ରାଜ୍ୟସ୍ତରୀୟ ରେଡ଼କ୍ରସ ସେବା ସମ୍ମାନ
ଭୁବନେଶ୍ୱର: ଯୁବ ରେଡ୍ କ୍ରସ୍ ଶାଖା, ଭାରତୀୟ ରେଡ୍ କ୍ରସ୍ ସୋସାଇଟି, ଓଡିଶା ତରଫରୁ ରାଜଭବନର ଅଭିଷେକ ଭବନରେ ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ ମାନବ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନକାରୀ ୭୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ମାନନୀୟ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି ଏହି ଅବସରରେ ଉପସ୍ଥିତ ରହି ସମାଜର ସୁବିଧା ଅସୁବିଧାରେ ଲୋକଙ୍କ ସହ ରହିଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଢୌକନ ଏବଂ […]
Continue Reading