ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେଲା ‘ଅମର ଯବାନ ଜ୍ୟୋତି’

ନୂଆଦିଲ୍ଲୀ : ୫୦ ବର୍ଷ ପରେ ଇଣ୍ଡିଆ ଗେଟ ନିକଟରେ ଥିବା ଅମର ଯବାନ ଜ୍ୟୋତିକୁ ଆଜି ସମାରୋହ ପୂର୍ବବ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । ଦେଶର ବୀର ଯବାନମାନଙ୍କ ବଳିଦାନର ପ୍ରତିକ ଭାବେ ଏହି ଜ୍ୟୋତି ଦୀର୍ଘ ୫୦ ବର୍ଷ ହେବ ଇଣ୍ଡିଆ ଗେଟ ନିକଟରେ ଜଳୁଥିଲା । ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଏହାକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । ୧୯୭୧ ୟୁଦ୍ଧରେ […]

Continue Reading

ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରିବାରୁ ଅଧାବାଟରୁ ଫେରିଗଲା ବିମାନ

ୱାସିଂଟନ୍: ଜଣେ ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରିବାରୁ ଅଧାବାଟରୁ ଫେରିଗଲା ବିମାନ । ଗୁରୁବାର ଆମେରିକୀୟ ଏୟାରଲାଇନର ଏକ ଯାତ୍ରୀବାହୀ ଜେଟ୍ ବିମାନ ମିଆମାରରୁ ଲଣ୍ଡନ ଅଭିମୁଖେ ଯାଉଥିବା ସମୟରେ ଅଧାବାଟରୁ ଫେରିଯାଇଛି । ଏୟାରଲାଇନ୍ ବିବୃତି ଅନୁସାରେ ଜଣେ ଯାତ୍ରୀ ‘ଫେଡେରାଲ ମାସ୍କ ରିକ୍ୱାରମେଣ୍ଟ’ ନିୟମକୁ ମାନିବାକୁ ମନା କରିବାରୁ ଏୟାରଲାଇନ୍ସ ବିମାନ ୩୮ ମିଆଇମିକୁ ଫେରିଯାଇଛି । ଏହି ବିମାନରେ ୧୨୯ ଜଣ ଯାତ୍ରୀଙ୍କ ସହ ୧୪ ଜଣ ପରିଚାରକ ଥିଲେ । […]

Continue Reading

ପୋଲିସ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୪୮ ହଜାର ଟଙ୍କା ଲୁଟିନେଲେ ସାଇବର ଲୁଟେରା

ଭୁବନେଶ୍ୱର :ରାଜଧାନୀରେ ପୁଣି ମାତିଛନ୍ତି ସାଇବର ଠକ ।ସାଇବର ଲୁଟେରା ମାନେ ପୋଲିସ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୪୮ ହଜାର ଟଙ୍କା ଲୁଟି ନେଇଥିବା ହୋଇଥିବା ଅଭିଯୋଗ ହୋଇଛି । କ୍ରାଇମବ୍ୟୁରୋ ସବ ଇନିସ୍ପେକ୍ଟର ବିଜୟ ମହାଳୀଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଭୁବନେଶ୍ୱର ସାଇବର ଥାନାରେ ବିଜୟ ମହାଳୀ ଅଭିଯୋଗ କରିଛନ୍ତି ।ରାଜ୍ୟରେ ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବା ବେଳେ । ସାଇବର କ୍ରାଇମର ମାଷ୍ଟର ମାଇଣ୍ଡ […]

Continue Reading

ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି, ଚାଷ ଜମି କ୍ଷତିଗ୍ରସ୍ତ

ସମ୍ବଲପୁର: ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି । ସମ୍ବଲପୁର ଠେଲକୁଲି ସ୍ଥିତ JSW ଭୂଷଣ କାରଖାନାର ପାଚେରି ଭାଙ୍ଗିଯିବା ପରେ ବାଞ୍ଜିବେରଣା ଅଞ୍ଚଳରେ ଲୁହା ଗୁଣ୍ଡ ପାଣି ମାଡ଼ି ଯାଇଛି। ଫଳରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ପାଣି ମାଡ଼ି ଆସିବା ଯୋଗୁ ନିକଟରେ ଥିବା କୁକୁଡ଼ା ଫାର୍ମରେ ବ୍ୟବହୃତ କେତେକ ଗାଡ଼ି ମଧ୍ୟ ପାଣିରେ ପୋତି ହୋଇଯାଇଛି। ସେହିପରି ସହରାପଡ଼ାରେ ଏକ ପୋଖରୀରେ ମଧ୍ୟ ଲୁହା ପଥର ଗୁଣ୍ଡ ମିଶା ପାଣି ପଶି […]

Continue Reading

ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ମିହିର ଦାସଙ୍କ ପ୍ରଥମ ଫିଲ୍ମ ‘ସ୍କୁଲ ମାଷ୍ଟର୍’

ଭୁବନେଶ୍ୱର: ଭେଟେରାନ ଓଡ଼ିଆ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ OTT ପ୍ଲାଟଫର୍ମ AAO NXT ତାଙ୍କର ଡ଼େବ୍ୟୁ ଫିଚର ଫିଲ୍ମ ‘ସ୍କୁଲ ମାଷ୍ଟର୍’ ମୁକ୍ତିଲାଭ କରିଛି । ୧୯୭୦ ଦଶକର ଚଳଚ୍ଚିତ୍ର ଏକ ମଧ୍ୟବିତ୍ତ ପରିବାରର ଅଭିଳାଷ, ସଂଘର୍ଷ ଓ ଉତଥାନକୁ ନେଇ ଚିତ୍ରଣ ହୋଇଛି । ଭେଟେରାନ ଅଭିନେତା ଗୋବିନ୍ଦ ତେଜଙ୍କ ଦ୍ୱାରା ପ୍ରବର୍ତ୍ତିତ ପରିବାରର ମୁଖ୍ୟଙ୍କ ଉପରେ ସମ୍ପୂର୍ଣ୍ଣ ପରିବାରର ବୋଝ । ଯିଏ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ଭୂମିକାରେ ଅଭିନୟ […]

Continue Reading

ଗୁଜୁରାଟର ସୋମନାଥ ମନ୍ଦିର ଠାରେ ନୂତନ ସର୍କିଟ ହାଉସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଗୁଜୁରାଟର ସୋମନାଥ ମନ୍ଦିର ଠାରେ ନୂତନ ସର୍କିଟ ହାଉସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସି ମାଧ୍ୟମରେ ଶୁକ୍ରବାର ମୋଦି ଏହାର ଉଦଘାଟନ କରିଛନ୍ତି । ଏହି ଅବସରର ଉଦବୋଧନ ଦେଇ ମୋଦି କହିଛନ୍ତି ,ଯେଉଁ ପରିସ୍ଥିତିରେ ସୋମନାଥ ମନ୍ଦିର ନଷ୍ଟ ହୋଇଯାଇଥିଲା ଏବଂ ମନ୍ଦିରର ନବୀକରଣ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ଉଦ୍ୟମ ଏକ ବଡ ବାର୍ତ୍ତା ଅଟେ । ଗୁଜୁରାଟର ସୋମନାଥ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଏହା […]

Continue Reading

ବିଜେପିରେ ସାମିଲ ହେଲେ ପଞ୍ଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ପଞ୍ଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାଶନ ସଚିବ ଶ୍ରୀ ବିନୋଦ କୁମାର ପଣ୍ଡା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ସମୀର ରଞ୍ଜନ ମହାନ୍ତି ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ଏହି […]

Continue Reading

ବିଡବ୍ଳ୍ୟୁଏଫ ୱାର୍ଲ୍ଡ ଟୁର ସୁପର ୩୦୦: ପ୍ରଥମ ଓଡିଆ ମହିଳା ଖେଳାଳି ଭାବେ କ୍ୱାର୍ଟରରେ ପ୍ରବେଶ କଲେ ଶ୍ୱେତପର୍ଣ୍ଣା

ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ସୟେଦ ମୋଦି ଇଣ୍ଡିଆ ଇଂଟରନ୍ୟାଶନାଲ ୨୦୨୨ର ଏଚଏସବିସି ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ସୁପର ୩୦୦ ବ୍ୟାଡମିଂଟନ ମୁକାବିଲାରେ ଇତିହାସ ରଚିଛନ୍ତି ଓଡିଆ ଝିଅ ଶ୍ୱେତପର୍ଣ୍ଣା ପଣ୍ଡା । ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଓଡିଆ ବ୍ୟାଡମିଂଟନ ଖେଳାଳି ଭାବେ ସେ ଏହି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମିକ୍ସଡ ଡବଲ୍ସ ଇଭେଂଟରେ ସେ ବାଲକେଶରୀ ଯାଦବଙ୍କ ଯୋଡି ହୋଇ ଏହି ସଫଳତା ରଚିଛନ୍ତି । ପ୍ରି କ୍ୱାଟରରେ […]

Continue Reading

ବିଡବ୍ଲ୍ୟୁଏଫ ଓଡିଶା ଓପନ ୨୦୨୨ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ୱର: ବିଡବ୍ଲ୍ୟୁଏଫ ଓଡିଶା ଓପନ ୨୦୨୨ ପାଇଁ ଓଡିଶା ସରକାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୨୫ରୁ ୩୦ ଜାନୁୟାରୀ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଗା ବ୍ୟାଡମିଂଟନ ମୁକାବିଲାରେ ୧୮ ଦେଶର ୩୦୦ ଖେଳାଳି ଅଂଶଗ୍ରହଣ କରିବେ । ତେବେ କରୋନା କଟକଣା ଯୋଗୁ ଦର୍ଶକ ଏହି ଷ୍ଟାଡିୟମରେ ମ୍ୟାଚ ଉପଭୋଗ ସୁଯୋଗରୁ ବଂଚିତ ହେବେ । ପ୍ରଥମ ଥର ପାଇଁ ରାଜ୍ୟ ସରକାର ଓ […]

Continue Reading

ମହିଳାଙ୍କ ପେଟରୁ ୧୦କେଜି ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍‌ ହସ୍ପିଟାଲର ସର୍ଜନ

ଭୁବନେଶ୍ୱର :ସମ କର୍କଟ ବିଭାଗରେ ବିରଳ ଅସ୍ତ୍ରୋପୋଚାର । ମହିଳାଙ୍କ ପେଟରୁ ବାହାରିଲା ୧୦ କେଜି ଓଜନର ଟ୍ୟୁମର । ଏହି ଅପରେସନ କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲ ସର୍ଜନ ମାନେ । ଶିକ୍ଷା ଓ ଅନୁସନ୍ଧାନ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା ଓ ତାଙ୍କ ଟିମ୍ ଅପରେସନ କରିଥିଲେ । ଅସ୍ତ୍ରୋପଚାର କରାଯାଇଥିବା ୫୦ […]

Continue Reading