ଆଗାମୀ ୩ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ବିଜୟ ମହାପାତ୍ର
ଭୁବନେଶ୍ୱର : ଓଡିଶାରେ କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ଓଡିଶାରେ ସ୍ଥିତି ଏତେଟା ଉଦବେଗ ଜନକ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ଆଗାମୀ ୩ ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏବେ ଦିଲ୍ଲୀରେ ସଂକ୍ରମଣ ବଢୁଛି ।ଆମେ ଆଗରୁ ଦେଖିଛେ ଦିଲ୍ଲୀରେ ସଂକ୍ରମଣ ବଢିବା ପରେ ଓଡିଶାରେ ବଢେ । ତେଣୁ ଓଡିଶାରେ ବଢିବା ଆଶଙ୍କା […]
Continue Reading
