ବିହାରରେ ଜାଗା ଦାବି କରୁଛି ନେପାଳ; ବନ୍ଦ କରାଇଲା ଭାରତର ନଦୀବନ୍ଧ ମରାମତି କାମ

ନୂଆଦିଲ୍ଲୀ: ନିଜ ଅଞ୍ଚଳ ବୋଲି ଦାବି କରି ସୀମାନ୍ତ ଅଞ୍ଚଳରେ ନେପାଳୀ ସରକାରୀ କର୍ତ୍ତୃପକ୍ଷମାନେ ବିହାର ସରକାରଙ୍କ ଜଳ ସମ୍ପଦ ବିଭାଗର ନଦୀବନ୍ଧ ମରାମତି କାର୍ଯ୍ୟ ଅଟକାଇଛନ୍ତି। ବିହାର ସରକାରଙ୍କ ଅଧିକାରୀମାନେ କହିଛନ୍ତି ଯେ, ପୂର୍ବ ବିହାରର ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ଲାଲ୍ ବେକେ ନଦୀ ବନ୍ଧର ମରାମତି କାର୍ଯ୍ୟ କରିବାକୁ ନେପାଳୀ ସରକାରୀ କର୍ତ୍ତୃପକ୍ଷମାନେ ଅନୁମତି ଦେଉନାହାନ୍ତି। ବିହାର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ନଦୀରେ ଅନେକ ବର୍ଷ ତଳୁ ବନ୍ଧ ନିର୍ମାଣ ସରିଥିଲେ ବି […]

Continue Reading

ଛଅଟି ମହାଦେଶରେ ଇସ୍କନ୍‌ କରିବ ବିଶ୍ବର ପ୍ରଥମ ସର୍ବବୃହତ୍ ଡିଜିଟାଲ୍ ରଥଯାତ୍ରା

କୋଲ୍‌କାତା: ମଙ୍ଗଳବାର ଦିନ ବିଶ୍ବର ଛଅଟି ମହାଦେଶରେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍ ସୋସାଇଟି ଫର୍ କ୍ରିଷ୍ଣା କନ୍‌ସାଇଅସ୍‌ନେସ୍’ (ଇସ୍କନ୍) ବିଶ୍ବର ସର୍ବପ୍ରଥମ ଡିଜିଟାଲ୍ ବା ଭର୍ଚ୍ୟୁଆଲ୍ ରଥଯାତ୍ରା ଆୟୋଜନ କରିବ। କୋଭିଡ୍-୧୯ ମହାମାରୀ ସଂକ୍ରମଣ କାରଣରୁ ଏ ବର୍ଷ ଡିଜିଟାଲ୍ ରଥଯାତ୍ରା ନିମନ୍ତେ ଯୋଜନା କରାଯାଇଛି। ଛଅଟି ମହାଦେଶ ଏବଂ ୧୦୮ଟି ରଥ ନିମନ୍ତେ ଏହି ଡିଜିଟାଲ୍‌ ରଥଯାତ୍ରାର ନାଁ ରଖାଯାଇଛି ‘ମର୍ସି ଇନ୍ ହୁଇଲ୍‌ସ୍’ ବା ‘ଚକ୍ରରେ କରୁଣା’।

Continue Reading

ଚୀନ୍ ବିପକ୍ଷରେ ଦୁଇଟି ଯୁଦ୍ଧ ଲଢୁଛନ୍ତି, ଉଭୟରେ ବିଜୟୀ ହେବା: ଅରବିନ୍ଦ କେଜ୍ରିୱାଲ୍

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ଯେ, ଭାରତବାସୀ ଚୀନ୍‌ ବିପକ୍ଷରେ ଦୁଇଟି ସଂଗ୍ରାମରେ ଲଢ଼େଇ କରୁଛନ୍ତି- ଗୋଟିଏ ସୀମାନ୍ତରେ ଏବଂ ଅନ୍ୟଟି ସେଠାରୁ ଉତ୍ପତ୍ତି ହୋଇଥିବା ଭୂତାଣୁ ସହ। ଉଭୟ ଯୁଦ୍ଧରେ ଭାରତବାସୀ ବିଜୟମଣ୍ଡିତ ହେବେ। ହିନ୍ଦୀରେ ଟୁଇଟ୍ କରି ସେ ଲେଖିଛନ୍ତି: ଆଜି ଆମେ ଚୀନ୍ ବିପକ୍ଷରେ ଦୁଇଟି ଯୁଦ୍ଧ ଲଢୁଛନ୍ତି- ଭାରତ ଓ ଚୀନ୍ ସୀମାନ୍ତରେ ଏବଂ ଚୀନ୍‌ରୁ ଆସିଥିବା ଭୂତାଣୁ ବିପକ୍ଷରେ। ଆମର ୨୦ଜଣ ବୀର ଯବାନ […]

Continue Reading

୬୦,୦୦୦ ମହୁମାଛିଙ୍କୁ ୪ଘଣ୍ଟା ଧରି ନିଜ ମୁହଁ ଉପରେ ବସାଇ ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାଁ ସାମିଲ କଲେ କେରଳ ଯୁବକ

ତିରୁବନନ୍ତପୁରମ: ମହୁମାଛିର ନାଁ ଶୁଣିଲେ ଅନେକ ଲୋକ ଥରିବା ଆରମ୍ଭ କରନ୍ତି | ଯେଉଁଠି ମହୁଫେଣା ଥାଏ ସେହି ଅଞ୍ଚଳକୁ ଯିବା ପାଇଁ କେହି ସାହସ ମଧ୍ୟ କରନ୍ତି ନାହିଁ | କିନ୍ତୁ କେରଳର ଜଣେ ଯୁବକଙ୍କ ମହୁମାଛି ପ୍ରତି ଥିବା ଭଲ ପାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ମହୁମାଛି ପ୍ରତି ଥିବା ତାଙ୍କ ଭଲ ପାଇବା ପାଇଁ ଏବେ ତାଙ୍କ ନାଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି | ସେ ମହୁମାଛିକୁ […]

Continue Reading

ମନମୋହନ ସିଂହଙ୍କୁ କହିଲେ ନଡ୍ଡା: ବାରମ୍ବାର ପରାକ୍ରମ ଉପରେ ସନ୍ଦେହ କରି ନିରାପତ୍ତା ବଳଙ୍କୁ ଅପମାନ ଦିଅନ୍ତୁ ନାହିଁ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ କଂଗ୍ରେସ ପାର୍ଟିକୁ ସମାଲୋଚନା କରି ସୋମବାର ଦିନ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ସେମାନେ ଥରକୁ ଥର ନିରାପତ୍ତା ବଳଙ୍କ ପରାକ୍ରମ ଉପରେ ସନ୍ଦେହ କରି ସେମାନଙ୍କୁ ଅପମାନିତ କରନ୍ତୁ ନାହିଁ। ଟୁଇଟର୍‌ରେ ପୋଷ୍ଟ୍ ହୋଇଥିବା ଏକ ବାର୍ତ୍ତାରେ ନଡ୍ଡା ଲେଖିଛନ୍ତି, ଦୟାପୂର୍ବକ, ପରାକ୍ରମ ଉପରେ ସନ୍ଦେହ କରି ବାରମ୍ବାର ନିରାପତ୍ତା ବଳଙ୍କୁ ଅପମାନ ଦିଅନ୍ତୁ ନାହିଁ। ଏୟାର୍ ଷ୍ଟ୍ରାଇକ୍ ଏବଂ ସର୍ଜିକାଲ୍ […]

Continue Reading