ଜନତା ଦରବାରରେ ୧୪ କରୋନା ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦରବାରରେ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଣ୍ଟିଜେନ୍ ପରୀକ୍ଷଣରେ ଏମାନଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଉତ୍ତେଜନା ଦେଖାଦେଇଥିଲା। ଅନ୍ୟପକ୍ଷରେ ଜନତା ଦରବାରରେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଗଳା ଯନ୍ତ୍ରଣା ହେଉଥିବା ମଧ୍ୟ ଜଣାପଡ଼ିଛି। ଏହି ସମୟରେ, ମୁଖ୍ୟମନ୍ତ୍ରୀଙ୍କ କୋଠରୀରେ ପ୍ରବେଶ କରିବା ପୂର୍ବରୁ ଆଣ୍ଟିଜେନ୍ କିଟ୍ ସହିତ କରାଯାଇଥିବା ପରୀକ୍ଷାରେ ୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ବିହାରରେ ଗତ ୫ ଦିନ ମଧ୍ୟରେ କରୋନାର ଗତି […]
Continue Reading
