ୱାଶିଂଟନ ସୁନ୍ଦର କରୋନା ସଂକ୍ରମିତ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଖେଳି ନ ପାରନ୍ତି

କେପଟାଉନ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ କୋଭିଡ ୧୯ ରିପୋର୍ଟ ପଜିଟିଭ ଆସିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ତାଙ୍କୁ ୧୮ ଜଣିଆ ଭାରତୀୟ ଦଳରେ ସାମିଲ କରାଯାଇଥିଲା । ସେ ସଂକ୍ରମିତ ହେବା ପରେ ଦିନିକିଆ ସିରିଜ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିସିସିଆଇ ପକ୍ଷରୁ ଏ ନେଇ ଅଫିିସିଆଲ ଭାବେ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ କିମ୍ବା ତାଙ୍କ ବଦଳ ଖେଳାଳିଙ୍କ […]

Continue Reading

ଓମିକ୍ରନକୁ ନେଇ ବାଲୁକା କଳାରେ ସଚେତନତା ବାର୍ତ୍ତା ବାଣ୍ଟିଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଓମିକ୍ରନକୁ ନେଇ ସଚେତନତା ବାର୍ତ୍ତା । ଦେଶରେ ଏବେ କୋଭିଡର ନୂଆ ଭାରାଆଣ୍ଟା ଓମିକ୍ରନ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳେଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ମୁହଁରେ ମାସ୍କ ପିନ୍ଧିବା ସହ ବାଲୁକା ଚିତ୍ରକଳା ମାଧ୍ୟମରେ ସୁଦର୍ଶନ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି । ଏହି ବାର୍ତ୍ତା ଲୋକମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସୁଦର୍ଶନ ନିବେଦନ କରିଛନ୍ତି ।

Continue Reading

ଭାରତରେ ରୂପ ବଦଳାଇଲାଣି ଓମିକ୍ରନ୍‌!

ନୂଆଦିଲ୍ଲୀ: ସମଗ୍ର ଦେଶରେ ଓମିକ୍ରନ୍‌ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୁହାଯାଉଛି ଭାରତରେ ରୂପ ବଦଳାଇଥାଇପାରେ ଓମିକ୍ରନ୍‌। ଓମିକ୍ରନ୍‌ର ଅନ୍ୟ ଏକ ପ୍ରକାର ବୋଲି କୁହାଯାଉଥିବା BA.1 ପ୍ରଜାତି ବର୍ତ୍ତମାନ ଡେଲଟାର ସ୍ଥାନ ନେବା ଆରମ୍ଭ କରିସାରିଲାଣି। ବର୍ତ୍ତମାନ, ଏହା ମହାରାଷ୍ଟ୍ର ଏବଂ ଅନ୍ୟ କେତେକ ରାଜ୍ୟରେ ଦେଖାଯିବା ଆରମ୍ଭ କଲାଣି। ବୈଜ୍ଞାନିକମାନେ କହିଛନ୍ତି ଯେ ବର୍ତ୍ତମାନ ଓମିକ୍ରନ୍ ଠାରୁ ଅଧିକ, ସମଗ୍ର ଦେଶରେ ଦ୍ରୁତ ଗତିରେ ବଢୁଥିବା ମାମଲା ପାଇଁ କେବଳ BA.1 ପ୍ରକାର ଦାୟୀ। […]

Continue Reading

ଛାତ୍ର ନେତାଙ୍କ ଛତ୍ରଛାୟାରେ ଜାଲ ସାର୍ଟିଫିକେଟ୍ କାରବାର ଅଭିଯୋଗରେ ପ୍ରତିବାଦ

ଭଦ୍ରକ: ଭଦ୍ରକରେ କିଏ ଯୋଗାଉଛି ଛାତ୍ରଙ୍କୁ ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର? କେଉଁ ଆଧାରରେ ଚାଲିଥିଲା ଯୁକ୍ତ ୩ ଆଡ଼ମିଶନ? ଆଡ଼ମିଶନ ବେଳେ କାହିଁକି ସାର୍ଟିଫିକେଟ୍ ଯାଞ୍ଚ କଲେନି କଲେଜ କର୍ତ୍ତୃପକ୍ଷ? ନକଲି ସାର୍ଟିଫିକେଟରେ ଆଡମିଶନ ଚାଲିଥିବା ନେଇ କିଛି ଛାତ୍ର ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ଏପରି ପ୍ରଶ୍ନ । କିଛି ହାତଗଣତି ପିଲା ଟାୟାର ଜାଳି ପ୍ରତିବାଦ କରିବା ପରେ ସାମ୍ନାକୁ ଆସିଛି ଏଭଳି ଜଘନ୍ୟ ଷଢଯନ୍ତ୍ର । ବାରମ୍ବାର ଅଭିଯୋଗ ପରେ ଶେଷରେ […]

Continue Reading

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ପଜିଟିଭ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ “ମୁଁ କରୋନା ସଂକ୍ରମିତ ହୋଇଛି। ମୋର କରୋନା ଜନିତ ସାମାନ୍ୟ ଲକ୍ଷଣ ରହିଛି। ସେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ମଧ୍ୟ କହିଛନ୍ତି। ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ କରୋନା ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି।”

Continue Reading

କୋଭିଡ଼ ନିୟମ ଭାଙ୍ଗିଲେ ୫ଶହ ଟଙ୍କା ଜୋରିମାନା

ଭୁବନେଶ୍ୱର: କୋଭିଡ଼ର ନୂତନ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବଢ଼ିବାରେ ଲାଗିଛି । ଏଥିପାଇଁ ସତର୍କ ରହିବା ସହ କୋଭିଡ଼ର ସମସ୍ତ ଗାଇଡ଼ଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି । ସତର୍କ ରହିଲେ ହିଁ କରୋନା ମହାମାରୀଠାରୁ ସୁରକ୍ଷିତ ରହିପାରିବା । ଘରୁ ବାହାରକୁ ଯିବାବେଳେ ସଠିକଭାବେ ମାସ୍କ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ଦୂରତା ବଜାୟ ରଖିବା, ଭିଡ଼ରୁ ନିବୃତ୍ତ ରହି ସାମାଜିକ ଦୂରତା ବଜାୟ ରଖିବା, ସମସ୍ତ ଯୋଗ୍ୟ ବ୍ୟକ୍ତି କରୋନା ଟିକାର ଦୁଇଟି ମାତ୍ରା […]

Continue Reading

ଧନବାଦୀ ଦୁନିଆରେ ଜନବାଦୀ ସାହିତ୍ୟ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଧନବାଦୀ ସମାଜ ମୁଷ୍ଟିମେୟ ମୁନାଫାଖୋର ମହାଜନ ଓ ମାଫିଆର ମିଳିତ ଚକ୍ର ଦ୍ୱାରା ଚାଳିତ ଓ ପରିଚାଳିତ ଏକ ଜଡ଼ବାଦୀ ସମାଜ  । ଚେତନା ଉପରେ ଧଳା ଚାଦରଟାଏ ଢାଙ୍କିଦେଇଥିବା ଏ ସମାଜର ମୂଳଧନ ହେଉଛି ଗୁପ୍ତଧନ  । ଏ ଗୁପ୍ତଧନ ଆସିଥାଏ କେଉଁଠୁ ? ଆସିଥାଏ କୋଟିକୋଟି କଂକାଳସାର ମଣିଷଙ୍କୁ ଦାରିଦ୍ୟର ସୀମାରେଖା ସେପଟେ ଏକ ବାଧ୍ୟତାମୂଳକ ବଞ୍ଚିତ ଜୀବନଧାରାରେ ବନ୍ଧା ପକାଇରଖିଥିବା ବୀଭତ୍ସ ଶୋଷଣ […]

Continue Reading

କେଶ ଓ ନିଶ ପାଇଁ କନେଷ୍ଟବଳ ନିଲମ୍ବିତ

ନୂଆଦିଲ୍ଲୀ: କନେଷ୍ଟବଳଙ୍କ ନିଆରା ଷ୍ଟାଇଲ । କେଶ ଓ ନିଶ ନକାଟିବାରୁ ଚାକିରି ହରାଇଲେ କନେଷ୍ଟବଳ । ଏଭଳି ଏକ ଖବର ଆସିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ । କନେଷ୍ଟବଳଙ୍କୁ ତାଙ୍କ କେଶ ଓ ନିଶ ପାଇଁ ଚାକିରିରୁ ନିଲମ୍ବିତ କରାଯାଇଛି । ପୋଲିସ ମହାନିରୀକ୍ଷକଙ୍କ ଦ୍ୱାରା ତାଙ୍କୁ ନିଲମ୍ବିତ ଆଦେଶ ଯାରି କରାଯାଇଛି । କନେଷ୍ଟବଳ ରାକେଶ ରାଣା ଭୋପାଳ ସ୍ୱତନ୍ତ୍ର ପୋଲିସ ମହାନିର୍ଦ୍ଦେଶକଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଟର୍ଣ୍ଣ ଆଉଟ୍ ଚେକ […]

Continue Reading

ଜାମ୍ମୁ ଓ କାଶ୍ମୀରରେ ପ୍ରବଳ ତୁଷାରପାତ, ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଜାମ୍ମୁ ଓ କାଶ୍ମୀର : ଉତ୍ତର ଭାରତରେ ବରଫ ବିପତ୍ତି । ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ ସମେତ ଅନ୍ୟାନ୍ୟ ରାଜ୍ୟରେ ତାପମାତ୍ରା ବ୍ୟାପକ ହ୍ରାସ ପାଇବା ସହ ତୁଷାରପାତ ଜାରି ରହିଛି । ବିଭିନ୍ନ ସ୍ଥାନରେ ବରଫ ଧସିବା ଦେଖିବାକୁ ମିଳୁଛି । ପ୍ରବଳ ତୁଷାରପାତକୁ ନେଇ କାଶ୍ମୀରରେ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ତୁଷାରପାତ ସହ ବର୍ଷା ଯୋଗୁ ସ୍ଥିତି ଜଟିଳ ହୋଇଛି । ଗତ ୭ […]

Continue Reading

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଲା ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ

ଭୁବନେଶ୍ବର : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଛି ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ । ମହାରାଷ୍ଟ୍ରର ପୁଣେସ୍ଥିତ ଏମଆଇଟି ବିଶ୍ବବିଦ୍ୟାଳୟ ତରଫରୁ ସମ୍ମାନଜନକ ଡିଲିଟ୍ ଉପାଧି ଓ ଶ୍ରୀ ସରସ୍ବତୀ ଦେବୀ ଜ୍ଞାନ ଜୀବନ ଗୌରବ ସମ୍ମାନ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଦାନ କରାଯାଇଛି । ଆଜି ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଭୁବନେଶ୍ବର ସାଂସଦ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ ପ୍ରଶାସକ ଓ ସାଂସଦ ଭାବରେ ବିବେଚିତ […]

Continue Reading