ଭାରତ ବିରୋଧରେ ମିଛ ଖବର ପ୍ରସାରଣ କରୁଥିବା ୱେବସାଇଟକୁ ବନ୍ଦ କରାଯିବା ଜାରୀ ରହିବ: ଅନୁରାଗ ଠାକୁର
ନୂଆଦିଲ୍ଲୀ: ଭାରତ ବିରୋଧରେ ସୁଚିନ୍ତିତ ଷଡଯନ୍ତ୍ର ଅନୁସାରେ ମିଥ୍ୟା ଖବର ପ୍ରସାରଣ କରୁଥିବା ୱେବସାଇଟ ଓ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରାଯିବା ଜାରୀ ରହିବ ବୋଲି ଗୁରୁବାର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଚେତାବନୀ ଦେଇଛନ୍ତି । ୨୦୨୧ରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୨୦ ୟୁଟ୍ୟୁବ ଚ୍ୟାନେଲ ଓ ୨ ୱେବସାଇଟ ବନ୍ଦ କରାଯାଇଥିଲା । ସେଗୁଡିକ ହେଲା, ଦି ପଂଚ ଲାଇନ, ଇଂଟରନ୍ୟାଶନାଲ ୱେବ ନ୍ୟୁଜ, ଖାଲସା ଟିଭି, ଦି ନେକେଡ […]
Continue Reading
