ଝିଅର ମୃତ୍ୟୁ ପରେ ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଓ ନାତିଙ୍କ ଅଧିକାର: କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗୁରୁବାର ଦିନ ସମ୍ପତ୍ତି ବିବାଦରେ ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟଙ୍କ କହିବା ମୁତାବକ, ଝିଅର ମୃତ୍ୟୁ ପରେ ବି ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଓ ନାତିଙ୍କ ଅଧିକାର ରହିବ । ରାୟ ଶୁଣାଇବା ସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦ୍ୱିତୀୟ ପକ୍ଷଙ୍କୁ ସମ୍ପତ୍ତି ବିକ୍ରି ବା କୌଣସି ଅନ୍ୟ ଅଧିକାରୀକୁ ସ୍ଥଗିତ କରାଯାଇଛି । ତେବେ ଗୁରୁବାର ଦିନ ଦିଲ୍ଲୀର ସାକେତ ସ୍ଥିତ ନରେଶ କୁମାର ଲାକାରର […]

Continue Reading

ଭାରତକୁ ନିଜ ପକ୍ଷରୁ ନେବାକୁ ରୁଷ-ଆମେରିକା ମଧ୍ୟରେ ପ୍ରତିଯୋଗିତା: ଆମେରିକାର ଧମକ ପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଆଜି କଠିନ ପଶାପାଲିରେ ପଡ଼ିଯାଇଛି ଭାରତ । ରୁଷର ଆକ୍ରମଣ ବିରୋଧରେ ପୂର୍ବରୁ ମିଳିତ ଜାତିସଂଘରେ ଉଠିଥିବା ପ୍ରସ୍ତାବର ଭୋଟିଂରୁ ଭାରତ ଏକାଧିକ ବାର ବିରତ ରହିଥିଲା । ଭାରତର ଉକ୍ତ ଆଭିମୁଖ୍ୟ ନେଇ ଆମେରିକା ତୀବ୍ର ବିରୋଧ କରି ଆସିଥିଲା । ତେବେ ଏହାମଧ୍ୟରେ ଭାରତ ଗସ୍ତରେ ଆସିଥିବା ଆମେରିକାର ଡେପୁଟି ଏନଏସଏ ଦଲୀପ ସିଂହ ଭାରତକୁ କଡ଼ା ଚେତାବନୀ ଦେଇଛନ୍ତି । ରୁଷ ଉପରେ ଆମେରିକା ଲଗାଇଥିବା କଟକଣାରୁ ଉଲ୍ଲଂଘନ […]

Continue Reading

ରାଜ୍ୟରେ ଆଉ ୬ ମାସ ମିଳିବ ଅତିରିକ୍ତ ମାଗଣା ଚାଉଳ; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ପାଇଁ ମିଳିବ ଅତିରିକ୍ତ ମାଗଣା ଚାଉଳ । ୬ ମାସ ପାଇଁ ଅବଧି ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅପ୍ରେଲରୁ ସେପ୍ଟେମ୍ବର ମାସ ଯାଏଁ ଅତିରିକ୍ତ ୫ କେଜି ମାଗଣା ଚାଉଳ ମିଳିବ । ହିତାଧିକାରୀଙ୍କୁ ପ୍ରତିମାସରେ ଅତିରିକ୍ତ ୫ କେଜି ଚାଉଳ ମାଗଣା ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଯୋଗୁଁ ରାଜ୍ୟରେ ପ୍ରାୟ ୮ ଲକ୍ଷ ୯ ହଜାର […]

Continue Reading

ମାନସ ହତ୍ୟା ମାମଲା: ଚାନ୍ଦବାଲିରେ ଡେମୋ ଦେଖାଇଲେ ଶର୍ମିଷ୍ଠା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ପଳାସରପୁରରେ ଶେଷ ହୋଇଛି କ୍ରାଇମ ସିନ ରିକ୍ରିଏସନ୍ । ଅଳ୍ପ ସମୟରେ ସିନ୍ ରିକ୍ରିଏସନ୍ ସାରି ଫେରିଆସିଛି କ୍ରାଇମବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ଧରି ସେଠାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସଂ ସେଠାକୁ ଯାଇଥିବା ଅଭିଯୁକ୍ତମାନେ ହେଉଛନ୍ତି-ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକ । ଲୋକଙ୍କୁ ଭିଡ ଯୋଗୁଁ ଅଳ୍ପ ସମୟରେ ସରିଗଲା କ୍ରାଇମ ସିନ୍ […]

Continue Reading