ଗ୍ୟାସ ହେଉଥିଲେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ: ହୋଇ ଥାଇପାରେ GASTRITIS , ଜାଣନ୍ତୁ କାରଣ ଓ ନିଦାନ
ନୂଆଦିଲ୍ଲୀ: ପାକସ୍ଥଳୀର ଧାରରେ ଥିବା ଝିଲ୍ଲୀରେ କୌଣସି ପ୍ରକାର ଆଘାତ ବା ବାଧା ଘଟିଲେ କିମ୍ବା କୌଣସି କାରଣରୁ ସଂକ୍ରମଣ ହେଲେ ପାକସ୍ଥଳୀ ଟି ଫୁଲିଯାଏ ।ଏହି ରୋଗଟି ହଠାତ ଆକ୍ରମଣ କରିପାରେ କିଛି ଖେତ୍ରରେ ଏହା ଦିର୍ଘଦିନ ଧରି ରହି ବଡ ଆକାର ଧାରଣ କରେ ଯାହାକୁ Chronic gastritis କହୁ । କାରଣ : ଏହି ରୋଗର କାରଣ ଜୀବନଶୈଳୀ ଉପରେ ବହୁତ ନିର୍ଭର କରେ । ସମ୍ଭ୍ରାନ୍ତ ଶ୍ରେଣୀ ଲୋକମାନଙ୍କୁ ଏହା ବେଶୀ ଦେଖାଦେଇଥାଏ […]
Continue Reading
