ବେଟିଂ ବିଜ୍ଞାପନ ନେଇ ଆଡଭାଇଜରି ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ବେଟିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ମନା । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାରି କରିଛି ଆଡଭାଇଜରି । ମୁଦ୍ରିତ, ବୈଦ୍ୟୁତିକ ଓ ଡିଜିଟାଲ୍ ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କରାଯାଇଛି । ଦେଶର ଅଧିକାଂଶ ସ୍ଥାନରେ ବେଟିଂ ବା ଜୁଆ ଖେଳ ବେଆଇନ୍ ଅଟେ । ଗ୍ରାହକ ସୁରକ୍ଷା ଆଇନ୍ ୨୦୧୯ ଅନୁସାରେ ବେଟିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ଟିଭିରେ ପ୍ରସାରଣ କରାଯାଇ ପାରିବ ନାହିଁ । ସମାଜ ଓ ଜନତାଙ୍କ ବୃହତର […]
Continue Reading
