ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ବୃହତ ନିର୍ମାଣ ପାଇଁ ନାହିଁ NMAର ଅନୁମତି

ଭୁବନେଶ୍ୱର: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ନିର୍ମାଣ ନେଇ କୌଣସି ଅନୁମତି ଦେଇନାହିଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (NMA) । ଗତ ସଂସଦ ଅଧିବେଶନର ଶୂନ୍ୟକାଳରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ ରେଡ୍ଡୀ । ଯେଉଁଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି, AMASR ଆଇନ୍ ୧୯୫୮ ଅନୁସାରେ କୌଣସି ନିଷିଦ୍ଧାଞ୍ଚଳରେ ବଡ଼ ଧରଣର ନିର୍ମାଣ ହୋଇପାରିବ ନାହିଁ । ଏପରିକି ଏନେଇ ଅନୁମତି ଦେବା ନେଇ କୌଣସି ବ୍ୟବସ୍ଥା […]

Continue Reading

ମାଟି ତଳୁ ମିଳିଲା ୨ ହଜାର ବର୍ଷ ପୁରାତନ ସଭ୍ୟତା

ଭୁବନେଶ୍ୱର: ମାଟି ତଳୁ ୨ ହଜାର ବର୍ଷ ପୁରାତନ ସଭ୍ୟତା ମିଳିଛି। ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ଅନ୍ତର୍ଗତ ଅସୁରଗଡ଼ଠାରେ ହଜାର ହଜାର ବର୍ଷ ତଳର ପୁରୁଣା ସାମଗ୍ରୀ ମିଳିଛି। ଖନନ ବେଳେ ମାଟି ତଳୁ ବିରଳ ମୁଦ୍ରା, ମାଟିପାତ୍ର ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି। ଗୋପେଇପାଲି ପଞ୍ଚାୟତ ଅସୁରଗଡ଼ ରାଜ୍ୟ ଇତିହାସର ପ୍ରାଣକେନ୍ଦ୍ର ଥିବା ଜଣାପଡ଼ିବା ପରେ ସେଠାରେ ଖନନ କାର୍ଯ୍ୟ ଚାଲିଛି। ଭାରତ ସରକାରଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ […]

Continue Reading

ଭୁବନେଶ୍ୱରରେ ବିସିସିଆଇ ସଭାପତି, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ଦେଖିବେ ମ୍ୟାଚ୍‌

ଭୁବନେଶ୍ୱର  : ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଙ୍ଗୁଲି  । ଏହା ପରେ ବାରବାଟୀ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଦେଖିବେ । ଖବର ଅନୁଯାୟୀ, ରବିବାର ଦିନ ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଉଭୟ ଦଳ ଆଉ କିଛି ସମୟ ମଧ୍ୟରେ ହୋଟେଲ୍‌ […]

Continue Reading

ନବୀନଙ୍କ ବିଦେଶ ଗସ୍ତକୁ ନେଇ ବିଜେପି, ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ ଯିବେ, ପୋପଙ୍କୁ ଭେଟିବେ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ ଜଣାପଡ଼ିନାହିଁ । କୁହାଯାଉଛି ମୁଖ୍ୟମନ୍ତ୍ରୀ ୧୦ ଦିନ ପାଇଁ ବିଦେଶ ଗସ୍ତରେ ଯିବେ । ଅନ୍ୟପଟେ ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉପସ୍ଥିତ ରହିବେ କି ନା […]

Continue Reading

ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଗିରଫ, ପୁଣି ଆରମ୍ଭ ହେଲା ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ଲଢ଼େଇ

ନୂଆଦିଲ୍ଲୀ: ପୁଣି ପଶ୍ଚିମବଙ୍ଗରେ ଲାଗିଛି ବିଜେପିକୁ ଜବରଦସ୍ତ ଝଟକା । ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କୁ ଆଜି ପୋଲିସ ହାୱରା ହିଂସା ମାମଲାରେ ଗିରଫ କରିଥିବା ଜଣାପଡ଼ିଛି । ତେବେ ହାୱରା ଯାଉଥିବା ବେଳେ ସୁକାନ୍ତଙ୍କୁ ପୋଲିସ ହିଂସାସ୍ଥଳକୁ ଯିବାକୁ ନେଇ ଆଇନଗତ ଦୃଷ୍ଟିରୁ ବାରଣ କରିଥିଲା । ଏଥିସହ ସୁକାନ୍ତଙ୍କୁ ପୋଲିସ ଗୃହବନ୍ଦୀ କରି ରଖିଥିଲା । ତେବେ ବିଜେପି ନେତା ନୁରୂପ ଶର୍ମା ଓ ନବୀନ ଜିନ୍ଦଲ ପ୍ରୋଫେଟ ମହମ୍ମଦଙ୍କୁ ନେଇ ଦେଇଥିବା […]

Continue Reading

ଜୁନ୍ ୩୦ ସୁଦ୍ଧା ଦାବି ପୂରଣ କର, ନଚେତ୍ ଜୁଲାଇ ୧ରୁ ଧର୍ମଘଟ: ଚେତାବନୀ ଦେଲା ରାଜ୍ୟ ବସ୍ ମାଲିକ ସଂଘ

ଭୁବନେଶ୍ୱର: ମହଙ୍ଗା ମାଡ଼ରେ କଲବଲ ହେଉଥବା ରାଜ୍ୟବାସୀଙ୍କ ପାଇଁ ଗୋଟିକ ପରେ ଗୋଟିଏ ସମସ୍ୟା ଆସି ପହଞ୍ଚି ଯାଉଛି । ତେବେ ରାଜ୍ୟରେ ପୁଣି ହେବ ବସ୍ ଧର୍ମଘଟ । ଆସନ୍ତା ଜୁଲାଇ ମାସ ୧ ତାରିଖରେ ସାରା ରାଜ୍ୟରେ ବସ୍ ଧର୍ମଘଟ ହେବ ବୋଲି ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ୬ ମାସ ବିତିଯାଇଥିଲେ ବି ରାଜ୍ୟ ସରକାର ୯ ଦଫା ଦାବି ପୂରଣ କରିନଥିବା ସଂଘ ପକ୍ଷରୁ କୁହାଯାଇଛି । […]

Continue Reading

ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମମତା, ୨୨ ନେତାଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣନୀତି ଗଠନ କରିବା ଆରମ୍ଭ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ୧୫ ଜୁନ୍ରେ ଦିଲ୍ଲୀରେ ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କ ଏବଂ ନେତାଙ୍କ ସହ ଏକ ବୈଠକରେ ଭାଗନେବେ । ଏଥିପାଇଁ ମମତା ୨୨ ନେତାଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର, […]

Continue Reading

ଓଡ଼ିଶାରେ ଖୋଲିବ ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଟ୍ୱିଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର: ଶିକ୍ଷାକ୍ଷେତ୍ରରେ ପୁଣି ଆଗକୁ ବଢ଼ିବ ଓଡ଼ିଶା । ରାଜ୍ୟର ଗରିବ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ସହଜରେ ଶିକ୍ଷାଲାଭ କରିପାରିବେ । ଓଡ଼ିଶାରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜଣାପଡ଼ିଛି ଯେ, କୋଲ୍ ଇଣ୍ଡିଆର ସହଯୋଗରେ ରାଜ୍ୟରେ ଆଉ ୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ନେଇ […]

Continue Reading

ଏହି ଗ୍ରାମରେ ହୋଇନାହିଁ ଆଜି ପର୍ଯ୍ୟନ୍ତ ନିର୍ବାଚନ, ନିର୍ଦ୍ୱନ୍ଦରେ ନିର୍ବାଚିତ ହେଉଛନ୍ତି ପ୍ରାର୍ଥୀ

ଭୁବନେଶ୍ୱର: ନିର୍ବାଚନ କହିଲେ ସାଧାରଣତଃ ପ୍ରାର୍ଥୀ-ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ଲଢ଼େଇକୁ ବୁଝାଏ । କେଉଁ ପ୍ରାର୍ଥୀ ଅଧିକ ଭୋଟ ପାଉଛି, କେଉଁ ପାର୍ଥୀ ହାରୁଛି ତାକୁ ନେଇ ମନରେ ଉତ୍ସୁକତା ରହିଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତୁ ଆମ ଭାରତରେ ଏକ ଏଭଳି ଗାଁ ରହିଛି ଯେଉଁଠାରେ ଦୀର୍ଘ ୬୦ ବର୍ଷ ହେବ ନିର୍ବାଚନ ହୋଇନାହିଁ । ଏଠାରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଉଛନ୍ତି ୱାର୍ଡମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ । ମଧ୍ୟପ୍ରଦେଶରେ ଏବେ ପଞ୍ଚାୟ […]

Continue Reading

ଓଡିଆ ଝିଅଙ୍କ କମାଲ: ମିସେସ୍ ୟୁନିଭର୍ସ କାନାଡା ଟାଇଟଲ ଜିତି ଆଣିଲେ ଗୌରବ

ଜୟପୁର: କାନାଡାରେ ଯାଇ ଓଡିଶା ପ୍ରଦେଶର ଟେକ ରଖଛନ୍ତି ମିତାଲି । ମିସେସ୍ ୟୁନିଭର୍ସ କାନାଡା-୨୦୨୧ ଟାଇଟଲ ଜିତି ରାଜ୍ୟ ପାଇଁ ପାଲଟିଛନ୍ତି ଗୌରବର ବିଷୟ । ନିଜର ସୌନ୍ଦର୍ୟ୍ୟ ପାଇଁ ସେ କାନାଡାରେ ଓଡିଶା ତଥା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ଏହି ସଫଳତା ପରେ ବିଭିନ୍ନ ସ୍ଥାନରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । କୋରାପୁଟ ଜିଲ୍ଲା ଜୟପୁର ସହରର ଝିଅ ମିତାଲି ପଣ୍ଡା । କାନାଡାରେ ଚାଲିଥିବା […]

Continue Reading