍ତି । ଏହି […]

Continue Reading

କୋର୍ଟର ବୋଲ ମାନୁନାହାନ୍ତି ଆମାନିଆ ହନି ସିଂ

ମୁମ୍ବାଇ: ମୁମ୍ବାଇ ଫେମସ୍ ରାପର ୟୋ ୟୋ ହନି ସିଂ ନାଁ ରେ ଘରୋଇ ହିଂସା ମାମଲା । ତାଙ୍କ ନାଁ ରେ ପତ୍ନୀ ଶାଲିନୀ ତଲୱାର ଆଣିଥିବା ଏହି ମାମଲରା ଶୁଣାଣୀ ଦିଲ୍ଲୀ ତିସହଜାରୀ କୋର୍ଟରେ ୨୮ ତାରିଖ ଦିନ ହେବାର ଥିଲା ହେଲେ ହନି ସିଂ ଆଜି କୋର୍ଟ କୁ ଆସିନଥିବା ଖବର ସାମ୍ନାକୁ ଆସିଛି । ପ୍ରଥମ ଶୁଣାଣି ସମୟରେ ମଧ୍ୟ ହନି ଉପସ୍ଥିତ ନଥିଲେ । ସେପଟେ ନ୍ୟାୟପାଳିକା ମଧ୍ୟ ହନିଙ୍କ […]

Continue Reading

ମୌଳିକ କମ୍ପ୍ୟୁଟର ଶିକ୍ଷା ସମ୍ବନ୍ଧରେ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ବର : କମ୍ପ୍ୟୁଟର ଶିକ୍ଷା ଯୋଗ୍ୟତାକୁ ଆଧାର କରି ଦାଖଲ ହୋଇଥିବା ମାମଲାକୁ ଶେଷ କରିବା ପାଇଁ ହାଇକୋର୍ଟଙ୍କୁ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ କହିଛନ୍ତି ଯେ, ଓକେସିଏଲ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରୋତ୍ସାହିତ ଏକ ସଂସ୍ଥା । ଯାହାକି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନରେ କାର୍ଯ୍ୟ କରୁଛି । ରାଜ୍ୟରେ କମ୍ପ୍ୟୁଟର ଶିକ୍ଷାର ପ୍ରଚାର ଓ ପ୍ରସାର କରି […]

Continue Reading

ହାଇଆଲର୍ଟରେ ଭାରତର ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦ ଭାରତରରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ତାଲିବାନର ସାହାଯ୍ୟ ଲୋଡିଛି । ଏପରିକି ଏହାର ୨ଜଣ ଆତଙ୍କୀ ଶ୍ରୀନଗର ଗ୍ରେନେଡ ଆଟାକ କରିବା ପାଇଁ ଷଡଯନ୍ତ୍ର ରଚି ସାରିଛନ୍ତି ବୋଲି ଭାରତର ଗୋଇନ୍ଦା ସଂସ୍ଥା ଖବର ପାଇଛି । ଏହାକୁ ଆଖି ଆଗରେ ରଖି ଜମ୍ମୁ-କଶ୍ମୀର ଏବଂ ଏହାର ପାଖାପାଖି ଅଂଚଳଗୁଡିକୁ ହାଇଆଲର୍ଟ ରହିବା ପାଇଁ କୁହାଯାଇଛି । ସମସ୍ତ ପ୍ରକାର ପରିସ୍ଥିତି ପାଇଁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ […]

Continue Reading

ମନ୍ଦିରରେ ମିଳୁଛି ନୁଡୁଲ୍ସ ଓ ଚପ୍‌’ସି ପ୍ରସାଦ

ଭୁବନେଶ୍ୱର: ବିଭିନ୍ନ ସଂସ୍କୃତି ଓ ସମ୍ପ୍ରଦାୟକୁ ନେଇ ସାରା ବିଶ୍ୱରେ ଭାରତର ରହିଛି ସ୍ୱତନ୍ତ୍ର ପରିଚୟ । ଏଠି ରହିଛି ବିଭିନ୍ନ ଦେବାଦେବୀଙ୍କ ମନ୍ଦିର । ଭିନ୍ନ ମନ୍ଦିରମାନଙ୍କରେ ରହିଛି ବିଭିନ୍ନ ପ୍ରସାଦ ପ୍ରସ୍ତୁତି ପରମ୍ପରା । ତେବେ ଭାରତରେ ଏପରି ବି କିଛି ମନ୍ଦିର ରହିଛି, ଯେଉଁଠି ତାଙ୍କ ପ୍ରସାଦର ପରମ୍ପରା ଅନେକଙ୍କୁ ଚକିତ କରିଛି । ଅଜଗର୍ କୋଭିଲ୍ ମଦୁରାଇ ମନ୍ଦିରରେ ଦୋଷାକୁ ପ୍ରସାଦ ରୂପେ ବଣ୍ଟନ କରାଯାଇଥାଏ । ସେହିପରି ଉତ୍ତରପ୍ରଦେଶର ଖବିସ୍ […]

Continue Reading