ଢେଙ୍କାନାଳ ସଦାଶିବପୁରରେ ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’ର ଭୂମି ପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ସଦାଶିବପୁରରେ ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’ର ଭୂମି ପୂଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’କୁ ରେଳପଥ ମାଧ୍ୟମରେ ପେଟ୍ରୋଲିୟମ ସାମଗ୍ରୀ ଯୋଗାଇବାକୁ ଯୋଗାଇବାକୁ ଯୋଜନା ରହିଛି । ଏହି ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’ରେ ନିର୍ମାଣ ହେବାକୁ ଥିବା ତୈଳ ଟର୍ମିନାଲ ଆଗାମୀ ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ଜିଲ୍ଲାରେ ବଢୁଥିବା ଶିଳ୍ପାୟନରେ ବଡ଼ ଭୂମିକା ଗ୍ରହଣ କରିବ । ଏହାସହ ଅବିଭକ୍ତ ଢେଙ୍କାନାଳ, […]

Continue Reading

ଭାରତର ଇନିଂସ ପରାଜୟ

ଲିଡ୍ସ: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଏକ ଇନିଂସ ଓ ୭୬ ରନରେ ଭାରତକୁ ଶୋଚନୀୟ ଭାବେ ପରାଜିତ କରିଛି । ଚଳିତ ବର୍ଷ ଭାରତର ଏହା ସବୁଠାରୁ ଖରାପ ପ୍ରଦର୍ଶନ । ଇଂଲଣ୍ଡ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିବାରେ ସଫଳ ହୋଇଛି । ପ୍ରଥମ ଇନିଂସରେ ଭାରତର ୭୮ ରନ ଜବାବରେ ଘରୋଇ ଦଳ ୪୩୨ ରନ ସଂଗ୍ରହ କରିଥିଲେ । ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ […]

Continue Reading

ବ୍ୟବସାୟୀଙ୍କୁ ଅପହରଣ, ଓ୍ବେବ୍ ଚ୍ୟାନେଲ ମହିଳା ସାମ୍ବାଦିକାଙ୍କ ସମେତ ୫ ଗିରଫ

ଭୁବନେଶ୍ବର : ରାଜ୍ୟରେ ଚାଞ୍ଚଲ୍ୟ । ବ୍ୟବସାୟୀଙ୍କୁ ଫାଇନାନ୍ସ କରାଇ ଦେବାକୁ କହି ଅପହରଣ । ଘଟଣାରେ ଘଟଣାରେ ଏକ ଓ୍ବେବ ଚ୍ୟାନେଲର ମହିଳା ସାମ୍ବାଦିକାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଓ୍ବେବ ଚ୍ୟାନେଲର ସିଇଓ ରାଜ ଫେରାର ହୋଇଯାଇଛି । ଗିଣଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ କରିଛି ପୋଲିସ । ଗତ ୫ ତାରିଖରେ ଖଣି ବ୍ୟବସାୟୀଙ୍କୁ ଫାଇନାନ୍ସ କରାଇ […]

Continue Reading

ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାବିତ୍ରୀ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ବର : ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହରିୟାଣାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଓପି ଜିନ୍ଦଲ ଗ୍ରୁପର ମହାଧ୍ୟକ୍ଷା ସାବିତ୍ରୀ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଏସିଆ ୱାନ ପତ୍ରିକା ଦ୍ୱାରା ଆୟୋଜିତ ଏସିଆ-ଆଫ୍ରିକା ବ୍ୟବସାୟ ଏବଂ ସାମାଜିକ ଫୋରମର ପ୍ରାଇଡ୍ ଅଫ୍ ଦି ନେସନ୍ ସିରିଜ୍ ପୁରସ୍କାର ଏବଂ ବ୍ୟବସାୟ ସମ୍ମିଳନୀର ୧୪ ତମ ସଂସ୍କରଣରେ ସାବିତ୍ରୀ ଜିନ୍ଦଲଙ୍କୁ ଏହି ପୁରସ୍କାର ଅନଲାଇନରେ ପ୍ରଦାନ କରାଯାଇଛି । ମହିଳା […]

Continue Reading

ଉଚ୍ଚ ବିଦ୍ୟାଳୟର ଆଉ ଏକ ଅପୂରଣୀୟ କ୍ଷତି

ରାଜନଗର : ରାଜନଗର ଉଚ୍ଚ ବିଦ୍ୟାଳୟ ହରାଇଲା ଆଉ ଏକ ଭୀଷ୍ମ। ସେ ଥିଲେ ସମସ୍ତଙ୍କ ପ୍ରିୟ। ସେ ଥିଲେ ଛାତ୍ର ପ୍ରେମୀ। ସେ ଥିଲେ ଗୁରୁ ଆଉ ସେ ହିଁ ଥିଲେ ପିଲା ମାନଙ୍କ ସାଥୀ। ଗଣିତ ଓ ବିଜ୍ଞାନ ପଢ଼ାଇବାରେ ସେ ଥିଲେ ପାରଙ୍ଗମ । କେବଳ ଯେ ଏହି ଦୁଇ ବିଷୟ ସେ ପଢ଼ାଉଥିଲେ ତା ନୂହେଁ ଏହା ବ୍ୟତୀତ ଯାହାର ଯାହା ଦ୍ଵନ୍ଦ ଥାଏ ତାକୁ ସମାଧାନ କରିବାରେ ସେ କେବେ […]

Continue Reading

ମୋନାଲିସା ପେଣ୍ଟିଂରେ ଏମିତି କଣ ରହସ୍ୟ ରହିଛି, ଯାହାର ଦାମ୍ ୬.୪ ହଜାର କୋଟି ଟଙ୍କା; ପଢ଼ନ୍ତୁ ପୂରା କାହାଣୀ

ନୂଆଦିଲ୍ଲୀ: ଆପଣ ମାନଙ୍କ ମଧ୍ୟରୁ ଇଟାଲୀର ମହାନ୍ ଦାର୍ଶନିକ ତଥା ପେଣ୍ଟର୍ ଲିଓନାର୍ଦୋ ଦା ୱିଚୀଙ୍କ ବିଷୟରେ ଜାଣିଥିବେ ନିଶ୍ଚୟ । ୟୂରୋପୀୟ ପୂର୍ନଜାଗରଣ କାଳରେ ଅନେକ ଦାର୍ଶନିକ ରହିଥିଲେ । ସେମାନଙ୍କ ମଧ୍ୟରୁ ୱିଚୀ ହେଉଛନ୍ତି ଜଣେ । ତାଙ୍କ ଦ୍ୱାରା ତିଆରି କରାଯାଇଥିବା ମୋନାଲିସା ପେଣ୍ଟି ଆଜି ବି ରହସ୍ୟମୟୀ ହୋଇରହିଛି । ଏହି ପେଣ୍ଟିଂରେ ଏମିତି କଣ ରହିଛି । ଯାହାକୁ ନେଇ ଅନେକ ବିଶେଷଜ୍ଞ ବିଭିନ୍ନ ପ୍ରକାରର ଅନୁସନ୍ଧାନ କରିଛନ୍ତି ? ତେବେ […]

Continue Reading

୧୪ ପ୍ରସ୍ତାବରେ ଲାଗିଲା କ୍ୟାବିନେଟ ମୋହର; ଶସ୍ତା ହେବ E_VEHICLE

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଯାଇଛି ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ଇ ଯାନ ପଲିସିକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଘୋଷଣା ଅନୁଯାୟୀ ଇ ଭେହିକିଲ୍ ଶସ୍ତା ହୋଇଯିବ । ଇଲେକ୍ଟ୍ରିକ୍ ଭେହିକିଲ କିଣିଲେ ସରକାର ରିହାତି ପ୍ରଦାନ କରିବେ । ୨୦୨୫ ସୁଦ୍ଧା ରାଜ୍ୟରେ ରହିଥିବା ଯାନର ୨୦ ପ୍ରତିଶତ ଯାନ ଇ ଭେହିକିଲ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ଗାଡି ପଞ୍ଜୀକରଣ ଏବଂ ରୋଡ […]

Continue Reading

ଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ଲାଗିବ ରୁପା ଛାଉଣୀ କବାଟ

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ଲାଗିବ ରୁପା ଛାଉଣୀ କବାଟ । ଅନେକ ଦିନରୁ ଏହା ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ବେଳେ ଶ୍ରୀମନ୍ଦିର ଢାଞ୍ଚାରେ ଏହାର ପୁନଃନିର୍ମାଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ତତ୍ପରତା ଦେଖାଇଛି । ଏନେଇ ମନ୍ଦିରର ବିଭିନ୍ନ ସ୍ଥାନର ଯାଞ୍ଚ ପାଇଁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଏକ ସ୍ବତନ୍ତ୍ର ଦଳ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିର ସୁରକ୍ଷା ନେଇ ଯାଞ୍ଚ କରିଛି ଏଏସଆଇ । ନାଟ ମଣ୍ଡପରେ ସାମାନ୍ୟ […]

Continue Reading

ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ୍; ଭାରତରେ ଜରୁରୀ ଅବତରଣ କଲା ବିଦେଶୀ ବିମାନ

ନୂଆଦିଲ୍ଲୀ: ମଝି ଆକାଶରେ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ବେଳେ ନାଗପୁରରେ ଜରୁରୀ ଅବତରଣ କରିଛି ଏକ ବିଦେଶୀ ବିମାନ । ଢାକାରୁ ମସ୍କଟ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନଟିରେ ୧୨୬ ଜଣ ଯାତ୍ରୀ ରହିଥିଲେ । ବୋଇଂ ଏୟାରକ୍ରାଫ୍ଟ ବିଜି ୦୨୨ରାୟପୁର ନିକଟରେ ରହିଥିବା ବେଳେ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । କୋଲକାତାର ଏୟାର ଟ୍ରାଫିକ କଣ୍ଟ୍ରୋଲରକୁ ବିମାନ ପକ୍ଷରୁ ସମ୍ପର୍କ ସ୍ଥାପନ କରାଯାଇଥିଲା । ଏହାପରେ ନାଗପୁରରେ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି […]

Continue Reading

ଇତିହାସ ରଚିଲେ ଭବିନା; ପାରାଲିମ୍ପିକ୍ସରେ ପ୍ରଥମ ପଦକ ସୁନିଶ୍ଚିତ

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିଟି ଖେଳାଳି ଭବିନା ବେନ୍ ପଟେଲ ଟୋକିଓରେ ଇତିହାସ ରଚିଛନ୍ତି । ପ୍ରଥମ ମହିଳା ଟିଟି ଖେଳାଳି ଭାବରେ ଭାରତ ପାଇଁ ପଦକ ହାସଲ କରିବାକୁ ଯାଉଛନ୍ତି । କ୍ୱାର୍ଟର ଫାଇନାଲରେ ବିଜୟୀ ହେବା ସହିତ ଅନ୍ୟୁନ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି ଭବିନା । ଶୁକ୍ରବାର ଭବିନା ପଟେଲ ରିଓ ସ୍ୱର୍ଣ୍ଣ ବିଜୟିନୀ ବ୍ଲୋରାସିଭା ରାଙ୍କୋଭିକଙ୍କୁ ପରାସ୍ତ କରିଛନ୍ତି । ବିଶ୍ୱ ମାନ୍ୟତାର ୨ ନମ୍ବରରେ ରହିଥିବା ରାଙ୍କୋଭିକଙ୍କୁ ୩-୦ରେ ପରାସ୍ତ […]

Continue Reading