ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (PFMS)ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ଭିତରେ ଓଡିଶା

ଭୁବନେଶ୍ୱର : ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ ‘PFMS’ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ଓଡିଶା ରହିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନ ଅର୍ଥ ପରିଚାଳନା କିଭଳି ହେଉଛି ତାକୁ ନେଇ ପିଏଫଏମଏସ ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଯାଇଛି । ଏନେଇ ଓଡିଶା ସରକାରଙ୍କୁ ଭୂୟସୀ ପ୍ରଂଶସା କରିଛନ୍ତି କେନ୍ଦ୍ର ଅର୍ଥ ବିଭାଗର ‘PFMS’ ଶାଖା । ପିଏଫଏମଏସ କାମ କରିବାରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ […]

Continue Reading

କ୍ୟାପିଟାଲ ହସ୍ପିଟାଲରେ କରୋନା, ଜଣେ ଡ଼ାକ୍ତରଙ୍କ ସହ ୨ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଉପରମୁହାଁ ହୋଇଛି । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପଶିଲା କରୋନା । ଜଣେ ଡ଼ାକ୍ତରଙ୍କ ସହ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଅନ୍ୟ ଦୁଇଜଣଙ୍କ ମଧ୍ୟରେ ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ । ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଥିବା ନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ୁଛି । ବିଏମସି ଅଞ୍ଚଳରେ କରୋନା ସଂଖ୍ୟା […]

Continue Reading

ରାଜ୍ୟରୁ ଆଉ ୨୪ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଓଡ଼ିଶାରୁ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଇଏଲଏସ୍ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୬୧ରେ ପହଞ୍ଚିଛି । ସଂକ୍ରମିତଙ୍କ ମଧ୍ୟରୁ ୫ଜଣଙ୍କ ବିଦେଶ ଲିଙ୍କ୍ ରହିଥିବା ଜଣାପଡ଼ିଛି । ବାକି ୧୯ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସୂଚନା […]

Continue Reading

ଇତିହାସ ରଚିଲେ ପନ୍ତ

ଜୋହାନ୍ସବର୍ଗ: ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବ୍ୟାଟିଂରେ ଭାରତର ରିଷଭ ପନ୍ତ କମାଲ କରିପାରି ନ ଥିଲେ ଉଇକେଟ କିିପିଂରେ କିର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ କମ ମ୍ୟାଚରେ ୧୦୦ କ୍ୟାଚ ନେଇଛନ୍ତି । ମହେନ୍ଦ୍ର ସିଂ ଧୋନୀ ୪୦ ଟେଷ୍ଟରେ ଏହି କୀର୍ତିମାନ ସ୍ଥାପନ କରିଥିବା ବେଳେ ପନ୍ତ ମାତ୍ର ୨୭ ମ୍ୟାଚରେ ଏହି ଗୌରବ ଅର୍ଜନ କରିଛନ୍ତି । ଭାରତର ୪ର୍ଥ ୱିକେଟକିପର ଭାବେ […]

Continue Reading

ପଞ୍ଜାବ ରାଲି; ଫ୍ଲାଏ ଓଭରରେ ୨୦ ମିନିଟ୍ ଅଟକିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଗମ୍ଭୀର ତ୍ରୁଟି ପରିଲକ୍ଷିତ ହୋଇଛି। ମୋଦୀ ଆଜି ସକାଳେ ବଠିଣ୍ଡା ବିମାନ ବନ୍ଦରରେ ପହଞ୍ଚିଥିଲେ। ଯେଉଁଠାରୁ ସେ ହେଲିକପ୍ଟର ଯୋଗେ ହୁସୈନୀୱାଲାସ୍ଥିତ ଜାତୀୟ ଶହୀଦ ମେମୋରିଆଲକୁ ହେଲିକପ୍ଟରକୁ ଯିବାର ଥିଲା। ବର୍ଷା ଏବଂ ଖରାପ ପାଗ ହେତୁ ଗସ୍ତ ପାଇଁ ମୋଦୀ ପ୍ରାୟ ୨୦ ମିନିଟ୍ ଅପେକ୍ଷା କରିଥିଲେ। ଯେତେବେଳେ ପାଗରେ କୌଣସି ପରିବର୍ତ୍ତନ ହୋଇନଥିଲା, ସେତେବେଳେ ମୋଦୀ ସଡକ ପଥରେ ଜାତୀୟ ମେରିଟୋରିଆଲ୍ […]

Continue Reading

ଝାରପଡାରେ ମହିଳାଙ୍କ ଘରେ ପଶି ଅଳଙ୍କାର ଲୁଟିନେଲେ ଦୁବୃର୍ତ୍ତ

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟେରା । ମହିଳାଙ୍କ ଘରେ ପଶି ଦିନ ଦ୍ୱିପ୍ରହରେ ଲୁଟ୍ । ଭୁବନେଶ୍ୱର ଝାରପଡା ଅଞ୍ଚଳରେ ମହିଳାଙ୍କ ଘରେ ପଶି ମହିଳାଙ୍କୁ ଆକ୍ରମଣ କରିବା ସହ ସୁନା ଗହଣା ଲୁଟି ନେଇଛନ୍ତି ଦୁବୃର୍ତ୍ତ । ମହିଳାଙ୍କର ସୁନାଚେନ୍ , ମଙ୍ଗଳସୁତ୍ର , ମୋବାଇଲ ଲୁଟ୍ କରି ନେଇଛନ୍ତି ଦୁବୃର୍ତ୍ତ । ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ଗୀତାଞ୍ଜଳି ପାଲଟା ସିଂ । ଦୁବୃର୍ତ୍ତଙ୍କ ଆକ୍ରମଣରେ ସେ ଗୁରୁତର ହେବାରୁ […]

Continue Reading

ରାଉରକେଲା NITରେ ୨୧ଛାତ୍ରଛାତ୍ରୀ କରୋନା ପଜିଟିଭ୍

ରାଉରକେଲା : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ଆଜି ରାଉରକେଲା NITରେ ୨୧ ଜଣ ଛାତ୍ରଛାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ ଆଇସୋଲେସନରେ ରଖାଯାଇଛି । ତେବେ ସଂକ୍ରମିତଙ୍କ କଣ୍ଟାକ୍ଟରେ ଆସିଥିବା ଅନ୍ୟମାନଙ୍କୁ ମଧ୍ୟ ଖୋଜାଚାଲିଛି । ଏନେଇ ନିଟ୍ ପକ୍ଷରୁ ସୂଚନା ମିଳିଛି ।

Continue Reading

୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଟିକାକରଣରେ ନୂଆ ରେକର୍ଡ; ୩ୟ ଦିନରେ ୧ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଟିକାକରଣର ତୃତୀୟ ଦିନରେ ବଡ଼ ସଫଳତା ହାସଲ କରିଛି ଭାରତ। ତୃତୀୟ ଦିନରେ ଏକ କୋଟି ଟିକାକରଣ କରି ଦେଶ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ବୁଧବାର ଘୋଷଣା କରିଛନ୍ତି। ପିଲାମାନଙ୍କ ପାଇଁ ଟିକାକରଣ ଅଭିଯାନ ତୃତୀୟ ଦିନରେ ଏହି ମାଇଲଖୁଣ୍ଟ ହାସଲ କରିଛି ଦେଶ। ଟିକାକରଣ ପାଇଁ ଯୁବପିଢିଙ୍କ ମଧ୍ୟରେ […]

Continue Reading

ବିଏମସି ଓ ପୋଲିସ ସହ ବ୍ୟବସାୟୀ ସଂଘର ଆଲୋଚନା ବିଫଳ, ଖୋଲିବନି ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଆଲୋଚନାରୁ ବାହାରିପାରିଲାନି ନିଷ୍କର୍ସ । ବନ୍ଦ ହେଲା ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ଆଜି ବ୍ୟବସାୟୀ ସଂଘର ବିଏମସି ଓ ପୋଲିସ ସହ ଆଲୋଚନା ହୋଇଥିଲା । ହେଲେ ବୈଠକରେ କୌଣସି ସମାଧାନ ହୋଇପାରିଲାନାହିଁ । ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ ନିଷ୍ପତ୍ତି ନେଇଛି ବ୍ୟବସାୟୀ ସଂଘ । ମଙ୍ଗଳବାର ବ୍ୟବସାୟୀ ସଂଘ ପକ୍ଷରୁ ମାର୍କେଟ୍ ବିଲ୍ଡିଂ ବନ୍ଦ କରାଯାଇଥିଲା । ମାର୍କେଟ ବିଲ୍ଡିଂ ମଝିରେ ଥିବା ଫୁଟପାଥ ରାସ୍ତା ଉପରେ […]

Continue Reading

୧୧ ଥର କରୋନା ଟିକା ନେଲେଣି ୮୪ ବର୍ଷୀୟ ବୃଦ୍ଧା

ନୂଆଦିଲ୍ଲୀ: ଦେଶରେ ଅନେକ ଲୋକ ଏବେ ବି ସେମାନଙ୍କର ଦ୍ବିତୀୟ ଡୋଜ କୋଭିଡ ଟିକାକରଣର କରିନାହାନ୍ତି। ଏହା ଭିତରେ ଏକ ଚହଳ ସୃଷ୍ଟି କଲା ଭଳି ଖବର ଶୁଣିବାକୁ ମିଳିଛି। ବିହାରର ଜଣେ ୮୪ ବର୍ଷ ବୟସ୍କ ବ୍ୟକ୍ତି ୧୧ଟି କୋଭିଡ ଟିକା ନେଇଥିବାର ଦାବି କରିଛନ୍ତି। ବିହାର ମାଧେପୁରା ଜିଲ୍ଲାର ଓରାଇ ଗାଁର ବାସିନ୍ଦା ବ୍ରହ୍ମଦେବ ମଣ୍ଡଳ ୮୪ ଥର କରୋନା ଟିକା ନେଇଥିବା କହିଛନ୍ତି। ମାଧପୁରା ଜିଲ୍ଲାର ସିଭିଲ ସର୍ଜନ କହିଛନ୍ତି ଯେ ସେ […]

Continue Reading