ମହାନ ଫୁଟବଲ ଖେଳାଳି ମେସିଙ୍କୁ କରୋନା
ନୂଆଦିଲ୍ଲୀ: ଫୁଟବଲର ମହାନ ଖେଳାଳି ଆର୍ଜେଂଟିନାର ଲିଓନେଲ ମେସି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଫ୍ରାନ୍ସର ପ୍ରତିଷ୍ଠିତ କ୍ଲବ ପ୍ୟାରିସ ସେଂଟ ଜର୍ମନ ସହ ମେସି ଗତବର୍ଷ ଚୁକ୍ତିବଦ୍ଧ ହୋଇଥିଲେ । ମେସିଙ୍କ ସମେତ ପିଏସଜିର ଆଉ ୩ଜଣ ଖେଳାଳିଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ୭ଥର ବାଲନ ଡି ଅର ପୁରସ୍କାର ଜିତି ସାରିଥିବା ମେସି ଦୀଘଦିନ ପରେ ସୋମବାର ଫ୍ରେଂଚ କପରେ ଖେଳିବା ପାଇଁ ପଡିଆକୁ ଓହ୍ଲାଇଥାନ୍ତି । ଏହି […]
Continue Reading
