ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ଘଟଣା : ମାଟି ତଳୁ ବିଡା ବିଡା ଟଙ୍କା ଜବତ, ୪ ଗିରଫ
ସମ୍ବଲପୁର : ସମ୍ବଲପୁରର ଏକ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ଘଟଣା ।ଏହି ଘଟଣାର ପର୍ଦ୍ଦାଫାସ ହୋଇଛି । ଦେବଗଡରୁ ମାଟି ତଳୁ ଉଦ୍ଧାର ହେଲା ଟଙ୍କା ଭର୍ତ୍ତି ବ୍ୟାଗ । ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଦୀଲେଶ୍ୱର ବେହେରା, ମାନସ ପ୍ରଧାନ , ଯୋଗେଶ୍ୱର ବେହେରା ଓ ଗୋବିନ୍ଦ ମଲ୍ଲୀକଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୩ ଜଣ ହୋଟେଲ କର୍ମଚାରୀ ବୋଲି ଜଣାପଡିଛି । ସିସିଟିଭି ଫୁଟେଜକୁ ଆଧାର କରି […]
Continue Reading
