ତପସ୍ୱିନୀ ଘରେ ରହିବା ନେଇ ଖୁସି ନାହାନ୍ତି ସୁମିତ, ହାଇକୋର୍ଟ ଯିବେ ସୁମିତ
ବ୍ରହ୍ମପୁର : ତପସ୍ୱିନୀ ଓ ସୁମିତ ମାମାଲାରେ କୋର୍ଟର ରାୟ ଆସିବା ପରେ ଖୁସି ନାହାଁନ୍ତି ଡକ୍ଟର ସୁମିତ । ଏନେଇ ସୁମିତଙ୍କ ଓକିଲ ସୂଚନା ସୂଚନା ଦେଇଛନ୍ତି । ଜିଲ୍ଲା କୋର୍ଟରେ ରାୟ ବିରୋଧରେ ସୁମିତ୍ ହାଇକୋର୍ଟ ଯିବେ ବୋଲି ଜଣାପଡିଛି । ୪୪ ଦିନ ଧରି ତପସ୍ୱିନୀ ଧାରଣାରେ ବସିବା ପରେ ତପସ୍ୱିନୀ ସୁମିତଙ୍କ ଘରେ ରହିବା ନେଇ ରାୟ ଶୁଣାଇଥିଲେ କୋର୍ଟ । ସେପଟେ କୋର୍ଟରେ ରାୟରେ ତପସ୍ୱିନୀ ଖୁସି ବ୍ୟକ୍ତ କରିଥିବା […]
Continue Reading
